odia Sadhubani- ଗାଧୋଇବା ବେଳେ ପାଣିରେ ପରିସ୍ରା କରୁଛନ୍ତି କି ? ଜାଣନ୍ତୁ ଭୟଙ୍କର କଥା

ବନ୍ଧୁଗଣ ଆମେ ଆମର ଦୈନନ୍ଦିନ ଜୀବନରେ ପ୍ରତ୍ୟେକ ଦିନ ଅନେକ କାର୍ଯ୍ୟ କରୁଥାଉ, କିନ୍ତୁ ଆମେ ଜାଣିନାହୁଁ ଯେ ଆମେ ଯେଉଁ କାର୍ଯ୍ୟ କରୁଛୁ ତାହା କେତେ ମାତ୍ରାରେ ଠିକ କି ଭୁଲ |ଆମେ ଜୀବନ ଶୈଳୀରେ ଏମିତି କିଛି ଭୁଲ କାମ କରୁଥାଉ ଯାହା ଦ୍ଵାରା ଆମ ଜୀବନରେ ଅନେକ କଷ୍ଟ ପାଇଥାଉ |ଆମେ ଆମର ଦୈନନ୍ଦିନ ଜୀବନରେ ଅଜାଣତରେ ଅନେକ କିଛି ଭୁଲ କରିଥାଉ ଯାହାର ପ୍ରଭାବ ଆମ ପରିବାର ଉପରେ ପଡିଥାଏ |ମୁଁ ଆଜି ଆପଣକୁ ଦୈନନ୍ଦିନ ଜୀବନରେ କଉଁ କାର୍ଯ୍ୟ କଲେ ଆପଣ ସର୍ବଦା ଖୁସିରେ ରହିବ ସେ ବିଷୟରେ କହିବି, ତେବେ ଆସନ୍ତୁ ଜାଣିବା ଏହି କାର୍ଯ୍ୟ ଗୁଡିକ ବିଷୟରେ |

ଆପଣ ସକାଳ ଉଠିଲେ କେବେ ଦୁଚାରିନି ସ୍ତ୍ରୀ, ଲଙ୍ଗଳା ପିଲା, କୃପଣ ଲୋକ,ଏକ ଆଖିଥିବା ଲୋକ କିମ୍ବା ଭିକାରି ମୁହଁ ଦେଖିଲେ ଦିନଟି ଅପଣଂକର ଅଶୁଭରେ କାଟିଥାଏ |ଆପଣ ସକାଳୁ ଉଠି ନିଜ ଦୁଇ ହାତର ପାପୁଲିକୁ ଦେଖି ଭଗବାନଙ୍କୁ ସ୍ମରଣ କରି ଉଠିଲେ ଶୁଭ ହୋଇଥାଏ |ପ୍ରତ୍ୟେକ ଦିନ ଆପଣ ଅତି କାମରେ 8ଗ୍ଲାସ ପାଣି ପିଅନ୍ତୁ, ଆପଣ ଯେତେବେଳେ ପାଣି ପିଉଛନ୍ତି ସେତେବେଳେ ଆପଣ ବସିକରି ପିଅନ୍ତୁ |ଆପଣ ପାଣିରେ ଭୁଲରେ ବି କେତେବେଳେ ମଳ ମୂତ୍ର ତ୍ୟାଗ କରନ୍ତୁ ନାହିଁ |

ପାଟିରୁ ବାହାରୁ ଥିବା ବର୍ଜ୍ୟ ବାସ୍ତୁ ଆପଣ ଘରର ଏଠି ସେଠି ପକାନ୍ତୁ ନାହିଁ, କାରଣ ଏହା ଦ୍ଵାରା ଆପଣ ଯଶ ହାନି ହୋଇଥାଏ |ଏହି ବର୍ଜ୍ୟ ବସ୍ତୁକୁ ଆପଣ ବାହାରେ କିମ୍ବା ଡଷ୍ଟପିନରେ ପକାନ୍ତୁ |ଆପଣଙ୍କ ଉପରେ ଯଦି ରାହୁ ଦଶା ପଡିଥାଏ ତେବେ ଆପଣ ଆପଣଂକ ଘରକୁ ଯଉଁବି ଲୋକ ଆସୁଛନ୍ତି ତେବେ ଆପଣ ତାହାକୁ ସୁଦ୍ଧ ପାଣି ଗ୍ଲାସେ ଦିଅନ୍ତୁ ଏହାଦ୍ୱାରା ଆପଣଙ୍କ ରାହୁ ଯଶା କଟିଯାଏ ଏବଂ ଏହି ଯଶା ଦ୍ଵାରା ଅପଣଂକର କୌଣସି କ୍ଷତି ହୋଇନଥାଏ |ଆପଣଙ୍କୁ ଯେତେବେଳେ କ୍ରୋଧ ଲାଗୁଛି ସେତେବେଳେ ଆପଣ ନିଜର କ୍ରୋଧକୁ ଆୟତ୍ତ କରିବା ପାଇଁ ଆପଣ ଦର୍ପଣ ଆଗରେ ଛିଡା ହୋଇ ମୁଣ୍ଡକୁ ବାରମ୍ବାର କୁଣ୍ଡାନ୍ତୁ |ଏହାଦ୍ୱାରା ଆପଣଂକ କ୍ରୋଧ କମିଯାଏ, ଏହାଦ୍ୱାରା ଆପଣଂକର କୌଣସି କ୍ଷତି ହୋଇନଥାଏ |

ଆପଣ ଯଉଁ

ମନ୍ଦିରକୁ ଦର୍ଶନ ପାଇଁ ଯାଉଛନ୍ତି ସେହି ମନ୍ଦିରରେ ଦର୍ଶନ ସାରି ମନ୍ଦିର ମୁଖାଶଳରେ ଆପଣ ପାଞ୍ଚ ମିନିଟ ନିଶ୍ଚିତ ବସନ୍ତୁ ଏହାଦ୍ୱାରା ଆପଣଙ୍କର ବହୁତ ଶୁଭ ହୋଇଥାଏ,ଆପଣ ଯେତେବେଳେ ମନ୍ଦିର ଯାଉଛନ୍ତି ମନ୍ଦିରରୁ ଫେରିବା ପ୍ରଯ୍ୟନ୍ତ ଆପଣ କେବଳ ଭଗବାନଙ୍କ ଠାରେ ଧ୍ୟାନ ରଖନ୍ତୁ |ଏମିତି କରିବା ଦ୍ଵାରା ଭଗବାନଙ୍କ ଅଶେଷ କୃପା ଆପଣ ଲାଭ କରିଥାନ୍ତି |ଆପଣଙ୍କୁ କୌଣସି କଥାରେ ଯେତେବେଳେ ଅଧିକ ରାଗ ଲାଗୁଛି ସେହି ସମୟରେ ଆପଣ ମନେ ମନେ ଏକରୁ କୋଡିଏ ଯାଏ ସଂଖ୍ୟା ଗଣନ୍ତୁ ଏବଂ ପୁଣି କୋଡିଏ ଠାରୁ ଏକ ପ୍ରଯ୍ୟନ୍ତ ଗଣନ୍ତୁ |ଏହିପରି ସଂଖ୍ୟା ଗଣିବା ଦ୍ଵାରା ଆପଣଙ୍କ ରାଗ କମିଯାଏ ଏବଂ ଆପଣ ଶାନ୍ତ ହୋଇଯାନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment