Pragency Tips – ଗର୍ଭାବସ୍ଥାରେ ସେବନ କରନ୍ତୁ ଏହି ସବୁ ଖାଦ୍ୟ ପିଲାର ରଙ୍ଗ କ୍ଷୀର ପରି ସଫା ହେବ ୧୦୦% ଗ୍ୟାରେଣ୍ଟି

0

ସାଧାରଣତଃ ଗର୍ଭାବସ୍ଥାରେ ମାଆ ମାନଙ୍କୁ ବହୁତ କିଛି ଜିନିଷ ଉପରେ ଧ୍ୟାନ ରଖିବାକୁ ପଡିଥାଏ । ଗୋଟିଏ ଝିଅ ବିବାହ ପରେ ମା ହେବାକୁ ବହୁତ ଇଚ୍ଛା ପ୍ରାକାଶ କରିଥାଏ ଏବଂ ଝିଅ ଟିଏ ମା ହେବାପରେ ତାର ଜୀବନ ସାର୍ଥକ ହୋଇଥାଏ । ଗୋଟିଏ ମା କୁ ସନ୍ତାନ ଟିଏ ଜନ୍ମ ଦେବା ପାଇଁ ହେଲେ 9 ମାସ ଧରି ତାକୁ ବହୁତ କଷ୍ଟ ସହିବାକୁ ପଡିଥାଏ । ତେବେ ଯାଇ ଗୋଟିଏ ସୁସ୍ଥ ଶିଶୁ ଜନ୍ମ ହୋଇଥାଏ । ଆଜିର ସମାଜରେ ପ୍ରତ୍ୟେକ ବ୍ୟକ୍ତି ଗୋରା ପିଲା ଜନ୍ମ ହେବାର ଚାହିଥାନ୍ତି , ଅଧିକ ମାତ୍ରାରେ ଗେୋରା ରଙ୍ଗକୁ ପସନ୍ଦ କରିଥାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବୁ କି କେଉଁ ଜିନିଷ ଖାଇବା ଦ୍ୱାରା ପିଲା ଗେରା ରଙ୍ଗ ର ହେବା ସହ ସୁସ୍ଥ ମଧ୍ୟ ହୋଇଥାଏ ।

1 . ଗର୍ଭାବସ୍ଥାରେ ଆପଣ ମାନେ ଭିଟାମିନ ଏ, ସି ଏବଂ ଇ ଖାଦ୍ୟ ଖାଇବା ଆବଶ୍ୟକ । କାରଣ ଏହାକୁ ଖାଇଲେ ଆପଣଙ୍କ ପିଲା ର ରଙ୍ଗ ଗୋରା ହୋଇଥାଏ ।

2 . ଗର୍ଭବତୀ ଥିବା ମହିଳାମାନେ ଅଧିକ ମାତ୍ରାରେ ଫଳ ଖାଇବା ଆବଶ୍ୟକ ହୋଇଥାଏ , ଏହା ଦ୍ୱାରା ଶରୀରରେ ମେଲାଲିନ ର କ୍ଷରଣ କମ ହୋଇଥାଏ । ପିଲା ଗୋରା ରଙ୍ଗର ମଧ୍ୟ ହୋଇଥାଏ , ଏହା ସହ ସବୁଜ ରଙ୍ଗର ପନିପରିବା ମଧ୍ୟ ଖାଇଭା ଆବଶ୍ୟକ ।

3 . ଗର୍ଭବସ୍ଥାରେ ଥିବା ମହିଳାମାନେ ହଳଦିଆ ରଙ୍ଗର ଫଳ ଖାଇବା ଉଚିତ , କ୍ଷୀରରେ କେଶର ମିଶାଇ ସେବନ କଲେ ପିଲାର ରଙ୍ଗ ମଧ୍ୟ ଗୋରା ହୋଇଥାଏ । ଏଥିରେ ଭିଟାମିନ ସି ଅଧିକ ମାତ୍ରାରେ ରହିଥାଏ ।

4 . ଗର୍ଭବତୀ ମହିଳା ମାନେ ନିୟମିତ ଭାବରେ ଅଁଳା କୋଳି , କମଳା , କଦଳୀ ଖାଇଲେ ପିଲା ଗୋରା ହୋଇଥାଏ ।

ପିଲାର ରଙ୍ଗ ଗୋରା ହେବା ପାଇଁ ଆବଶ୍ୟକ ଖାଦ୍ୟ :-

1 . ଆପଣ ମାନେ ଜାଣି ରଖନ୍ତୁ କି ଗର୍ଭବତୀ ମହିଳା ମାନେ ପ୍ରତ୍ୟେକ ଦିନ ଗରମ କ୍ଷୀରରେ କେଶର ମିଶାଇ ପିଇଲେ ପିଲା ଗୋରା ହୋଇଥାଏ ।

2 . ଆପଣଙ୍କ ଗର୍ଭରେ ବଢୁଥିବା ପିଲା ଗୋରା ହେବା ପାଇଁ ଚାହୁଁଥିଲେ ଆପଣ ପ୍ରତି ସପ୍ତାହରେ ଥିରେ ନଡିଆ ପାଣି ପିଇବା ଆବଶ୍ୟକ । ଏହା ଦ୍ୱାରା ପିଲାର ରଙ୍ଗ ଗୋରା ଓ ତାର ମାନସିକ ବିକାଶ ରେ ସାହାର୍ଯ୍ୟ ମଧ୍ୟ କରିଥାଏ ।

3 . ଆପଣ ଖାଉଥିବା ଖାଦ୍ୟରେ ଅଣ୍ଡା ଓ ବାଦାମ ମଧ୍ୟ ସାମିଲ କରିବା ଉଚିତ ଏହା ଦ୍ୱାରା ଆପଣଙ୍କ ପିଲା ର ରଙ୍କ ଗୋରା ହୋଇଥାଏ ।

ତେଣୁ ଏହି ସବୁ ଜିନିଷର ସେବନ କରିବା ଦ୍ୱାରା ଆପଣଙ୍କ ଗର୍ଭରେ ବଢୁଥିବା ପିଲା ର ରଙ୍ଗ ଗୋରା ହୋଇଥାଏ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।