ଗାଁ ଦାଣ୍ଡରେ ପୁଳା ପୁଳା ମାଛ, ଏମିତି ଦୃଶ୍ୟ କେବେ ଦେଖି ନଥିବେ…ଦେଖନ୍ତୁ ଭିଡ଼ିଓ

0

ବନ୍ଧୁଗଣ ଏବେ ସାମ୍ନାକୁ ଆସିଛି ଏକ ଏମିତି ଘଟଣା ଯାହା ଦେଖିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେବେ।ଏହା ସତ ଯେ ସ୍ୱାଭାବିକ ଭାବରେ ଆମେ ପ୍ରତିଦିନ ଅନେକ ପ୍ରକାରର ଘଟଣା କୁ ନିଜେ ଦେଖିଥାଉ ଏବଂ ତାହା ସାଧାରଣ ହୋଇ ଥିବାରୁ ଆମେ ତାକୁ ବିଶ୍ୱାସ ମଧ୍ୟ କରିଥାଉ।ଆଜି ଆମେ ଜାଣିବା କିଛି ଏମିତି ଅଜବ କଥା ଯାହା ଆପଣଙ୍କୁ ସାମାନ୍ୟ ଚକିତ କରିବ।ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ। ବହୁତ୍ ଏହି ଭଳି ଘଟଣା ଅଛି ଯାହାକୁ ଆମେ ଶୁଣିଲା ପରେ ଏହାକୁ ହେୟ ଜ୍ଞାନ କରିଥାଉ କିନ୍ତୁ ବାସ୍ତବରେ ତାର ରହସ୍ୟ ଆମକୁ ଆଶ୍ଚର୍ଯ୍ୟ କରିଥାଏ।

କାରଣ ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଏହା କିପରି ସମ୍ଭବ।ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଦେଖୁଥିବେ।ତେବେ ସେଥିମଧ୍ୟରୁ କିଛି ଭିଡିଓ ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା। ସେହିଭଳି ଏକ ଭାଇରାଲ ଭିଡିଓ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ। ଯେଉଁ ଭିଡିଓ ରେ ଆପଣ ଦେଖିବାକୁ ପାଇବେ ଯେ ରାସ୍ତା ଉପରେ ପାଣି ମାଡ଼ିଯିବା ଫଳରେ କିପରି ସେଠାରେ ମାଛ ମାନେ ପାଣିରେ ବୁଲୁଛନ୍ତି। ନିକଟସ୍ଥ ପୋଖରୀ ଗୁଡିକ ବୁଡି ଯିବା ପରେ ଗାଆଁ ରେ ଥିବା ପୋଖରୀ ଗୁଡିକରୁ ମାଛ ଗୁଡିକ ଭାସି ଆସିଛନ୍ତି।

ଫଳରେ ରାସ୍ତା ଉପରେ ଜାଲ ପକାଇବା ମାତ୍ରେ ଅନେକ ମାଛ ଧରିଛନ୍ତି ଲୋକମାନେ।ଆପଣ ଏହାକୁ ଦେଖିଲେ ଏହା ଭାବିବେ ଯେ ସେମାନେ ବୋଧହୁଏ ମାଛ ପୋଖରୀ ରେ ଜାଲ ପକାଉଛନ୍ତି ଆଉ ଏ ମାଛ ଧରୁଛନ୍ତି। କିନ୍ତୁ ଏହା କୌଣସି ଝିଲ୍ କିମ୍ୱା ମାଛ ଚାଷ କରା ଯାଉଥିବା ପୋଖରୀ ର ଦୃଶ୍ୟ ନୁହଁ।ଏହା ହେଉଛି ରାସ୍ତା ଉପରର ଦୃଶ୍ୟ। ଲଗାଣ ବର୍ଷା ଲାଗି ରହିଥିବା କାରଣରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି ଏବଂ ଲୋକେ ଆସି ରାସ୍ତାରେ ମାଛ ଧରୁଛନ୍ତ। ତେବେ ଆପଣଙ୍କୁ କହି ରଖୁଛୁ ଯେ ଏହି ଦୃଶ୍ୟ ହେଉଛି ଓଡିଶାର ପାରାଦ୍ଵୀପ ଗ୍ରାମର। ଏଠାରେ ଲୋକେ କିପରି ରାସ୍ତା ଉପରେ ଛିଡା ହୋଇଛନ୍ତି ଆସି ଦେଖନ୍ତୁ।

ରାସ୍ତା ଉପରେ ଅପେକ୍ଷାକୃତ ଅଧିକ ପାଣି ରହିଥିବା ଆପଣ ସ୍ପଷ୍ଟ ଦେଖିବାକୁ ପାଇବେ।ଜଳସ୍ତର ବଢ଼ିଯିବା କାରଣରୁ ପାଣି ଫୁଲିବା ଫଳରେ ସମସ୍ତ ମାଛ ପୋଖରୀ ରୁ ବାହାରି ଆସି ସବୁଆଡେ ବିଚ୍ଛିନ୍ନ ହୋଇ ଯାଇଛନ୍ତି। ଫଳରେ ଲୋକେ ଯିଏ ଯାହାର ମାଛ ଧରା ଜାଲ ଧରି ଏପରି ମାଛ ଧରିବାରେ ଲାଗିଛନ୍ତି। ବହୁତ୍ ଖୁସିର ସହିତ ସେମାନେ ଏହି ମାଛ ସବୁକୁ ଧରୁଛନ୍ତି। ଆପଣ ବି ଏହି ଦୃଶ୍ୟକୁ ଦେଖିଲେ ଜାଣି ପାରିବେ ଏଠାରେ କେତେ ମାତ୍ରାରେ ମାଛ ଜାଲରେ ପଡ଼ୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।