ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ପ୍ରେମ ସମ୍ପର୍କ କୁ ନେଇକି ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ପ୍ରେମ କରିବା ଆଉ ପ୍ରେମ ପରେ ଧୋକା ଦେବା କଥା ଆଜି କାଲି ସମାଜରେ ଗୋଟିଏ କମନ କଥା ହେଇଗଲାଣି | ତେବେ ବର୍ତ୍ତମାନ ସେହିଭଳି ଏକ ଘଟଣା ଟି ଦେଖିବାକୁ ମିଳିଛି | ଆଉ ଯେଉଁଠି ଘରର ଅରାଜି ସର୍ତ୍ତେ ଭଲ ପାଇଲେ ଆଉ କୋଟ ମେରେଜ ମଧ୍ୟ କରୁଲେ, ତାହା ସହିତ ଲିଭିଙ୍ଗ ରିଲେସନ ମଧ୍ୟ ରଖିଲେ | ଆଉ ବର୍ତ୍ତମାନ ସବୁ ଆଶା ପୂରଣ ହେଇଗଲା ପରେ ଡିଭୋର୍ସ ପାଇଁ ଚାହୁଁଛନ୍ତି ପ୍ରେମିକ ଜଣଙ୍କ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |
ତେବେ ମିଳିଥିବା ସୂଚନା ଅନୁସାରେ ଘଟଣା ଟି ହେଉଛି ସୋରପୋଡା ଅଞ୍ଚଳରେ | ଆଉ ସେହି ଅଞ୍ଚଳର ବାପା ସଂଗ୍ରାମ କେଶର ପୃଷ୍ଟି ଙ୍କର ପୁଅ ହେଉଛନ୍ତି ଜ୍ଞାନରଞ୍ଜନ ପୃଷ୍ଟି | ଆଉ ଏଠାରେ ଦେଖିବାକୁ ମିଳିଛି କି ଜ୍ଞାନରଞ୍ଜନ ଭଲ ପାଉଥିଲେ ଜଣେ ଝିଅ ଙ୍କୁ |ଆଉ ପରିବାର ର ଅରାଜି ସର୍ତ୍ତେ ମଧ୍ୟ ଝିଅ ଟି ସହିତ ସମ୍ପର୍କ ବଢ଼ାଇବାକୁ ଲାଗିଥିଲେ ସେ |ଆଉ ଯାହା ଝିଅ ଜଣଙ୍କର କହିବା କଥା କି ସେମାନଙ୍କର ଭଲ ପାଇବା 10 ମାସ ହେବ ଚାଲି ଆସୁଥିଲା ବୋଲି |
ଆଉ ଝିଅ ଜଣଙ୍କ କହିଛନ୍ତି କି ସେ ଯେଉଁଠି ରୁମ ଭଡା ନେଇକି ରହୁଥିଲେ ଜ୍ଞାନରଞ୍ଜନ ସେହି ସ୍ଥାନକୁ ଆସୁଥିଲେ ଆଉ ତାଙ୍କ ସହିତ 3-5 ଦିନ ମଧ୍ୟ ରହୁଥିଲେ | ଆଉ ଲିଭିଙ୍ଗ ରିଲେସନ ରେ ମଧ୍ୟ ରହୁଥିଲେ | ଆଉ ସେହି କଥା ପୁଅ ଘର ବାପା ମାଅ ଜାଣିଥିଲେ ମାତ୍ର ତାଙ୍କର ଦାଦା ଆଉ ଖୁଡ଼ୀ ସେ କଥା ଜାଣି ନ ଥିଲେ | ତାହା ପରେ 2022 ରେ ସେମାନେ କୋଟ ମେରେଜ ମଧ୍ୟ କରିଥିଲେ | ଆଉ ସେମାନଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ଠିକ ଥିଲା |ତେବେ ଯାହା କୁହାଯାଉଛି କି ସେତେବେଳେ ଯୁବକ ଜଣଙ୍କର ଦେହ ର ଭୋକ ମେଣ୍ଟିଗଲା ସେତେବେଳେ ସବୁ କିଛି ଭୁଲି ଯାଇ ଡିଭର୍ସ ଦେବାକୁ କହିଥିଲେ ଯୁବକ ଜଣଙ୍କ |
ଆଉ ପୁଅ ର ଦାଦା ଆଉ ଖୁଡ଼ୀ ବିବାହ କରିବା କଥା କହିଥିଲେ ମଧ୍ୟ ଝିଅ ର ଚରିତ୍ର ଠିକ ନାହିଁ ବୋଲି କହି ଡିଭୋର୍ସ ପାଇଁ ଦାବି କରିଛନ୍ତି ପ୍ରେମିକ ଜଣଙ୍କ |ଆଉ ବହୁତ କଥା ବୁଝାଇବା ପରେ ମଧ୍ୟ ଯୁବକ ଜଣଙ୍କ ନ ଶୁଣିବାରୁ ବର୍ତ୍ତମାନ ଥାନା ରେ ଏତଲା ଦେଇଛନ୍ତି ପ୍ରେମିକା | ଆଉ ସେ ଡିଭର୍ସ ଦେବାକୁ ଚାହୁଁ ନାହାନ୍ତି ଆଉ ଯଦି ସେମିତି କିଛି ହୁଏ ତାହେଲେ ସେ ଆତ୍ମହତ୍ୟା କରିବେ ବୋଲି ମଧ୍ୟ କହିଛନ୍ତି | ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।