ଆଇଟମ ଡ୍ୟାନସ ଯଦି ବନ୍ଦ ହେବ ..ସବୁଥିରୁ ବନ୍ଦ ହେଉ ..ମୋତେ ଜୋତା ମାରିଛନ୍ତି ତାଙ୍କୁ କୋର୍ଟ ପର୍ଯ୍ୟନ୍ତ ଟାଣିବି.. ଏ ନେଇ କଣ କହିଲେ ରାଣୀ ପ୍ରିୟଦର୍ଶିନୀ, ଦେଖନ୍ତୁ Video

ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଭାଇରାଲ ହେବାକୁ ଲାଗିଛି | ତେବେ ଯାତ୍ରା ଜଗତରେ କାମ କରିଥିବା ହଟ ଆଇଟମ ଡ୍ୟାନ୍ସର ଙ୍କ ଭିଡିଓ ଅଧିକ ଭାଇରାଲ ହେବାରେ ଲାଗିଛି | ଆଉ ଯେଉଁଠି ରାଣୀ ଙ୍କ ଉପରକୁ ଜୋତା ଭିଙ୍ଗିବାକୁ ନେଇକି ଚାରିଆଡେ ଚର୍ଚ୍ଚା ଜୋର ଧରିବା କଥା କୁହାଯାଉଛି | ଆଉ ଯାହାକୁ ନେଇକି ରାଣୀ କହିଛନ୍ତି କି ଏହା ପରେ ରାଣୀ ବହୁତ ଫେମସ ହୋଇଯାଇଛନ୍ତି | ଆଉ ସହର ପାଖରୁ ଆରମ୍ଭ କରିକି ଗାଁ ଗଣ୍ଡା ପର୍ଯ୍ୟନ୍ତ ସବୁଠି ଲୋକ ମାନେ ତାଙ୍କୁ ଜାଣୁଛନ୍ତି ବୋଲି ଆଉ ଲୋକ ମାନେ ତାଙ୍କର ଟନ କୁ ଶୁଣିକି ମଧ୍ୟ ଜାଣି ଯାଉଛନ୍ତି ବୋଲି ପ୍ରକାଶ କରୁଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜାଣିବା |

ତେବେ ଏଠାରେ ରାଣୀ ପ୍ରିୟଦର୍ଶିନୀ କହିଛନ୍ତି କି ସେ ଜଣେ ଆଟିଷ୍ଟ ସହିତ ଜଣେ ସମାଜ ସେବୀ ଉପରକୁ ହାତ ଉଠାଇଛନ୍ତି | ଆଉ ଯାହା ସେ ଠିକ କରି ନାହାନ୍ତି |ଆଉ ଏହି ଘଟଣା କୁ ନେଇକି ତାଙ୍କୁ ବହୁତ ପରିଣାମ ଭୋଗିବା କୁ ପଡିବ ବୋଲି କହିଛନ୍ତିଆ | ଆଉ କୋଟ କୁ ଗଲେ ତାହା ସବୁ ଠିକ କରିବେ ବୋଲି କହିଛନ୍ତି | ତେବେ ସେ ଆହୁରି ମଧ୍ୟ କହିଛନ୍ତି କି ମହିଳା ଜଣଙ୍କ କହିଥିଲେ କି ଅଶ୍ଳୀଳତା ଡାନ୍ସ ପାଇଁ ଏମିତି ହୋଇଛି ବୋଲି | ତାହେଲେ ଜଣଙ୍କୁ କାହିଁକି ସମସ୍ତ ଆଇଟମ ଡାନ୍ସ କୁ ବନ୍ଦ କରି ଦେବା ପାଇଁ କହିଛନ୍ତି ରାଣୀ ପ୍ରିୟଦର୍ଶିନୀ |

ଯାତ୍ରା ଖାଲି ନୁହଁ, ମେଲୋଡି ସହିତ ଫ୍ଲିମ ମାନଙ୍କରେ ଏହିଭଳି ଆଇଟମ ଡାନ୍ସ କୁ ବନ୍ଦ କରିବା ପାଇଁ ମଧ୍ୟ କହିଛନ୍ତି | ତେବେ ରାଣୀ ଙ୍କର କହିବା କଥା କି ସେହି ଘଟଣା ପରଠୁ ତାଙ୍କୁ ଯେତିକି ଲୋକ ଜାଣିଥିଲେ ତାହା ଠାରୁ ଆହୁରି ଅଧିକ ଲୋକ ଜାଣୁଛନ୍ତି ବୋଲି | ଆଉ ତାଙ୍କର ପ୍ରଗ୍ରାମ ଆହୁରି ବଢିବା ପାଇଁ ଲାଗିଛି | ଆଉ ଲୋକ ମାନେ ତାଙ୍କର ମୁହଁ ସହିତ ତାଙ୍କର ଟନ ସହିତ ମଧ୍ୟ ପରିଚିତ ହୋଇ ଯାଇଛନ୍ତି ବୋଲି କୁହାଯାଉଛି | ଆଉ ଯେଉଁଥିପାଇଁ ରାଣୀ ମଧ୍ୟ ଖୁସି ବୋଲି କହିଛନ୍ତି କାରଣ ଦର୍ଶକ ମାନେ ତାଙ୍କୁ ଏତେ ପରିମାଣରେ ଭଲ ପାଇବା ଦେଉଥିବାରୁ |

ତେବେ ରାଣୀ ପ୍ରିୟଦର୍ଶିନୀ ଙ୍କ କହିବା କଥା କି ଜଣେ ସୋସିଆଲ ୱାରକର ସହିତ ଆଟିଷ୍ଟ କୁ ଜୋତା ମାରିଥିବା ଅତ୍ୟନ୍ତ ଲଜ୍ୟାକର କଥା ଅଟେ | ଆଉ ଏହିଭଳି କାର୍ଯ୍ୟ ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ନେବା କଥା କହିଛନ୍ତି | ଆଉ ଏହିଭଳି ଭୁଲ ପାଇଁ ମହିଳା ଜଣଙ୍କୁ ଉଚିତ ଦଣ୍ଡ ଦେବେ ବୋଲି ପ୍ରକାଶ କରିଛନ୍ତି | ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment