ହେ ପ୍ରଭୁ ! କାଳୀପୂଜା ରେ ଜନ୍ମ ନେଲେ ମାଆ କାଳୀ । ଗାଁ ରେ ଘଟୁଛି ଚମତ୍କାର,ଏହି ଶିଶୁ କନ୍ୟାର ଫଟୋଟିକୁ ବହୁତ ମାତ୍ରାରେ ସେୟାର କରନ୍ତୁ…ସବୁ ମନସ୍କାମନା ପୁର୍ଣ ହେବ

0

ଆଜି କାଲି ସୋସିଆଲ ମିଡ଼ିଆ ସହିତ ସମସ୍ତେ ଜଡିତ ଅଟନ୍ତି। ସୋସିଆଲ ମିଡ଼ିଆ ଜରିଆ ରେ ଆମେ ଅନେକ ପ୍ରକାର ଭିଡିଓ ଫଟୋ ପ୍ରତିଦିନ ଭାଇରାଲ ହେବାର ଦେଖି ଥାଉ । ଅନେକ ଘଟଣାବଳୀ ର ଭିଡିଓ ହେଉ ଫଟୋ ପ୍ରତିଦିନ ଆମେ ଦେଖିବାକୁ । ଏହି ସବୁ ଘଟଣା ବେଳେ ବେଳେ ଏତେ ଆଶ୍ଚଜ୍ୟଜନକ ହୋଇଥାଏ ଯେ ଆମେ ଏହାକୁ ବିଶ୍ୱାସ ମଧ୍ୟ କରି ପାରି ନଥାଉ। ତେବେ ଏମିତି ଏକ ଫଟୋ ସୋସିଆଲ ମିଡ଼ିଆ ରେ ବର୍ତ୍ତମାନ ଖୁବ୍ ମାତ୍ରା ରେ ଭାଇରଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ବିଶ୍ୱାସ କରି ପାରିବେ ନାହିଁ।

ଏହି ଫଟୋ ଟି ଏକ ନବଜାତ ଶିଶୁ କନ୍ୟା ର ଅଟେ ଯେଉଁ ଶିଶୁ କନ୍ୟା ଟି ଦେଖିବା ପାଇଁ ମା କାଳୀ ଙ୍କ ପରି ଅଟେ। ଶିଶୁ କନ୍ୟା ର ମୁଁହ ସମ୍ପୂର୍ଣ ଭାବେ ମା କାଳୀ ଙ୍କ ପରି ଅଟେ। ତେବେ ଏହି ଶିଶୁ କନ୍ୟା କୁ ନେଇ ସୋସିଆଲ ମିଡିଆରେ ବର୍ତ୍ତମାନ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି ତେବେ କଣ ରହିଛି ସମ୍ପୂର୍ଣ ଘଟଣା ଆସନ୍ତୁ ଜାଣିବା ଏହି ଲେଖା ମାଧ୍ୟମରେ ;

ସୂଚନା ଅନୁସାରେ ଉତ୍ତର ପ୍ରଦେଶ ର ଭବାନୀ ପୁର ଗ୍ରାମ ରେ ଜଣେ ଦମ୍ପଦୀ ଙ୍କ ର ଏହି ଶିଶୁ କନ୍ୟା ଟି ଜନ୍ମ ନେଇଛି। ତେବେ ଏହି ଶିଶୁ କନ୍ୟା ଟି ଅନ୍ୟ ଶିଶୁ କନ୍ୟା ଙ୍କ ପରି ସାଧାରଣ ନୁହେଁ କିମ୍ବା ସାଧାରଣ ଛୁଆ ପରି ଦେଖା ଯାଇନାହିଁ। ଏହି ଶିଶୁ କନ୍ୟା ର ମୁଁହ ଟି ମା କାଳୀ ଙ୍କ ମୁଁହ ସଦୃଶ୍ୟ । ଶିଶୁ କନ୍ୟା ର ଶରୀର ଗୋରା ଓ ସାଧାରଣ ଛୁଆ ମାନଙ୍କ ପରି ହୋଇଥିବା ବେଳେ ଏହାର ମୁଁହ ଟି ସମ୍ପୂର୍ଣ କଳା ଓ ଜିଭ ମଧ୍ୟ ବାହାରକୁ ବାହାରି ଅଛି।

ତେଣୁ ଏହି ଛୁଆ ତିକୁ ସମସ୍ତେ ମା କାଳୀ ଙ୍କ ର ଏକ ରୂପ ବୋଲି ଭାବୁଛନ୍ତି । ତେବେ ଡାକ୍ତର ମାନଙ୍କ କହିବା ଅନୁସାରେ ଏହି ଛୁଆ ଟି ଏକ ମୃତ କନ୍ୟା ଅଟେ । ସବୁ ଛୁଆ ମାନଙ୍କ ପରି ଏଇ ଛୁଆ ନ ମାସ କିମ୍ବା ଦଶ ମାସ ରେ ଜନ୍ମ ହୋଇ ନାହିଁ ବରଂ ୬ ମାସ ରେ ଜନ୍ମ ହୋଇ ଅଛି ତେଣୁ ଏହି ଛୁଆ ର ଶରୀର ସମ୍ପୂର୍ଣ ଭାବେ ବିକାଶ ହୋଇନାହିଁ ତେଣୁ ଫୋଲିକ୍ ଏସିଡ ପ୍ରଭାବ ରୁ ଏହି ଛୁଆ ଟି ଏପରି ଦେଖା ଯାଉଛି ।

କିନ୍ତୁ ଏହି କଥା କୁ ଗ୍ରାମବାସୀ ମାନେ ମାନିବା ପାଇଁ ଅରାଜି ଅଟନ୍ତି ଓ ସେ ତାଙ୍କୁ ମା କାଳୀ ଙ୍କ ର ରୂପ ବୋଲି ଭାବୁଛନ୍ତି । କେବଳ ଏତିକି ନୁହେଁ ଛୁଆ ଟିକୁ ଫୁଲ ହାର ପିନ୍ଧାଇ ଦେବା ସହିତ ଛୁଆ ଟି ପାଖରେ ନଡ଼ିଆ କଦଳୀ ଆଦି ଭୋଗ ମଧ୍ୟ କରୁଛନ୍ତି । କେବଳ ସେହି ଗ୍ରାମ ର ନୁହଁ ଦୁର ଦୁରାନ୍ତର ଲୋକ ମାନେ ମଧ୍ୟ ଛୁଆ ଟିକୁ ଦେଖିବା ପାଇଁ ଧାଇଁ ଆସୁଛନ୍ତି ଓ ଛୁଆ ଟିକୁ ନମସ୍କାର କରି ଆଶୀର୍ବାଦ ନେଉ ଅଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।