ଦର୍ଶକ ବନ୍ଧୁ ଆଜି କାଲି ସୋସିଆଲ ମିଡିଆରେ ଯୁଆଡେ ଦେଖିବା ସେହି ଗୋଟିଏ କଥା ସାମ୍ନା କୁ ଆସୁଛି ତାହା ହେଉଛି ଅର୍ଚନା ନାଗ ଓ ତାଙ୍କର ସ୍ୱାମୀ ଜଗବନ୍ଧୁ ଙ୍କ ବିଷୟରେ ସୂଚନା |ତେବେ ଏଠାରେ କୁହାଯାଉଛି କି କଳାହାଣ୍ଡି ଓ କେସିଙ୍ଗା ଭଳି ଗୋଟିଏ ଛୋଟ ଜାଗା କୁ ଆସିକି ନିଜର ବେଣି କୁ ହଳାଇ ଭୁବନେଶ୍ୱର କୁ ଚହଲାଇ ଦେଉଥିବା କଥା କୁହାଯାଉଛି | ତେବେ ଖାଲି ଅର୍ଚନା ନାଗ ନୁହନ୍ତି ତାଙ୍କର ସ୍ୱାମୀ ଜଗବନ୍ଧୁ ମିଶିକି ସେମାନଙ୍କର ରହି ମାୟାବୀ ଜଳକୁ ବିଛାଇଥିଲେ | ଆଉ ଯାହା ଫଳରେ ସେହି ଫାସ ରେ ଅର୍ଚନା ନାଗ ଫୋସାଇବାକୁ ଲାଗିଥିଲେ ସମସ୍ତ ଙ୍କୁ | ତେବେ ସୂଚନା ଅନୁସାରେ ଅର୍ଚନା ନାଗ ଙ୍କୁ ପୋଲିସ ଗିରଫ କରିଥିବା ବେଳେ ଜଗବନ୍ଧୁ ଙ୍କର କିଛି ଖବର ନ ଥିଲା | ତେବେ ଆଜି ଯାହା ଜଣା ପଡିଛି କି ପୋଲିସ ଜଗବନ୍ଧୁ ଙ୍କୁ ଗିରଫ କରିଛି ଓ ତାଙ୍କୁ କୋଟ ଚାଲାଣ ମଧ୍ୟ କରାଯାଇଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |
ତେବେ ଯାହା କୁହାଯାଉଛି କି ଦଶମ ଶ୍ରେଣୀ ଯାଏ ପାଠ ସିନା ପଢ଼ିଥିଲେ ସେହି ନାଗୁଣୀ ଜଣଙ୍କ କିନ୍ତୁ ତାଙ୍କର ନାଗ ଫାସ ଥିଲା ବହୁତ ବଡ଼ | ଆଉ ସେହି ଫାସ ରେ କରୁଥିଲେ ସମସ୍ତଙ୍କୁ ବାଇଆ | ଆଉ ଅର୍ଚନା ନାଗ ଙ୍କୁ ବିବାହ କରିବା ପରେ ଜଗବନ୍ଧୁ ଆଉ ଅର୍ଚନା ମିଶିକି ସେମାନଙ୍କର ମାଷ୍ଟର ମାଇଣ୍ଡ ପ୍ଲାନ ଚଳାଇଥିଲେ | ଆଉ ଯେଉଁଥିରେ ସମସ୍ତଙ୍କୁ ତାଙ୍କ ଆଡକୁ ଆକୃଷ୍ଟ କରେଇଥିଲେ | ଆଉ ଯେଉଁ ନାଗ ଫାସରେ କେତେ କେତେ ରାଜ ନେତା ଆଉ ମନ୍ତ୍ରୀ ମାନଙ୍କୁ ନିଜର ମାୟାର ଜାଲରେ ଫୋସାଇ ପାରୁଥିଲେ ଅର୍ଚନା ନାଗ |
ବର୍ତ୍ତମାନ ଯାହା ଜଣା ପଡିଛି କି ଭୁବନେଶ୍ୱର ସ୍ଥିତ ସତ୍ୟବିହାର ନିକଟରେ ତାଙ୍କର ଆଲିସନ ଘର ଭିତରେ ଲୁଚିକି ରହିଥିଲେ ସ୍ୱାମୀ ଜଗବନ୍ଧୁ ବୋଲି ଜଣା ପଡିଛି | ଆଉ ବର୍ତ୍ତମାନ ଜଗବନ୍ଧୁ ଙ୍କୁ ଧରି ନେଇ ଯାଇଛି ଖଣ୍ଡଗିରି ଥାନା ପୋଲିସ | ଆଉ ଯେଉଁଥିରେ ଜଗବନ୍ଧୁ ଙ୍କୁ ସୁରକ୍ଷା ରେ ରଖା ଯାଇଥିବାର ମଧ୍ୟ ସୂଚନା ମିଳିଥିଲା | ଆଉ ଯାହା ଜଣା ପଡିଛି କି ଜଗବନ୍ଧୁ ଙ୍କୁ ବର୍ତ୍ତମାନ ଥାନା ରୁ କୋଟ କୁ ସ୍ଥାନାନ୍ତରଣ କରାଯାଇଛି |
ଆଉ ତାଙ୍କୁ କୋଟ କୁ ନିଆଯାଇଛି ଓ ଘଟଣା ବିଷୟରେ ସମସ୍ତ ସତ୍ୟ ବର୍ତ୍ତମାନ ସାମ୍ନା କୁ ଆସିବ ବୋଲି କୁହାଯାଉଛି | ତେବେ ଯାହା ଜଣା ପଡିଛି କି ଜଗବନ୍ଧୁ ଏତେ ବେଳ ଯାଏ ମୁହଁ ଖୋଲି ନାହାନ୍ତି କୌଣସି ଘଟଣା କୁ ନେଇକି | ତେବେ ସମସ୍ତଙ୍କର ଆଶା ରହିଛି କି ଜଗବନ୍ଧୁ କେତେବେଳେ ତାଙ୍କର ମୁହଁ ଖୋଲିବେ ଓ ସମସ୍ତ ରହସ୍ୟ କେବେ ସାମ୍ନା କୁ ଆସିବ ତାହାର ଅପେକ୍ଷା ରହିଛି | ଆଉ ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।