ଗ୍ୟାସ ଉପଭକ୍ତାଙ୍କ ପାଇଁ ଖୁସି ଖବର ! ଅଧ ଘଣ୍ଟା ରେ ମିଳିବ ଗ୍ୟାସ । ଆଉ ଚିନ୍ତା କରିବାର କିଛି ନାହିଁ । ଫେବୃୟାରୀ 1 ରୁ ଲାଗୁ ହେବ ଏହି ନିୟମ

0

ଏବେ ଆଉ କିଛି ଚିନ୍ତା କରିବାର ନାହିଁ । ଗ୍ୟାସ ଆପଣଙ୍କ ଘରେ ସରି ଗଲେ ଆପଣ ଗ୍ୟାସ ବୁକିଙ୍ଗ କରିବା ମାତ୍ରେ 45 ମିନିଟ ଭିତରେ ଆପଣଙ୍କ ଘରେ ଆସି ଗ୍ୟାସ ପହଂଚି ଯିବ । ଏବେ ଏବେ ଏହି ଉପାୟ ଟି କରାଯିବ ବୋଲି LPG କତ୍ତୃପକ୍ଷ କହିଛନ୍ତି ।

କିନ୍ତୁ ଏହି ଉପାୟ ଟି ଏବେ ଲାଗୁ ହେବ ନାହିଁ । ଏହି ଉପାୟ ଟି ଫେବୃଆରୀ 1 ତାରିଖ ରୁ ଲାଗୁ ହେବ ବୋଲି କୁହାଯାଇଛି । ଫେବୃଆରୀ 1 ତାରିଖରୁ ଗୋଟିଏ ସହରରେ ଏମିତି LPG ଗ୍ୟାସ ଦିଆ ଯିବା ରେ ପ୍ରଥମେ ଚେଷ୍ଟା କରାଯିବ । ଭାରତ ରେ ମୋଟ 28 କୋଟି ଲୋକ ଏହି LPG ଗ୍ୟାସ କୁ ବ୍ୟବହାର କରୁଛନ୍ତି । ତେବେ ବନ୍ଧୁ ମାନେ କିଛି ଟେନସନ ନିଅନ୍ତୁ ନାହିଁ ଓଡ଼ର କରିବେ ତାର ଠିକ ଅଧଘଣ୍ଟା ମଧ୍ୟରେ ଆସି ପହଁଞ୍ଚି ଯିବ LPG ଗ୍ୟାସ ।

ଏମିତି 1 ତାରିଖରୁ ଆରମ୍ଭ ହେବାକୁ ଯାଉଛ । ଦେଶରେ ନୂଆ ନିୟମ ଲାଗୁ ହେଉଛି । ଦୁନିଆ ଯେତେ ଆଗକୁ ଯାଉଛି ଟେକନିକ ସେତେ ଆଗକୁ ଯାଉଛି । କିନ୍ତୁ ବନ୍ଧୁ ମାନେ ଆଗ ଟେକନିକ ଆଗକୁ ଯାଉଛି ତାପରେ ଦୁନିଆ ଆଗକୁ ଯାଉଛି ।

ଆଗରୁ ଥିଲା ଦିନେ ଗ୍ୟାସ ବୁକିଙ୍ଗ କରିବୁ ଓ ତା ର 7 ଦିନ ପରେ ଆମେ ଗ୍ୟାସ ପାଉ ଥିଲୁ କିନ୍ତୁ ଏବେ । ଅଧା ଘଣ୍ଟା ରେ ଆମକୁ ଏହି ସୁବିଧା ଯୋଗେଇ ଦିଅ ଯାଉଛି । ତେବେ ଏଥିରୁ ଜଣା ଯାଉଛି ଦେଶ ବହୁତ ଆଗକୁ ଯାଉଛି । ଏହି ନୂଆ ନିୟମ ଟି ଏବେ ସୁଦ୍ଧା କୁଆଡେ ବି କାର୍ଯ୍ୟ କାରୀ ହେଇ ନାହିଁ । ଏହି ନୂଆ ନିୟମ ଟି ଫେବୃଆରୀ ମାସ ପହିଲାରୁ ଗୋଟେ ସହରରେ ଲାଗୁ ହେବ । ଆଗ ଗୋଟେ ସହରରେ ଏହି ନିୟମ ଟି କାର୍ଯ୍ୟ କାରୀ ହେବ ।

ତା ପରେ ଅନ୍ୟ ସହର ଗୁଡିକ ପାଇଁ ଏହି କାର୍ଯ୍ୟ ଲାଗୁ ହେବାକୁ ଯାଉଛି । ପୂର୍ବ କାଳରେ ଚିଲି ରେ ସବୁ କିଛି ରନ୍ଧା ଯାଉ ଥିଲା , ସେ ଭାତ ହେଉ କିମ୍ବା ତରକାରୀ ହେଉ । କିନ୍ତୁ ମାନ୍ୟବର ନରେନ୍ଦ୍ର ମୋଦି ଆସିବା ପରେ ଘରେ ଘରେ ଗ୍ୟାସ ଦେଲେ ।

ଏବେ ଦେଶରେ ପ୍ରାୟ ସମସ୍ତଙ୍କ ଘରେ ଗୋଟେ ଗୋଟେ ଗ୍ୟାସ ସିଲିଣ୍ଡର ରହିଛି । ତେବେ ଚୁଲି ଆଉ ନାହିଁ । କିନ୍ତୁ ଏବେ ଲୋକ ମାନେ ବହୁତ ଜଲଦି ଭାତ ରାନ୍ଧି ଦେଉ ଛନ୍ତି ଆଗ କାଳରେ ଚୁଲି ରେ ଆଗ ଭାତ ବସିବ ତା ପରେ କିଛି ସମୟ ପରେ ତରକାରୀ ବସିବ ।

ପୁରା ଦିନ ଚାଲି ଯାଉ1 ଥିଲା କିନ୍ତୁ ଏବେ ଅଧ ଘଣ୍ଟାରେ ଭାତ ଏବଂ ତରକାରୀ ହେଇ ଯାଉଛି । ଆଉ ସବୁ ଠାରୁ ବଡ଼ କଥା ହେଉଛି ଅଧ ଘଣ୍ଟାରେ ମଧ୍ୟ ଗ୍ୟାସ ସିଲିଣ୍ଡର ମିଳି ଯାଉଛି । ତେବେ ବନ୍ଧୁ ମାନେ ଆଉ ଡରି ବାର କିଛି ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।