ଫିଲ୍ମ ଷ୍ଟାଇଲରେ କାବୁ କଲେ ପୋଲିସ ବାବୁ… ଭିଡ଼ିଓ ଦେଖିଲେ ଆପଣ ବି କହିବେ ପୋଲିସ ହେବ ତ ଏମିତି… ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ଆପଣ ମାନେ ଫିଲ୍ମ ରେ ଅନେକ ସମୟରେ ଦେଖିଥିବେ କି ଗୁଣ୍ଡା ମାନେ ଚାକୁ ଧରି ପୋଲିସ ଉପରକୁ ଆକ୍ରମଣ କରିଥାନ୍ତି ଓ ପୋଲିସ ବାବୁ ମାନେ ହିର ଷ୍ଟାଇଲ ରେ ଆସି ସେମାନଙ୍କୁ ଧରିଥାନ୍ତି ଓ ଗିରଫ ମଧ୍ୟ କରିଥାନ୍ତି , କିନ୍ତୁ ମୁଁ ଏବେ ଆପନଙ୍କୁ ଯୋଉ ଘଟଣା ବିଷୟରେ କହିବାକୁ ଯାଉଛି ସେଇଟା କୋଉ ଆକ୍ସନ ଫିଲ୍ମ ଠାରୁ ମଧ୍ୟ କମ ନୁହଁ, ସମ୍ପୂର୍ଣ ସତ୍ୟ ଅଟେ ଘଟଣାଟି, ଆଉ ଯୋଉ ଘଟଣା କୁ ଆପଣ ମାନେ ମଧ୍ୟ ଦେଖିବେ ଯଦି ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ, ତେବେ ଆସନ୍ତୁ ଜାଣିବା ଘଟଣାଟି କଣ, ଆଉ ଘଟଣା ପଛରେ କଣ ରହିଛି ପ୍ରକୃତ ରହସ୍ୟ |

ଘଟଣା ଟି ଘଟିଛି କେରଳ ର କାୟାକୁଲମ ନିକଟସ୍ଥ ପାରାଜକ୍ସନ ନିକଟରେ ଆଉ ଘଟଣା ରୁ ଯାହା ଜଣା ପଡୁଛି କି ଅଭିଯୁକ୍ତ ଜଣଙ୍କ ଅଭିଯୋଗ କରି ଦୌଡ଼ି ପଳାଇଯାଉଥିଲେ ଗୋଟିଏ ସ୍କୁଟି ରେ, ଆଉ ହାତରେ ମଧ୍ୟ ଧରିଥିଲେ ଗୋଟିଏ ଚାକୁ ଆଉ ଯାହା ସାହାଯ୍ୟ ରେ ସେ ଅଭିଯୁକ୍ତ ଜଣଙ୍କ ବହୁତ କାଣ୍ଡ କରନାମା ମଧ୍ୟ କରିଥିଲେ, ଆଉ ପୋଲିସ କର୍ମଚାରୀ ଜଣଙ୍କ ସେହି ଅଭିଯୁକ୍ତ କୁ ଧରିବା ପାଇଁ ପୋଲିସ ଗାଡି ଧରିକି ଆସିଥିଲେ , ଆଉ ଘଟଣା ସ୍ଥଳରେ ଅଭିଯୁକ୍ତ ପୋଳେଇଯିବାକୁ ବାହାରିଥିଲେ |

ତେବେ ଯେତେବେଳେ ପୋଲିଶ ଗାଡି ପହଞ୍ଚି ଯାଇଥିଲି ସେତେବେଳେ ଅଭିଯୁକ୍ତ ଜନକ ଘଟଣା ସ୍ଥଳରୁ ପୋଳେଇଯିବାକୁ ନିଷ୍ପତି ନେଇ ସ୍କୁଟି ଧରି ବାହାରି ଯାଇଥିଲେ ଆଉ ସେହି ସମୟରେ ପୋଲିସ ଗାଡି ଭିତରୁ ସୋବିନିସ୍ପେକ୍ଟର ଅରୁଣ କୁମାର ବାହାରିଛନ୍ତି ,, ଆଉ ଅଭିଯୁକ୍ତଙ୍କୁ ଧରିବା ପାଇଁ ମଧ୍ୟ ବହୁତ ଚେଷ୍ଟା କରିଛନ୍ତି, କିନ୍ତୁ ଅଭିଯୁକ୍ତ ଟି ଚାକୁ ଧରି ତାଙ୍କୁ ପ୍ରହାର କରିଥିଲେ , କିନ୍ତୁ ଶବନିସ୍ପେକ୍ଟର ଅରୁଣ ଫିଲ୍ମ ଷ୍ଟାଇଲ ରେ ଗାଢ଼ି ରୁ ବାହାରି ଅଭିଯୁକ୍ତ ଙ୍କୁ ଧରିବା ପାଇଁ ଚେଷ୍ଟା କରୁଥିଲେ ଆଉ ହିର ଭଳି ଅଭିଯୁକ୍ତ ଙ୍କୁ ଧରିଥିଲେ ମଧ୍ୟ |

କିନ୍ତୁ ଅଭିଯୁକ୍ତ ଙ୍କୁ ବହୁତ ଚାଲାକି ସହିତ ଚେଷ୍ଟା କରି ଶେଷରେ ଧରିଥିଲେ ଆଉ ସେତିକି ବେଳେ ଚାକୁ ଟି ତାଙ୍କ ହାତରେ ଲାଗି କଟି ଯାଇଥିଲେ ମଧ୍ୟ ସେ ଅଭିଯୁକ୍ତ ଙ୍କୁ ଧରିଥିଲେ ଆଉ ପରେ ଥାନାରେ ଅନ୍ୟ କର୍ମଚାରୀ ମାନେ ବାହାରି ଅଭିଯୁକ୍ତ ଙ୍କୁ ଧରି ପୋଲିସ ଗାଡ଼ିରେ ବସାଇଥିଲେ, ତେବେ ଏହି ସବୁ ଘଟଣା ଗୋଟିଏ ଦୋକାନ ଆଗରେ ହୋଇଥିଲା ଆଉ ପୋଲିସ ବାବୁ ଙ୍କର ସମସ୍ତ ଘଟଣା CCTV ରେ ଉଠି ଯାଇଥିଲା , ଆଉ ଯାହା ସମସ୍ତେ ଜାଣିପାରିଥିଲେ, ପରେ ଏହା ସେସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment