ଏହି ଦିନ ଗୁଡିକରେ ଶାରୀରିକ ସମ୍ପର୍କ ରଖିଲେ କେବେ ବି ମହିଳା ମାନେ ଗର୍ଭବତୀ ହେବେ ନାହିଁ – Femily Tips

0

ଅନେକ ସମୟରେ ଯୁବତୀ ହୁଅନ୍ତୁ କିମ୍ବା ବିବାହିତା ମହିଳା, ସେମାନେ ଗର୍ଭ ଧାରଣ କରିବା ପାଇଁ ଚାହିଁ ନଥାନ୍ତି। ତେଣୁ ଶାରିରୀକ ସମ୍ପର୍କ ସ୍ଥାପନ ପରେ ଚିନ୍ତାରେ ରହିଥାନ୍ତି ସେମାନେ। ସେମାନେ ଗର୍ଭବତୀ ହେବାକୁ ଚାହୁଁ ନଥିବାରୁ ସେମାନେ ଏଥିପ୍ରତି ଅନେକ ସଚେତନତା ଅବଲମ୍ବନ କରିଥାନ୍ତି। ଶାରିରୀକ ସମ୍ପର୍କ ସ୍ଥାପନ କରିବା ପ୍ରାୟତଃ ସମସ୍ତ ଦମ୍ପତ୍ତି ମାନଙ୍କର ଜୀବନରେ ଘଟିଥାଏ ଯାହା ସେମାନଙ୍କ ବୈବାହିକ ଜୀବନରେ ଏକ ନୂତନ ରଙ୍ଗ ଏବଂ ଉତ୍ସାହ ଭରି ଦେଇଥାଏ ବୋଲି କୁହାଯାଏ।ତେବେ ବିବାହିତା ଦମ୍ପତ୍ତି ମାନେ ଏହି ସମ୍ବନ୍ଧ ବନାଇବା ଦ୍ବାରା ତାଙ୍କୁ ଅନେକ କିଛି ଫାଇଦା ମିଳିଥାଏ।

କିନ୍ତୁ ମାଆ ହେବା ପାଇଁ ଜଣେ ମହିଳା ନିଜକୁ ମାନସିକ ସ୍ତରରେ ପ୍ରଥମେ ପ୍ରସ୍ତୁତ କରିବା ଆବଶ୍ୟକ ହୋଇଥାଏ।ସବୁ ଝିଅ ନିଜ ବିବାହ କୁ ନେଇ ଅନେକ ଆଶାବାଦୀ ରହିଥାନ୍ତି ଏବଂ ସ୍ବପ୍ନ ମଧ୍ୟ ଦେଖି ଥାଆନ୍ତି। ତାଙ୍କ ସ୍ବାମୀ ଦେଖିବା କୁ ସୁନ୍ଦର ହୋଇ ଥିବ ଓ ତାଙ୍କୁ ବହୁତ୍ ଭଲ ପାଉ ଥିବ। କୌଣସି କଷ୍ଟ ଅନୁଭବ କରିବା ପାଇଁ ଦେଉ ନଥିବ କି କୌଣସି ପରିସ୍ଥିତି ରେ ଯେପରି ତା’ ହାତ ଛାଡ଼ି ଦେବନି। ଏବଂ ଏହା ପରେ ଯେତେବେଳେ ସେମାନେ ମାତୃତ ଲାଭ କରିବା କଥା ଆସେ ସେତେବେଳେ ମାଆ ହେବା ପାଇଁ ସମସ୍ତ ମହିଳା ପ୍ରାୟତଃ ହଠାତ୍ ପ୍ରସ୍ତୁତ ହୋଇ ନଥାନ୍ତି। ଯଦିଓ ଏହା ସେମାନଙ୍କ ନାରିତ୍ଵ କୁ ପୂର୍ଣ୍ଣ କରିଥାଏ ।

କିନ୍ତୁ ଏଥିପାଇଁ ସେମାନେ କିଛିଦିନ ସମୟ ଦରକାର୍ କରନ୍ତି କିମ୍ବା କୌଣସି କାରଣରୁ ଗର୍ଭ ଧାରଣ କରିବାକୁ ଚାହିଁ ନଥାନ୍ତି।ବହୁତ ଜଣ ଏଥିସହ ଜଡ଼ିତ କଥାକୁ ଜାଣି ନଥାନ୍ତି ଯେ କେଉଁଦିନ ଶାରିରୀକ ସମ୍ପର୍କ ରଖିଲେ ଜଣେ ଗର୍ଭବତୀ ହୋଇ ପାରିବ ନାହିଁ।ତେବେ ଆସନ୍ତୁ ଜାଣିବା ସେହି ବିଷୟରେ।

ଏଥିପାଇଁ ଆପଣଙ୍କୁ ସହବାସ ର ଠିକ୍ ସମୟ ଜାଣିବାକୁ ପଡ଼ିବ। କେଉଁ ସମୟରେ ସହବାସ କଲେ ବା ଶାରିରୀକ ସମ୍ବନ୍ଧ ରଖିଲେ ଆପଣ ଜଲଦି ଗର୍ଭବତୀ ହେବେ ନାହିଁ ତାହା ପ୍ରଥମେ ଜାଣିବା ଦରକାର୍। ଏଥିପାଇଁ ଆପଣ ଆପଣଙ୍କ ମାସିକ ଋତୁସ୍ରାବ ବା ପିରିୟଡ୍ସ ଡେଟ୍ ଏବଂ ଅଭୂଲେସନ୍ ଡେ କୁ ଭଲ ଭାବରେ ମନେ ରଖିବା ଉଚିତ।

କାରଣ ପିରିୟଡ୍ସ ପରେ ମହିଳାଙ୍କ ଶରୀରରେ ଏକ ଡିମ୍ବାଣୁ ର ସୃଷ୍ଟି ହୋଇଥାଏ।ଆଉ ଏହି ପିରିୟଡ୍ସ ଆରମ୍ଭ ହେବାର ୬ ଦିନ ପରେ ଏହା ଶେଷ ବା ନିଷ୍କ୍ରିୟ ହୋଇଥାଏ।ଏହାପରେ ଏକ ଡିମ୍ବାଣୁ ସୃଷ୍ଟି ହୋଇଥାଏ ମହିଳାଙ୍କ ଗର୍ଭାଶୟ ରେ ଯାହାକୁ ପୂର୍ଣ୍ଣାଙ୍ଗ ରୂପ ନେବାକୁ ଆରମ୍ଭ ହେବାର ୫ ଦିନ ପର୍ଯ୍ୟନ୍ତ ସମୟ ଲାଗିଥାଏ।ତେଣୁ ଯଦି ଆପଣ ଆପଣଙ୍କ ଅଭୁଲେସନ୍ ଡେ ର ୧୦ ଦିନ ପରେ କିମ୍ବା ଏହାର ୧୦ ଦିନ ପୂର୍ବରୁ ଶାରିରୀକ ସମ୍ପର୍କ ରଖିବେ  ।

ତେବେ ଗର୍ଭ ଧାରଣ କରିବାର ସମ୍ଭାବନା ବହୁତ୍ କମ୍ ଥାଏ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।