ହେ ଭଗବାନ ! ବଡ ଦେଉଳରୁ ଖସିଲା ପଥର..ମାଡି ଆସିଲା ମହାବିପଦ, ମହାପ୍ରଭୁଙ୍କର ଏ କି ସଙ୍କେତ… ଦେଖନ୍ତୁ Video

ବନ୍ଧୁଗଣ ସମୟ ସ୍ରୋତ ରେ ଧୀରେ ଧୀରେ ପୂର୍ଵ ପୁରୁଷ ମାନଙ୍କର ଅନୁମାନ ତଥା ତାଙ୍କର ମାଳିକା ବର୍ଣ୍ଣିତ ଵଚନ ସତରେ ପ୍ରତିପ୍ରକାଶ ହେବାକୁ ଯାଉଛି। ମାଳିକା ରେ ଯାହା ସବୁ ଲେଖାଯାଇଛି ଆଜି କାଲି ସେହିପରି ଘଟଣା ସବୁ ଦିନ କୁ ଦିନ ଦେଖିବା କୁ ମିଳୁଛି। ଏହାର ଉଦାହରଣ ଭାବରେ ଆପଣ ବର୍ତ୍ତମାନ ର କୋରନା ପରିସ୍ଥିତି କୁ ନେଇପାରିବେ। ମାଳିକା ରେ ଯେଉଁ ଭଳି ଭାବରେ ବର୍ଣ୍ଣନା କରାଯାଇ ଥିଲା କି, ଏକ ଅଜଣା ରୋଗ ଆସିବ ଆଉ ସାରା ବିଶ୍ୱ କୁ ଅସ୍ତ ବ୍ୟସ୍ତ କରିଦେବ ଆଉ କୋଭିଡ-୧୯ ସେହିପରି ହିଁ ଥିଲା।

ତେବେ ଏହା ପରେ ପୁଣି ଥରେ ଅନ୍ୟ ଏକ ଘଟଣା ଆମ ସାମ୍ନା କୁ ଆସିଅଛି ଯାହା ଜାଣିଲେ ଆପଣ ଆବାକ ହୋଇ ରହିଯିବେ। ତେବେ ଘଟଣା ଟି କିଛି ଏପରି ରହିଛି କି ଓଡ଼ିଶାର ଗର୍ଵ ଓ ଗୌରବ ତଥା ଆମ ପରିଚୟ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଙ୍କର ମନ୍ଦିର ଉପରେ ଏହିପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହା ସମସ୍ତ ଙ୍କର ନିଦ ଉଡାଇ ନେଇଛି। ଆଉ ଏହା ଯାହା ସୂଚନା ଦେଉଛି ଆମ ଭବିଷ୍ୟତ ବିଷୟରେ ତାହା ଆପଣ ଙ୍କୁ ଆହୁରି ଚକିତ କରିଦେବ।

ତେବେ ଘଟଣା ଟି କିଛି ଏହିପରି ରହିଛି କି, ପ୍ରାୟ ଦଶନ୍ଧି ପରେ ପୁରୀ ଶ୍ରୀ ମନ୍ଦିର ଉପରେ ଚିଲ ଙ୍କୁ ମେଳ ହୋଇ ଇଡିବା ର ଦେଖା ଯାଇଛି।ତେବେ ଏହା ପୂର୍ବରୁ କେବେ ବି ହୋଇନଥିଲା। ତେବେ ଏହି ଘଟଣା ଆମ ଭବିଷ୍ୟତ କୁ ନେଇ ସକାରତ୍ମକ କିମ୍ବା ନାକରତ୍ମକ ସୂଚନା ଦେଉଛି ତାହା ଏକ ବଡ଼ ପ୍ରଶ୍ନ ହୋଇଯାଇଛି। ତେବେ ଆମ ମାଳିକା ରେ ମହାପୁରୁଷ ମାନେ ଏନେଇ ମଧ୍ୟ କିଛି ଲିଖିତ ପ୍ରମାଣ ରଖିଛନ୍ତି। ଯାହାକୁ ସାରଳା ପ୍ରସାଦ ନମାକ ଜଣେ ମାଳିକା ବିଶେଷଜ୍ଞ ବର୍ଣ୍ଣନା କରିଛନ୍ତି।

ତେବେ ବାବା ସାରଦା ପ୍ରସାଦ ଙ୍କର ମତ ଅନୁସାରେ, ମାଳିକା ରେ ଲେଖାଯାଇଛି କି ଯେତେବେଳେ କଳି ଯୁଗ ଶେଷ ହୋଇଆସିବ , ତାହାର ପୂର୍ବ ସୂଚନା ଦେବା ଲାଗି ପୁରୀ ଶ୍ରୀ ମନ୍ଦିର ଉପରେ ପ୍ରଭୁ ଜଗନ୍ନାଥଙ୍କ ର ଦେଉଳ ରୁ ପଥର ଖସିବ ବୋଲି । ଆଉ ଯାହା ଆସି ସତରେ ପ୍ରକାଶ ହୋଇଛି। ତେବେ ମାଳିକା ଅନୁସାରେ ଭଗବାନ ଶ୍ରୀ ଜଗନ୍ନାଥଙ୍କ ଙ୍କର ମନ୍ଦିର ଉପ ରୁ ପଥର ଖସିବା ଅର୍ଥ ଏକ ନାକରତ୍ମକ ସନ୍ଦେଶ ଅଟେ।

ଏହାର ବ୍ୟାଖ୍ୟା କରିବାକୁ ଯାଇ ସାରଦା ଦାସ କରିଛନ୍ତି କି, ବର୍ତ୍ତମାନ ଆମ ସମାଜ ରେ ପାପ ର ଭାର ବଢ଼ିବାରେ ଲାଗିଛି, କେହି କାହାକୁ ମାନୁ ନାହାନ୍ତି, ଏମିତି କି କାହା ପାଖରେ ଅନ୍ୟକୁ ସମ୍ମାନ ଦେବା ମଧ୍ୟ ନାହିଁ। ସମସ୍ତେ କେବଳ ମିଛ ଓ ମାୟା ରେ ରହିଛନ୍ତି ଯାହାକି ଏହି ଯୁଗର ଅନ୍ତ ହେବାର ପ୍ରସୂଚନା ଅଟେ ।ଆଉ ସେ କହିଛନ୍ତି କି ପୁରୀ ମନ୍ଦିର ରେ ପଥର ଖସିବା ଆମ ସଂସାର କୁ ନାଶ କରିବା ର ସଙ୍କେତ ଅଟେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment