ଗନ୍ଧ ହେବାରୁ ଜାଣିଲେ, ସ୍ୱାମୀ ଆଉ ନାହାଁନ୍ତି…. ଏମିତି ଦୃଶ୍ୟ ଜୀବନରେ କେବେ ଦେଖି ନଥିବେ, ଦେଖନ୍ତୁ Video

ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ତ ଅନେକ ପ୍ରକାରର ଭାଇରାଲ ହେଉଥିବା ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ସାମ୍ନା କୁ ଆସିଛି ଯାହା ସମସ୍ତ ଙ୍କ ମନରେ ଏକ ଶୋକ ର ଛାୟା ଖେଳାଇ ଦେଇଛି | ଆଉ ଯେଉଁଠି ବାର୍ଦ୍ଧକ୍ୟ ରେ ଉପନୀତ ହେଲେ ମଣିଷ କେତେ ଯେ ଦୁଃଖ କେବଳ ସେ ହିଁ ଜାଣିଛି | ଆଉ ଯେଇଠି ସ୍ୱାମୀ 4 ଦିନ ହେଲା ମରି ଯାଇଛନ୍ତି ଆଉ ଯାହାର ଖବର ନାହିଁ ସ୍ତ୍ରୀ କୁ | ଆଉ ଦୁର୍ଗନ୍ଧ ହେବାରୁ ଜାଣିବାକୁ ପାଉଛି କି ତାର ସ୍ୱାମୀ ଆଉ ଏ ଦୁନିଆରେ ନାହାନ୍ତି ବୋଲି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସେହିଭଳି ଏକ ଦୁଖଃଦ ଓ ଅଭାବନୀୟ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଖଇରି ଥାନା, ମାଟିଆଳାପଦ ଗାଁ ରେ | ଆଉ ଯେଉଁଠି ଦେଖିବାକୁ ମିଳିଛି ଏକ ଛାତି ଥର ଲୋମ କୁ ଟାଙ୍ଗୁରେଇ ଦେଲା ଭଳି ଘଟଣା | ଆଉ ଯେଉଁଠି ଜଣା ପଡିଛି କି ପରିବାର କହିଲେ ବାର୍ଦ୍ଧକ୍ୟ ରେ ଉପନୀତ ଥିବା ସ୍ୱାମୀ ଓ ସ୍ତ୍ରୀ ଦୁଇଜଣ | ଏଇ ଦୁଇଜଣ କୁ ନେଇକି ତାଙ୍କର ପରିବାର | ଯାହା ଦି ଓଳି ଦୁଇ ମୁଠା ଖାଇବା ଖାଇକି ଦୁହେଁ ପଡିରୁହନ୍ତି ଘରେ |

ଆଉ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଥିଲା ଗଭୀର ଆନ୍ତରିକତା ଆଉ ଭଲ ପାଇବା | ବାର୍ଦ୍ଧକ୍ୟ ଯୋଗୁଁ ସିନା କେହି କାହାରିକୁ ସାହାଯ୍ୟ କରି ପାରୁନାହାନ୍ତି କିନ୍ତୁ ସେଥିପାଇଁ ସେମାନଙ୍କ ମଧ୍ୟରେ ଭଲ ପାଇବା ଟିକିଏ ହେଲେ କମି ନାହିଁ | ଆଉ ସ୍ତ୍ରୀ ସବୁବେଳେ ସ୍ୱାମୀ ଙ୍କୁ ଡାକନ୍ତି ଆଉ କଥା ହୁଅନ୍ତି କିନ୍ତୁ 4 ଦିନ ହେଲା ସେ ଆଉ ତାଙ୍କର ଡାକ ଶୁଣୁ ନାହାନ୍ତି ଆଉ ଏକ ଅଜବ ପ୍ରକାରର ଗନ୍ଧ ମଧ୍ୟ ହେଉଛି |

ଆଉ ଯେଉଁଠି ଗାଁ ର ଲୋକ ମାନେ ମଧ୍ୟ ଦୁର୍ଗନ୍ଧ କୁ ସହି ନ ପାରି ବାହାରି ପଡିଥିଲେ ଖୋଜିବାରେ ଆଉ ଜାଣିବାକୁ ପାଇଥିଲେ କି 4 ଦିନ ଦେଲା ଲକ୍ଷ୍ମଣ ସେନାପତି ନାମକ ଜଣେ 90 ବର୍ଷୀୟ ବୃଦ୍ଧ ଙ୍କର ମୃତ୍ୟୁ ହେଇଛି ଆଉ ଯେଉଁ କଥା କୁ ଜାଣି ନାହାନ୍ତି ତାଙ୍କର ବୃଦ୍ଧା ସ୍ତ୍ରୀ |ଆଉ ଗାଁ ଲୋକ ମାନେ ଏହି କଥା କୁ ଜାଣିବା ପରେ ଶବ ବିବଛେଦ ପାଇଁ ନେଇ ଯାଇଛନ୍ତି | ଆଉ ଏଠାରେ ସ୍ତ୍ରୀ ଏକା ହେଇଯାଇଛନ୍ତି ଆଉ ଘର ଦୁଆର ମୁହଁରେ ନିଜର ସ୍ୱାମୀ ଙ୍କୁ ଅପେକ୍ଷା କରି ବସି ରହିଛନ୍ତି | ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment