ଦେଖନ୍ତୁ ଭିଡ଼ିଓ : ଗାଁ ଦାଣ୍ଡରେ ନୂଆ ବୋହୂ କୁ ଉଲଗ୍ନ କରି ମାଡ଼ ମାରିଲେ ଶାଶୂ ଘର ଲୋକେ, ସୋସିଆଲ ମିଡ଼ିଆ ରେ ନିଆଁ ଭଳି Viral ହେଉଛି ଭିଡ଼ିଓ

0

ଆମେ ପ୍ରତିଦିନ ସମାଜରେ କିଛି ନା କିଛି ଅଘଟଣ ଦେଖିବାକୁ ମିଳିଥାଏ। ତେବେ ଏହି ସବୁ ଅଘଟଣ ଦେଖି ବର୍ତ୍ତମାନର ଆଧୁନିକ ସମାଜରେ ଧୀରେ ଧୀରେ ମାନବିକ ମୂଲ୍ୟବୋଧ କମି ଯାଉଛି, ବୋଲି କହିଲେ ଭୂଲ ହେବ ନାହିଁ। ଫଳରେ ସମାଜରେ ଦିନକୁ ଦିନ ଅପରାଧ ବଢ଼ି ଚାଲିଛି। କେଉଁଠି ଚୋରି , ଡକାୟତି, ହତ୍ୟା , ବଳାତ୍କାର ଭଳି ସଙ୍ଗିନ ଅପରାଧ ବଢି ବଢି ଚାଲିଛି। ଏସବୁ ବ୍ୟତିରେକ ବତ୍ତମାନ ପାରିବାରିକ କଳହ ବିରାଟ ଏକ ବିରାଟ ବଡ଼ ସମସ୍ୟା ସୃଷ୍ଟି କରିଛି। ତେବେ ଏସବୁ ରୋକିବା ପାଇଁ ପୋଲିସ ଥିଲେ ମଧ୍ୟ ଯେଉଁ ମାନେ ଆପରାଧି ସେମାନଙ୍କ ମନ ମଧ୍ୟରେ ଟିକିଏ ହେଲେବି ଡର କିମ୍ବା ଭୟ ନାହିଁ। ପ୍ରତିଦିନ ଏଭଳି ଘଟଣା ଆପଣ ମାନେ ସୋସିଆଲ ମିଡ଼ିଆ ରେ ଦେଖିବା ପାଇଁ ମିଳିଥାଏ।

ତେବେ ବନ୍ଧଗଣ ଆଜି ଆମେ ଆପଣ ମାନକୁ ଏଭଳି କିଛି ଘଟଣା ବିଷୟରେ କହିବା ପାଇଁ ଯାଉଛୁ, ଯାହା ଆପଣ ମାନେ ଜାଣିଲା ପରେ ନିନ୍ଦା ମଧ୍ୟ କରିବେ। ତେବେ ଘଟଣାଟି ହେଉଛି, ଜଣେ ମହିଳାଙ୍କୁ ତାଙ୍କ ଶାଶୂଘର ଲୋକ ଲଙ୍ଗଳା କରି ଗାଁ ଦାଣ୍ଡରେ ମାଡ଼ ସାମନାକୁ ଆସିଛି। ଏଭଳି ଏକ ଘଟଣା ବର୍ତ୍ତମାନ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ପୁରା ଘଟଣା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ବିଷୟରେ;

ଏଭଳି ଘଟଣା କେନ୍ଦ୍ରାପଡା ଜିଲ୍ଲାରେ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ଜଣେ ମହିଳାଙ୍କୁ ଗାଁ ଦାଣ୍ଡରେ ତାଙ୍କ ପରିବାର ଲୋକ ସମସ୍ତେ ମିଶି ଲଂଗଳା କରି ମାଡ଼ ମାରିଥିଲେ, ଏହା ପରେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ମାଡ଼ ମାରିବା ବେଳେ କେହି ଜଣେ ଭିଡ଼ିଓ କରି ସୋସିଆଲ ମିଡ଼ିଆ ରେ ସେୟାର କରିଦେଇଥିଲା। ତାପରେ ମହିଳାଙ୍କ ଗଣ ମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ, ତାଙ୍କ କହିବା କଥା ଯେ, ୨୦୧୯ ମସିହାରେ ତାଙ୍କର ବିବାହ ହୋଇଥିଲା।

ତେବେ ବିବାହର ଗୋଟିଏ ବର୍ଷ ଭଲରେ ଚଳୁଥିଲେ। ତାପରେ ପାରିବାରିକ କଳହ ଲାଗି ତାଙ୍କୁ ତାଙ୍କ ସ୍ୱାମୀ ଛାଡି ଦେବା ଲାଗି କହିଥିଲେ। କିନ୍ତୁ ମହିଳାଙ୍କ କହିବା କଥା ଯେ ସେ କଣ ଛାଡ଼ି ଦେବା ପାଇଁ ତାଙ୍କୁ ବିବାହ କରିଥିଲେ। ତାପରେ ସେ ଅଲଗା ହୋଇ ରହୁଥିଲେ, ତାଙ୍କ ବାପା ଙ୍କୁ ମାଡ଼ ମାରିବାରୁ ଝିଅ ପୋଲିସ ରେ କେସ ଦେଇଥିଲେ। ଏହାପରେ ରାଗ ରଖି ଏଭଳି ମାଡ଼ ମାରିଥିଲେ। ଏପଟେ ତାଙ୍କ ବାପାଙ୍କ କହିବା କଥା ସେ ତାଙ୍କ ଝିଅର ବାହାଘର ପରେ ତାଙ୍କୁ ସବୁ ଦେଇଥିଲେ। ଝିଅର ଶାଶୂ ସହିତ ତାଙ୍କ ଦିଅର ସମ୍ପର୍କ ଥିଲା, ତାଙ୍କ ଝିଅ ଜାଣିବା ପରେ ତାଙ୍କୁ ନିର୍ଯାତନା ଆରମ୍ଭ କରିଥିଲେ। ଏହା ପରେ ଶାଶୂ ତାଙ୍କୁ ଘରୁ ବାହାର କରିବା ପାଇଁ ଚକ୍ରାନ୍ତ କରିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।