ଗାଡି ଚାଳକ ଙ୍କ ପାଇଁ ଖୁସି ଖବର ! ଏବେ ପେଟ୍ରୋଲ ଲିଟର ପିଛା ୭୦ ଟଙ୍କାରେ ମିଳିବ, ଜାଣନ୍ତୁ କିପରି…

0

ଏବେ ପେଟ୍ରୋଲ ଦର କିଭଳି ଭାବରେ କ୍ରମାଗତ ଭାବରେ ବୃଦ୍ଧି ହୋଇ ଚାଲିଛି ତାହା ଆପଣ ଦେଖି ପାରୁଥିବେ। ତେବେ ଏହାକୁ ନେଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗାଡ଼ି ଚାଳକ ମାନେ। ଆଉ ଏହାର ପ୍ରଭାବ ଗରିବ ଜନ ସାଧାରଣ ଙ୍କ ଉପରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ପଡ଼ୁଛି। ଆମ ଦେଶରେ ପେଟ୍ରୋଲ ପ୍ରାୟ ବିଦେଶରୁ ଆମଦାନୀ ହେଉଥିବା ଆପଣ ଜାନିଥିବେ। ଏଥିପାଇଁ ଆମେ ବାହାରୁ ପେଟ୍ରୋଲ ଆମଦାନୀ କରି ଆମ ଦେଶରେ ପେଟ୍ରୋଲ ର ଚାହିଦାକୁ ପୂରଣ କରିଥାଉ। ତେଣୁ ଏହା ଏବେ ଏକ ସମସ୍ୟା ପାଲଟିଛି ଯେତେବେଳ ପେଟ୍ରୋଲ ଦରରେ ହୁହୁ ହୋଇ ବଢୁଛି।

ତେବେ ଏହି ସମୟରେ ପେଟ୍ରୋଲ ଦର ଦାମ୍ ବୃଦ୍ଧି ହେଉଥିବା ବେଳେ ଏକ ଅଭିନବ ପ୍ରୟାସ ରେ ପେଟ୍ରୋଲ ତିଆରି ହେଉଥିବା ଦେଖିବାକୁ ମିଳୁଛି। ଏବେ ଏକ ଏମିତି ଖବର ସାମ୍ନାକୁ ଆସିଛି ଯାହାକୁ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ। ଆପଣ ତ ସୋସିଆଲ ମିଡିଆରେ ଅଧିକାଂଶ ସମୟରେ ଅନେକ ଭାଇରାଲ ଭିଡିଓ ଦେଖୁଥିବେ ଏବଂ ଏହା ଯଦି ସେହିଭଳି ଭିନ୍ନ ପ୍ରକାର ର ହୋଇଥାଏ ତେବେ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ। ଏହଆଉ ଯଦି କିଛି ଭିନ୍ନ ଧରଣର ଭିଡିଓ ଦେଖିବାକୁ ମିଳେ ତେବେ ଏହାକୁ ଦେଖି ବିଶ୍ୱାସ କରି ନପାରିଲେ ଆଶ୍ଚର୍ଯ୍ୟ ବି ହେଉଥିବେ।

ଆପଣ ଜାଣିଛନ୍ତି ଯେ ଆମେ ଦେଖୁଥିବା କିଛି ଭିଡିଓ ମଧ୍ୟରୁ ଏମିତି କିଛି ଭିଡିଓ ଏତେ ଆଖି ଦୃଶିଆ ହୋଇଥାଏ ଯେ ଯାହା ବହୁତ୍ ମାତ୍ରାରେ ସେୟାର୍ ହୋଇଥାଏ ଏବଂ ଲୋକେ ଏହାକୁ ବେଶ୍ ପସନ୍ଦ କରିଥାନ୍ତି। ଏହାଛଡ଼ା ଲୋକେ ମଧ୍ୟ ଏହାକୁ ଦେଖି ବହୁତ୍ ଖୁସି ହୁଅନ୍ତି ଏବଂ ତାଙ୍କର ପ୍ରତିକ୍ରିୟା ମଧ୍ୟ ଦିଅନ୍ତି।କିନ୍ତୁ କିଛି ଭିଡିଓ ଏହାର ବିପରୀତ ହୋଇଥାଏ। ଯାହାକୁ ଦେଖି ଲୋକେ ପ୍ରତିକ୍ରିୟାଶିଳ ହୋଇ ପଡ଼ନ୍ତି।ତେବେ ସେହିପରି ଆଜି ଆମେ ଦେଖିବା ଏବଂ ଜାଣିବା ଏକ ଏମିତି ଭିଡିଓ ବିଷୟରେ ଯାହା ଆପଣଙ୍କୁ ନିଶ୍ଚିତ ଆଶ୍ଚର୍ଯ୍ୟ କରିବ।ଏହା ଏପରି ଏକ ଭିଡିଓ ଯାହାକୁ ଦେଖିଲେ ଆପଣ ଆଚମ୍ବିତ ହୋଇଯିବେ।ତେବେ ସେହିଭଳି ଏକ ଘଟଣାର ଭିଡିଓ ବିଷୟରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ।

ସୋସିଆଲ ମିଡ଼ିଆରେ ଏହା ବେଶ୍ ସେୟାର ହେବାରେ ବି ଲାଗିଛି। ତେବେ ଆସନ୍ତୁ ଜାଣିବା ସେହି ଭିଡିଓ ସଂପର୍କରେ। ଏବେ ପେଟ୍ରୋଲ ଦରଦାମ୍ ବୃଦ୍ଧି କୁ ଦେଖି ଖୋର୍ଦ୍ଧା ଜିଲ୍ଲାର ଜଣେ ଯୁବକ ଏକ ଅଭିନବ ପ୍ରୟାସ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲାର ଜଣେ ଯୁବକ ରାସ୍ତା ଘାଟରେ ପଡିଥିବା ପ୍ଲାଷ୍ଟିକ, ପଲିଥିନ, ଜରି ଗୋଟାଇ ମେସିନ ସାହାଯ୍ୟ ରେ ନିଜ ବାଡିପଟେ ପେଟ୍ରୋଲ ପ୍ରସ୍ତୁତ କରିଛନ୍ତି।ଏହି ଯୁବକଙ୍କୁ ଭେଟି ତାଙ୍କ ସହ ସାକ୍ଷାତକାର କରିବା ପରେ ସେ କଣ କହୁଛନ୍ତି ଏବଂ ତାଙ୍କର ପ୍ରସ୍ତୁତି ପ୍ରଣାଳୀ କୁ ଥରେ ଶୁଣନ୍ତୁ। ଏପରି ପ୍ରସ୍ତୁତ ହେଲେ ଲିଟର ପିଛା ୭୦ ଟଙ୍କା ଲେଖାଏଁ ମିଳି ପାରିବ।ଏହି ଭିଡିଓ ଦେଖିଲେ ଆପଣ ଏ ବିଷୟରେ ସମ୍ପୂର୍ଣ୍ଣ କଥା ଜାଣି ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।