ରାସ୍ତା ଉପରେ ଯୁବକ ଯୁବତୀଙ୍କ ଲଢେଇ… ଦେଖନ୍ତୁ ଭିଡିଓ

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଘଟଣା ସାମ୍ନାକୁ ଆସିଥାଏ ଯାହା କୁ ଦେଖିଲେ ଆପଣ ମାନେ ମଧ୍ୟ ସନ୍ଦେହ ଭିତରେ ରହିବେ | ଆଉ ଭାବିବେ ରାସ୍ତା ଉପରେ କଣ ପାଇଁ ଯୁବକ ଆଉ ଯୁବତୀ ଜଣକ ଏହିଭଳି କାଣ୍ଡ କରିବାକୁ ଲାଗିଛନ୍ତି | ଆଉ ଯାହାକୁ ଦେଖିବାକୁ ପରେ ରାସ୍ତା ରେ ଯାଉଥିବା ଳୋକ ମାନେ ମଧ୍ୟ ନାଜୁକ ହୋଇ ସେମାନଙ୍କୁ ଅନେଇଛନ୍ତି ଆଉ ଭାବୁଛନ୍ତି ଏମାନଙ୍କ ଭିତରେ କଣ ଏମିତି ହୋଇଛି ଆଉ ଯେଉଁଥିପାଇଁ ସେମାନେ ଏମିତି ବାଡିଆ ପିଟା ହେଉଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଘଟଣା ଟି ଦେଖିବାକୁ ମିଳିଛି ଭୁବନେଶ୍ୱର ର ରାଜ ରାସ୍ତା ଉପରେ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ରାସ୍ତା ଉପରେ ଝଗଡା କରିବାକୁ ଲାଗିଛନ୍ତି ଯୁବକ ଆଉ ଯୁବତୀ ଦୁଇ ଜଣ |, ଆଉ ଝଗଡା ର କାରଣ ଠିକ ଭାବରେ ଜାଣି ହେଇନି | ତେବେ ଯୁବକ ଆଉ ଯୁବତୀ ମାନେ ମଧ୍ୟ ପ୍ରେମିକ ଆଉ ପ୍ରେମିକା କି ନୁହନ୍ତି ତାହା ଜାଣି ହେଉନି | ତେବେ ଯାହା ଜଣା ପଡିଥିଲା କି ସେମାନଙ୍କୁ ମଧ୍ୟରେ କୌଣସି କାରଣରୁ ଝଗଡା ଲାଗିଛି, ଆଉ ଯେଉଁଥି ପାଇଁ ସେମାନେ ଏମିତି ରାସ୍ତା ଉପରେ କଳି କଜିଆ କରିବାକୁ ଲାଗିଛନ୍ତି |

ଯାହା ଭିଡିଓ ଟିରେ ଜଣା ପଡୁଛି କି ଦୁଇଜଣ ଯୁବକ ରାସ୍ତା ଉପରେ ଛିଡା ହେଇଛନ୍ତି | ଆଉ ସେମାନଙ୍କ ଭିତରେ ଜଣେ ସ୍କୁଟି ନେଇକି ବସିଥିବା ବେଳେ ଆଉ ଜଣେ ତଳେ ଛିଡା ହୋଇଛି | ତେବେ ତଳେ ଛିଡା ହୋଇଥିବା ଯୁବକ ଜଣଙ୍କୁ ଯୁବତୀ ଜଣଙ୍କ ସ୍କୁଟି ରେ ବସିବାକୁ ଦେଉ ନାହାନ୍ତି | ଆଉ ଦେଖିବାକୁ ମିଳିଛି କି ସ୍କୁଟି ରେ ବସିବାକୁ ମନା ପରିବାରୁ ଯୁବକ ଆଉ ଯୁବତୀ ଙ୍କ ମଧ୍ୟରେ କଥା କଥା ରେ ଝଗଡା ଲାଗିବାକୁ ଲାଗିଛି |ଆଉ ମାଡ଼ ମଧ୍ୟ ମାରିବାକୁ ଲାଗିଛନ୍ତି ଯୁବତୀ ଜଣଙ୍କ |

ତେବେ ଯୁବକ ଜଣକ ପୁଣି ଥରେ ସ୍କୁଟି ରେ ବସିବା ପାଇଁ ଚେଷ୍ଟା କରୁଛନ୍ତି ଆଉ ପୁଣି ଯୁବତୀ ଜନକ ଯୁବକ ଙ୍କୁ ସ୍କୁଟି ରେ ବସିବାକୁ ଦେଉ ନାହାନ୍ତି ଆଉ ଟାଣି ଧରିଛନ୍ତି ତଳକୁ | ଏହିଭଳି ଭାବରେ ଚାଲିଛି ରାସ୍ତା ଉପରେ ଦୁଇ ଜଣଙ୍କର ମାର ପିଟ | ଆଉ ଯାହାକୁ ଦେଖି ରାସ୍ତା ର ଲୋକ ମାନେ ସେମିତି ଛିଡା ହେଇ ଦେଖିବାକୁ ଲାଗିଛନ୍ତି ସେମାନଙ୍କର ଝଗଡା କୁ | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment