ଗାଈକୁ ଗାଡି ପଛ ସିଟରେ ବସାଇ ବୁଲାଉଛନ୍ତି ମାଲିକ, ଦେଖନ୍ତୁ ଏହି ଭାଇରଲ ଭିଡିଓ

0

ବର୍ତ୍ତମାନ ସମୟରେ ଟେକ୍ନୋଲୋଜିର କାୟା ବିସ୍ତାର ଖୁବ ଜୋର ସୋର ଭାବରେ ହେଉଛି।ଟେକ୍ନୋଲୋଜିର ମହାଦାନ ହେଉଛି ସୋସିଆଲ ମିଡ଼ିଆ। ଆଜିକାଲି ଛୋଟ ପିଲା ମାନଙ୍କ ଠାରୁ ଆରମ୍ଭ କରି ବଡ଼ ଲୋକ ମାନଙ୍କ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡିଆରେ ଅଙ୍ଗାଅଙ୍ଗୀ ଭାବରେ ଜଡିତ ରହୁଛନ୍ତି। ବର୍ତ୍ତମାନର ସୋସିଆଲ ମିଡିଆରେ ବେଳେ ବେଳେ ଏଭଳି କିଛି ଭିଡିଓ ଦେଖିବା ପାଇଁ ମିଳିଥାଏ, ଯାହାକି ଦେଖିବା ମାତ୍ର ମଜା ଲାଗିବା ସହିତ ବହୁ ଆନନ୍ଦ ମଧ୍ୟ ଲାଗି ଥାଏ। ଲୋକ ମାନେ ବା ପିଲା ମନେ ବହୁ ମାତ୍ରାରେ ସ୍ମାର୍ଟ ଫୋନ ବ୍ୟବହାର କରୁଛନ୍ତି, ଯାହା ଫଳରେ କି ଭିନ୍ନ ଭିନ୍ନ କାର୍ଯ୍ୟ କଳାପକୁ ପୋଷ୍ଟ କରି ଥାଆନ୍ତି। ଅନେକ ସମୟରେ ମଜାଳିଆ ବା କୌତିକିଆ ଭିଡ଼ିଓ ଦେଖିବା ପାଇଁ ମିଳିଥାଏ। ବର୍ତ୍ତମାନ ନିକଟରେ ଏଭଳି କିଛି ଦୃଶ୍ୟ ଦେଖିବା ପାଇଁ ମିଳିଛି। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକା ଆଦିରେ ଦେଖିବା ପାଇଁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଖବର ଶୁଣିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସହିତ ବହୁତ ଖୁସି ଅନୁଭବ କରିବେ। ତାହା ହେଉଛି ଜଣେ ବ୍ୟକ୍ତି ବାଇକରେ ଗାଈକୁ ବସି ଥିବାର ଦେଖିବା ପାଇଁ ମିଳିଛି। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ ଖବର ଉପରେ ନଜର ପକାଇବା ;

ସୂଚନା ଅନୁଯାୟୀ, ଲୋକମାନେ ନିଜ ଗାଡ଼ିରେ ନିଜ ପରିବାର ଲୋକ ମାନଙ୍କୁ ବସାଇ ଭିନ୍ନ ଭିନ୍ନ ସ୍ଥାନକୁ ବୁଲାଇବା ପାଇଁ ନେଇ ଥାଆନ୍ତି। ଏମିତିକି ନିଜ ପୋଷା କୁକୁର ଓ ବିଲେଇ ମାନଙ୍କୁ ମଧ୍ୟ ବୁଲାଇବା ପାଇଁ ନେଇ ଥାଆନ୍ତି। କିନ୍ତୁ ଜଣେ ବ୍ୟକ୍ତି ତା’ର କୌଣସି କାମରେ ଗାଈଟିକୁ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ନିଜ ବାଇକ ଯୋଗେ ନେଉଥିଲେ। ବ୍ୟକ୍ତି ଜଣଙ୍କ ବାଇକ ପଛ ପଟ ସିଟରେ ଗାଈକୁ ବସାଇ ତାକୁ ଦୌଡ଼ି ଦ୍ୱାରା ବାନ୍ଧି ଦେଇଥିଲା ଓ ଗାଈଟି ମଧ୍ୟ ନିରୀହ ଭାବରେ ମାଲିକ କଥା ମାନି ଚୁପ ଚାପ ଭାବରେ ବାଇକରେ ବସି ଯାଉଥିଲା। ବ୍ୟକ୍ତି ଜଣଙ୍କ ତା’ର ଗାଈଟିକୁ ବସାଇ ଥିବାରୁ ସେ ନିଜେ ମଧ୍ୟ ବହୁତ ଖୁସି ଅନୁଭବ କରୁ ଥିବାର ଜଣା ପଡ଼ୁଛି।

ତେବେ ସେହି ରାସ୍ତାରେ ଯାଉ ଥିବା ସମୟରେ କିଛି ଲୋକ ମାନେ ମଧ୍ୟ ଏଭଳି ଦୃଶ୍ୟକୁ ଦେଖି ନିଜ ମୋବାଇଲରେ ଭିଡ଼ିଓ ରେକର୍ଡ଼ କରି ନେଇଥିଲେ। ଏହା ପରେ ସେମାନେ ଏହି ଭିଡ଼ିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏହି ଭିଡ଼ିଓକୁ ଦେଖି ଲୋକ ମାନେ ମଜା ନେବା ସହିତ ବହୁତ ଖୁସି ହେଉଛନ୍ତି। ଏଥି ସହିତ ଅଧିକ ମାତ୍ରାରେ ସେୟାର ମଧ୍ୟ କରୁଛନ୍ତି। ତେବେ ବନ୍ଧୁଗଣ ଆପଣ ମାନେ ମଧ୍ୟ ଏହି ଭିଡ଼ିଓକୁ ଦେଖିଲେ ବହୁତ ଖୁସି ହୋଇଯିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।