ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ନେଲେ ନୂଆ ନିଷ୍ପତି,ସ୍କୁଲ ନ ଆସିଲେ ବି ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇପାରିବ,ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଭିଡିଓ ଦେଖିକି ଜାଣିବା

0

କାରୋନା ମହାମାରୀ ସାରା ବିଶ୍ୱ କୁ ଅସ୍ତବ୍ୟସ୍ତ କରି ଦେଇଥିବା ବେଳେ ଆମ ଦେଶ ମଧ୍ୟ ଏହା କବଳରୁ ବଂଚି ପାରି ନଥିଲା। ବିଶ୍ୱରେ ସବୁ କିଛି ବନ୍ଦ ହୋଇ ଯାଇଥିଲା ଏମିତି ଶିଖାଅନୁଷ୍ଠାନ ,ମନ୍ଦିର ସବୁ କିଛି।ଏହାର ପ୍ରଭାବରେ ଦେଶର ସମସ୍ତ ସ୍କୁଲ,କଲେଜ ବନ୍ଦ ହେବା ଦ୍ବାରା ପିଲା ମାନେ ପଢିବାରୁ ବଂଚିତ ହେଉଥିଲେ। କିଛି ଦିନ ପରେ ସ୍କୁଲ ପୁଣି ଥରେ ଖୋଲିଲା ହେଲେ ସେହି ବର୍ଷ ର ଶିକ୍ଷା ବର୍ଷ ପିଲାଙ୍କୁ ବିନା ପରୀକ୍ଷାରେ ଉତ୍ତୀର୍ଣ୍ଣ କରାଗଲା। ତେବେ ଏହି ବର୍ଷ ମଧ୍ୟ ପିଲା ମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ମଧ୍ୟ ତଥାପି ସରକାର ନିଷ୍ପତି କିଛି ନେଇଛନ୍ତି ଆସନ୍ତୁ ଜାଣିବା।

ବର୍ତ୍ତମାନ ଯାହା ପରିସ୍ଥିତି ଅଛି ରାଜ୍ୟରେ ଆପଣ ମାନେ ଜାଣୁଛନ୍ତି ପୁଣି କାରୋନା ଭାରତ ବର୍ଷରେ ଆସିଛି, ମୁ ଆଉ ଭାବୁ ନାହିଁ ସ୍କୁଲ ଖୋଲିବ ଟା ଠିକ ହେବ ,“ ଏକଥା ଗଣଶିକ୍ଷା ମନ୍ତ୍ରୀ କହୁଛନ୍ତି ”। ଆଉ ମଧ୍ୟ ସେ କହିଛନ୍ତି ୧ମ ରୁ ୮ମ ପର୍ଯ୍ୟନ୍ତ ସ୍କୁଲ ବନ୍ଦ କରିବା ପାଇଁ ନିଷ୍ପତି ନେଇଛନ୍ତି। ଆଉ କ୍ଲାସ ହେବାର ସମ୍ଭାବନା ବହୁତ କମ ତେଣୁ ଗତ ଥର ଏମିତି ପ୍ରମୋସନ ଦିଆ ହୋଇଥିଲା ଏବଂ ଗତ ଥର ଏହି ସମୟରେ ଅଧା କ୍ଲାସ ହୋଇଥିଲା ଏବଂ ୯ମ କ୍ଲାସ ର ଗୋଟିଏ ପେପର ରହି ଯାଇଥିଲା ଆଉ ୧ମ ରୁ ୮ମ ପରୀକ୍ଷା ନ ହୋଇକି ସମସ୍ତଙ୍କୁ ଉତ୍ତୀର୍ଣ୍ଣ କରା ଯାଇଥିଲା ସେହିପରି ଏଥରକ ସମସ୍ତଙ୍କୁ ଉତ୍ତୀର୍ଣ୍ଣ ହେବାର ଅଛି କିନ୍ତୁ ନିଷ୍ପତି ଠିକ ରେ ନିଆ ହୋଇନି। ଯେହେତୁ କ୍ଲାସ ହେବାର ନାହିଁ ତେବେ ପରୀକ୍ଷା ହେବାର ସମ୍ଭାବନା ନାହିଁ।

ଆମେ ତ ଅନଲାଇନ ରେ ପରୀକ୍ଷା କରିବା ତ ସମ୍ଭବ ନୁହେଁ ,ଆମର ଯାହା ଫାସିଲିଟ ଅଛି ଅନଲାଇନ ରେ ପଢେଇବା ସମୟରେ ତ ଅସୁବିଧା ସମ୍ମୁଖୀନ କରିଛେ।ତେବେ ଅନଲାଇନ ରେ ପରୀକ୍ଷା ସମ୍ଭବ ହୋଇ ପାରୁନି।

ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହୁଛନ୍ତି ଆମ ପାଖରେ ତ ବିକଳ୍ପ ନାହିଁ ତେଣୁ ଆମେ ଅଧିକା କିଛି ବି କରି ପାରିବା ନାହିଁ।ଆଉ କହୁଛନ୍ତି ଏପ୍ରିଲ ଏବଂ ମେ ମାସ ସମୟରେ ପ୍ରଚଣ୍ଡ ଖରା ଥିବ ସେ ସମୟରେ କ୍ଲାସ ତ ହୋଇ ପାରିବନି। ଜୁନ ମାସ ସମୟରେ ଟିକିଏ ବର୍ଷା ଆସେ ସେହି ସମୟରେ କ୍ଲାସ ପାଇଁ ଠିକ ସମୟ।ବର୍ତମାନ ଏହି ବିଷୟରେ କହିବା ଟା ସମ୍ଭବ ନୁହେଁ।

ମାର୍ଚ୍ଚ ମାସର ଅବସ୍ଥା ଦେଖିକି ଆଉ ଇଚ୍ଛା ପ୍ରକାଶ କରୁ ନାହାନ୍ତି ମନ୍ତ୍ରୀ ସମୀର ଦାସ। ଯାହା କୁ ନେଇକି ବର୍ତମାନ ଚର୍ଚ୍ଚା ଚାଲିଛି ସ୍କୁଲ ପିଲା ଙ୍କ ମଧ୍ୟରେ।୧ମ ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରହିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।