ଦେଖନ୍ତୁ Virl ଭିଡ଼ିଓ : ” ଗଙ୍ଗାଜଳ ” ଫିଲ୍ମ ଷ୍ଟାଇଲ ରେ ବୀଚ ରାସ୍ତା କୁ ବନ୍ଧୁକ ଧରି ଆସିଲେ SP ସାହେବ, ଆଉ ତା’ପରେ…

0

ସମାଜରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ଏବଂ ଲୋକଙ୍କ ସେବା କରିବା ପାଈଁ ଏଥିପାଇଁ ସରକାର ପୋଲିସଙ୍କୁ ନିର୍ଯୁକ୍ତି ଦେଇଥାଏ, ଏବଂ ବେତନ ମଧ୍ୟ ଦେଇଥାନ୍ତି। ପୋଲିସ ଶାନ୍ତି ଶୃଙ୍ଖଳା କରିବାରେ ଏକ ବଡ଼ ଭୂମିକା ଗ୍ରହଣ କରିଥାଏ। ଯଦି ଆମେ ଘରେ ଶାନ୍ତିରେ ରାତିରେ ଶୋଉଛୁ ତାହା ପୋଲିସ ପାଇଁ, ଏହା ବ୍ୟତୀତ କରୋନାରେ ଦିନରାତି କଠିନ ପରିଶ୍ରମ କରି ସେ ନିଜର ଜୀବନକୁ ବାଜିରେ ଲଗାଇଥିଲ। ସେଥିପାଇଁ ସରକାର ପୋଲିସକୁ କରନା ଯୋଦ୍ଧା ହିସାବରେ ଗ୍ରହଣ କରିଛନ୍ତି। କିନ୍ତୁ ଅନେକ ସମୟରେ ପୋଲିସ ନିଜର କର୍ତ୍ତବ୍ୟକୁ ଅବହେଳା କରିବା ଦେଖିବା ପାଇଁ ମିଳିଥାଏ।

ତେବେ ବନ୍ଧୁ ଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଯାହାକି ଦେଖିବା ପରେ ଆପଣ ମାନେ ଏଭଳି ପୋଲିସ ଅଫିସର ଙ୍କୁ ଧନ୍ୟବାଦ ଜଣାଇବା ପାଇଁ ବାଧ୍ୟ ହେବେ। ତେବେ ଘଟଣାଟି ହେଉଛି,ଜଣେ IPS ଅଧିକାରୀ ନିଜର ପରିଚୟ ଦେବା ପାଇଁ ଜଣେ କନେଷ୍ଟ ବଳ ଓ ଅନ୍ୟାନ୍ୟ ଲୋକ ମାନଙ୍କୁ ଗନ ଦେଖାଇ ଥିଲେ। ଏଭଳି ଘଟଣାଟି କୁ ଦେଖିବା ମାତ୍ରେ ନିଶ୍ଚିତ ଭାବରେ ପୋଲିସଙ୍କ ପ୍ରତି ସକାରାତ୍ମକ ଭାବନା ଆସିବ, ଆସନ୍ତୁ ଜାଣିବା ସମ୍ପୂର୍ଣ ଘଟଣା ବିଷୟରେ;

ଏଭଳି ଏକ ଘଟଣା ବିହାରର ବାଗଲ ପୁର ସହରରେ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ବାଗଲ ପୁର IPS ପୁରନ ଝା ଲକ ଡାଉନରେ ସ୍ଥିତି ପରଖିବା ପାଇଁ ସିଭିଲ ଡ୍ରେସ ରେ ନିଜ ସହ ଯୋଗୀ ସଙ୍ଗେ ଏକ ସାଧାରଣ ବାଇକ ନେଇ ବାହାରି ପଡିଲେ। ଯିବା ବାଟରେ ଜଣେ ମହିଳା କନେଷ୍ଟ ବଳକୁ ଭେଟି ଥିଲେ। ସେ ମହିଳା କନେଷ୍ଟ ବଳ ଜଣଙ୍କ ନିଜ ଡ଼ିଉଟିକୁ ଫଛରେ ପକାଇ ଶୋଇ ଯାଇ ଥିଲେ। IPS ଜଣଙ୍କ ମହିଳା କନେଷ୍ଟ ବଳଙ୍କୁ ପଚାରି ଥିଲେ ଯେ, ଏହା ହେଉଛି କଣ ଡିଉଟି କରିବା ସମୟ, ମହିଳା କନେଷ୍ଟ ବଳ ଜଣଙ୍କ ତାଙ୍କ କଥା ଶୁଣି ସଙ୍ଗେ ସଙ୍ଗେ ତାଙ୍କୁ ନାଲି ଆଖି ଦେଖାଇବା ସହ ଯୁକ୍ତି କରିବା ପାଇଁ ଲାଗିଲେ।

IPS ଅଧିକାରୀ ତାଙ୍କୁ କହିଥିଲେ ଯେ ତୁମକୁ ଜଣା ଅଛି ତମେ କାହା ସହ କଥା ବାର୍ତ୍ତା କରୁଛ ବୋଲି, ସେ ନିଜର ପରିଚୟ ଦେଇ କହିଥିଲେ ଯେ,ସେ ହେଉଛନ୍ତି ସିଟି ହସ୍ପିଟାଲ ପୁରନ ଝା। ଏହା ପରେ ମହିଳା କନେଷ୍ଟ ବଳ ଜଣଙ୍କ ତାଙ୍କୁ ସାଲୁଟ କରି ଥିଲେ। ଏହା ପରେ ସେ ଲକ ଡାଉନର ସ୍ଥିତି ଦେଖିବା ପାଇଁ ଆଗକୁ ଚାଲିଲେ କିଛି ଯୁବକ ତାଙ୍କୁ ସିଭିଲ ଡ୍ରେସରେ ତାଙ୍କୁ ଚିନ୍ହି ନ ପାରି ତାଙ୍କୁ ଦୃବ୍ୟବହାର କରି ଥିଲେ। ଏବଂ ସେ ବାଧ୍ୟ ହୋଇ ଗନ ଦେଖାଇ ନିଜର ପରିଚୟ ଦେଇଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।