Exclusive : ଦେଶ କେବେ ସ୍ୱାଧୀନ ହୋଇଥିଲା ? ଝିଅଟି ହସି ଦେଇ କହୁଛି.. ମୁଁ ଜାଣିନି…ଦେଖନ୍ତୁ Video

ତେବେ ବନ୍ଧୁଗଣ ଦେଶ ସ୍ୱାଧୀନ ହେବା ର ଆଜି 75 ବର୍ଷ ପୂର୍ତ୍ତି ଅବସରରେ ସାରାଦେଶ ଆଜି ତ୍ରିରଙ୍ଗା ଆଗରେ ତ୍ରିରଙ୍ଗା କୁ ସଂମାନ ଜଣାଇବା ସହିତ ଦେଶ ଆଜିର ଏହି ମହାନ ଦିନଟିକୁ ପାଳନ କରୁଛି | ତେବେ ଏହି ସ୍ୱାଧୀନତା ଦିବସ ପରିପେକ୍ଷୀ ରେ ସବୁ ବର୍ଷ ପରି ଏ ବର୍ଷ ମଧ୍ୟ କିଛି ସରଳ ପ୍ରଶ୍ନ କୁ ନେଇ ପହଞ୍ଚିଥିଲେ ଯୁବ ପ୍ରତିନିଧି ମାନେ ଓ ଆଜିର ଯୁବ ପିଢ଼ି ମାନଙ୍କୁ ପଚାରିଥିଲେ କିଛି ଏମିତି ପ୍ରଶ୍ନ | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ଆଜିର ଯୁବ ପିଢ଼ି ମାନଙ୍କୁ ପଚାରା ଯାଇଥିବା ସେହି ସବୁ ପ୍ରଶ୍ନ ଓ ତାହାର ଉତ୍ତର ରେ କଣ ସବୁ କହିଥିଲେ ଆଜିର ଯୁବକ ଓ ଯୁବତୀ ମାନେ | ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଥିବା ଦେଖାଯାଇଛି | ତାହାଲେ ଆସନ୍ତୁ ସେହି ସବୁ ପ୍ରଶ୍ନ ବିଷୟରେ ଜାଣିବା |

ତେବେ ଏହା ପ୍ରଥମେ ଆରମ୍ଭ କରାଯାଇଥିଲା ଜଣେ ଯୁବକଙ୍କ ପାଖରୁ | ପ୍ରଥମ ପ୍ରଶ୍ନ :-ଭାରତ କେଵେ ସ୍ୱାଧୀନତ ହେଇଥିଲା?ଏହାର ଉତ୍ତର ରେ ଯୁବକ ଜଣଙ୍କ କଣ କହିଥିଲେ ଆସନ୍ତୁ ଜାଣିବା |
ଉତ୍ତର :- ହସି କରି କହିଲେ ଏ ମୋର ମନେ ପଡ଼ୁନି ଭାଇ |

ଦ୍ୱିତୀୟ ପ୍ରଶ୍ନ :- ଭାରତ ର ରାଷ୍ଟ୍ରପତି କିଏ?
ଉତ୍ତର :- ମଥା ରେ ହାତ ଦେଇ ଭଲ ଭାବରେ ଚିନ୍ତା କରି ଯୁବକ ଜଣଙ୍କ କହିଲେ କଣ ସେ ଲେଡ଼ିଜ ର ନାଁ ମୋର ମନେ ପଡ଼ୁନାହିଁ |

(3) ରେ ପ୍ରଶ୍ନ :-ଭାରତ କେଵେ ସ୍ୱାଧୀନ ହେଇଥିଲା?
ଉତ୍ତର :- 1947 ମସିହା ଅଗଷ୍ଟ 15 |

(4) ପ୍ରଶ୍ନ : ଆମ ଦେଶ କେଵେ ସ୍ୱାଧୀନ ହେଇଥିଲା?
ଉତ୍ତର :-ବହୁତ ଡୋରି ଡୋରି ଯୁବକ ଜଣଙ୍କ ଉତ୍ତର ଦେଲେ,1947 ରେ ଆମ ଦେଶ ଆଜାଦ ହେଇଥିଲା |

(5) ପ୍ରଶ୍ନ ଯୁବତୀ ଜଣ ଙ୍କୁ ପଚରାଯାଇଥିଲା, ଦେଶ କେଵେ ସ୍ୱାଧୀନ ହେଇଥିଲା |
ଉତ୍ତର ; ଯୁବତୀ ହସି କରି କହିଲେ ମୁ ଜାଣିନି, ମୋର ମନେ ପଡ଼ୁନି ଭାଇ |

(6) ପ୍ରଶ୍ନ :- ଯୁବତୀ ଙ୍କ ପାଇଁ ଦେଶ କେଵେ ସ୍ୱାଧୀନ ହେଇଥିଲା ଓ କେବେ ହେଇଥିଲା?
ଉତ୍ତର :- 1947 ମସିହା ସେପ୍ଟେମ୍ବର ନାଁ ସୋରି ଜାନୁଆରୀ 26 ତାରିଖ |

(7) ପ୍ରଶ୍ନ :- ଇଣ୍ଡିପେଣ୍ଡେନ୍ସ ଡେ କୁ ଓଡ଼ିଆ ରେ କେଉଁ ଦିବସ ଭାବେ ପାଳନ କରାଯାଏ?
ଉତ୍ତର : ଯୁବକ ଜଣଙ୍କ, କହିଲେ ସ୍ୱାଧୀନ ଭାରତ |
ପୁଣି ସେଇ ପ୍ରଶ୍ନ କୁ ଜଣେ ଯୁବତୀ ଙ୍କୁ ଉତ୍ତର ରେ ଯୁବତୀ ଜଣଙ୍କ କହିଲେ ଇଣ୍ଡେପେଁଡିଏନ୍ସ ଡେ କୁ ଓଡ଼ିଆ ଗଣତନ୍ତ୍ର ଦିବସ କୁହାଯାଏ | ତେବେ ଆଉ ଜଣେ ଯୁବକ କହିଲେ ଅଗଷ୍ଟ 15 କୁହାଯାଏ |

(8) ପ୍ରଶ୍ନ ଆମ ହୋମ ମିନିଷ୍ଟର କିଏ?
ଉତ୍ତର ରେ ଯୁବକ ଜଣଙ୍କ ବହୁତ ଭାବି କହିଲେ, ଅମିତ ଶାହା |

ତାହା ପରେ ସେମାନଙ୍କୁ ପଚରାଯାଇଥିଲା ଯଦି ତୋମ ମାନଙ୍କୁ ଦେଶ ସେବା ପାଇଁ କୁହାଯିବ ତାହାଲେ ତମେ କଣ କରିବ |ଆଉ ଯାହାର ଉତ୍ତର ଦେଇଥିଲେ ଆଜିର ଯୁବ ପିଢ଼ି ମାନେ ତାହା ଶୁଣିଲେ ପାଗଳ ହୋଇଯିବେ |ତେବେ ଉତ୍ତର ରେ ଯୁବକ ଜଣଙ୍କ କହିଥିଲେ ଦେଶ ସେବାରେ ପିଲାମାନଙ୍କ ପାଠ ପଢା ହାର୍ଡ ହୋଉ |ସେମାନଙ୍କ ପାଠ ରେ ସେମାନଙ୍କୁ ଚାକିରୀ ମିଳୁ | ଆଉ ଯୁବତୀ ଜଣଙ୍କ କହିଥିଲେ ଦେଶ ସେବା ବହୁତ ପ୍ରକାର ଅଛି ଓ ଲୋକମାନେ ଦେଶ ସେବା ମଧ୍ୟ କରୁଛନ୍ତି ଯଦି ମୋର ସମୟ ଆସିବ ମୁଁ ମୋର ଅବଦାନ ରଖିବି |

ତେବେ ଏହା ଥିଲା ଆଜିର ସେହି ଭାଇରାଲ ଭିଡ଼ିଓ, ଯାହାକୁ ଲୋକ ମାନେ ଦେଖିବା ପରେ ବିଭିନ୍ନ ମତ ମଧ୍ୟ ଦେଉଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment