ବଡ ଖୁଲାସା ! ଗ୍ୟାଙ୍ଗଷ୍ଟାର ହାଇଦର ପକେଟରୁ ବାହାରିଲା ନାଲି ଡାୟେରି, ଖୋଲି ପାରେ ବିଶିଷ୍ଟ ବ୍ୟକ୍ତିଙ୍କ ଗୁମର, ଜାଣନ୍ତୁ ପୂରା ଖବର……

0

ବର୍ତ୍ତମାନ ସମୟରେ ସମାଜରେ ଧୀରେ ଧୀରେ ଅନ୍ୟାୟ ଅନୀତି ଅତ୍ୟାଚାର ବଢ଼ି ବଢ଼ି ଚାଲିଛି। ପ୍ରତିଦିନ ଚୋରି, ଡକାୟତି, ରେପ, ହତ୍ୟା ଭଳି ଅପରାଧ ଦେଖିବା ପାଇଁ ମିଳୁଛି। ଆଜିକାଲି ଆଉ ପୋଲିସ ଙ୍କୁ ଅପରାଧି ମାନେ ଭୟ କରୁନାହାନ୍ତି। ଏପରି ଅନେକ ଅପରାଧି ଅଛନ୍ତି, ଯେଉଁମାନେ ପ୍ରଥମେ ଛୋଟ ଛୋଟ ଅପରାଧ କରିନ୍ତି। ଏବଂ ପରେ ନିଜର ସାମ୍ରାଜ୍ୟର କାୟା ବିସ୍ତାର କରିଥାନ୍ତି, ତାପରେ କିଛି ଲୋକଙ୍କୁ ଡ଼ରେଇ ଧମକେଇ ବିଭିନ୍ନ ପ୍ରକାର ଅପରାଧ କରି ସମାଜରେ ବନିଯାଇଥାନ୍ତି ଗ୍ୟାଙ୍ଗଷ୍ଟାର।

ଏଭଳି ଆମ ଓଡିଶାରେ ଗ୍ୟାଙ୍ଗଷ୍ଟାର ହାଇଦର ବର୍ତ୍ତମାନ ମୃତ୍ୟୁ ଘଟଣା ସାରା ଓଡ଼ିଶାରେ ଚହଳ ସୃଷ୍ଟି କରିଛି। ବର୍ତ୍ତମାନ ସମୟରେ ସମସ୍ତଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି। ତେବେ ତାଙ୍କ ମୃତ୍ୟୁ ପରେ ଧୀରେ ଧୀରେ ବିଭିନ୍ନ ପ୍ରକାର ରହସ୍ୟ ଖଲିବାରେ ଲାଗିଛି। ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ସୁରାଗ ପୋଲିସକୁ ମିଳିଛି, ସେହିଥିରୁ ହିଁ ଅନେକ ଗୁମର ଖୋଲିପାରେ, ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ପୂରା ଘଟଣା ବିଷୟରେ;

ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ କେନ୍ଦ୍ରାପଡା ର ପୁଖ୍ୟତ ଗ୍ୟାଙ୍ଗଷ୍ଟାର ହାଇଦର କାଲି ବାଲେଶ୍ଵର ସିମୁଳିଆ ଠାରେ ଏନକାଉଣ୍ଟର କରାଯାଇଛି। ତେବେ ସୂଚନା ଅନୁସାରେ ଗ୍ୟାଙ୍ଗଷ୍ଟାର ହାଇଦର ଦୀର୍ଘ ୪୦ ବର୍ଷ ଧରି ନିଜର କଳାବଜାରୀର ସାମ୍ରାଜ୍ୟ ବିସ୍ତାର କରିଥିଲା। ପୋଲିସ ତାଙ୍କର ସମସ୍ତ ଅପରାଧିକ ମାମଲାକୁ ଏକାଠି କରି ଗିରଫ କରାଯାଇଥିଲା, ତାପରେ ସେ ଜେଲ କଷ୍ଟଡ଼ିରେ ଥିଲେ ତାଙ୍କର ଦେହ ଆସୁସ୍ତ କାରଣରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହା ପରେ ହସ୍ପିଟାଲରୁ ଖସି ଯାଇଥିଲା, ତାଙ୍କୁ ଧରାଯାଇଥିଲା। ଏହା ପରେ ତାଙ୍କୁ ବାଲେଶ୍ଵର ଆଣା ଯାଇଥିଲା, ତାପରେ ସେ ବାଲେଶ୍ଵର ସିମୁଳିଆ ସ୍ଥିତ ରାସ୍ତାରେ ସୁସୁ କରିବା ବାହାନାରେ ରାସ୍ତାକୁ ଯାଇଥିଲା। ସେ ଖସି ଯିବାକୁ ଚେଷ୍ଟା କରିଥିଲେ, ଏହା ପରେ ତାଙ୍କୁ ପୋଲିସ ଧରିବା ପାଇଁ ଚେଷ୍ଟା କରୁଥିଲେ।

ଖସିଯିବା ସମୟରେ ପୋଲିସ ତାଙ୍କ ଗଡ଼କୁ ଗୁଳି କରିଥିଲା, କିନ୍ତୁ ଗୁଳି ତାଙ୍କ ପେଟରେ ଯାଇବାଜିଥିଲା। ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କର ମୃତ୍ୟୁ ହୋଇଯାଇଥିଲା, ଖବର ପାଇ ତାଙ୍କ ସ୍ତ୍ରୀ ଆସିଥିଲେ ବାଲେଶ୍ଵର, ବର୍ତ୍ତମାନ ତାଙ୍କର ଶବ ପୋଷ୍ଟମଟମ କରାଯାଇଥିଲା। ତେବେ ବ୍ୟବଚ୍ଛେଦ ପୂର୍ବରୁ ତାଙ୍କ ପକେଟରୁ ଏକ ଡାୟେରି ମିଳିଛି। କୁହା ଯାଉଛି ଯେ ଆଗକୁ ତାଙ୍କ ସହିତ କିଏ କିଏ ସମ୍ପୃକ୍ତ ଯେତିକି ଲୋକ ଜଡିତ ସବୁ ଧରା ପଡ଼ିବେ। ହାଇଦର ସ୍ତ୍ରୀ ତାଙ୍କ ଶବ ବ୍ୟବଚ୍ଛେଦ ପରେ ତାଙ୍କ ଘରକୁ ଶବ ନେଇଯିବା ପାଇଁ ଅପେକ୍ଷା କରାଯାଇଛି, ଏହା ବ୍ୟତୀତ ୧୪୪ ଧାରା ଜାରି କରାଯାଇଛି, ପୋଲିସ ଫୋର୍ସ ମଧ୍ୟ ସବୁଆଡେ ମୁତୟନ କରାଯାଇଛି। ବାଲେଶ୍ଵରରେ ମଧ୍ୟ ପୋଲିସ ଫୋର୍ସ ଆଲଟ କରାଯାଇଛି। ଆଶା କରାଯାଉଛି, ଯେ ସେଭଳି କିଛି ଅଘଟଣ ଘଟିବ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।