jyotish Shstra –ଘରର କାନ୍ଥରେ ଝିଟିପିଟି ଦେଖା ଦେଲେ ତୁରନ୍ତ କରନ୍ତୁ ଏହି କାମ ,ସାଙ୍ଗେ ସାଙ୍ଗେ ହେବେ ମାଲାମାଲ….

ହଁ ଦର୍ଶକ ବନ୍ଧୁ ଆଜି କାଲି କିଏ ନ ଚାହେଁ ଖୁସିରେ ରହିବା ପାଇଁ | ସେଥିପାଇଁ ସେ ଘର ଉନ୍ନତି ପାଇଁ ଚିନ୍ତା କରିବା ମଧ୍ୟ ଆରମ୍ଭ କରିଦେଇଥାଏ | ତେବେ ଦର୍ଶକ ବନ୍ଧୁ ଅନେକ ସମୟରେ ଦେଖା ଯାଏ କି ଘର ଉନ୍ନତି ପାଇଁ ପ୍ରାୟତଃ ସମସ୍ତ ଲୋକ ଚିନ୍ତା ରେ ରହିଥାନ୍ତି | କାରଣ ଆପଣ ଯେତେ ବି ରୋଜଗାର କରୁଛନ୍ତି ବା ଯେତେ ବି ଚେଷ୍ଟା କରୁଛନ୍ତି ଘର ଉନ୍ନତି ପାଇଁ ତାହା ସମ୍ଭବ ହେଇପାରୁନାହିଁ | ତେବେ ଏହି ସମୟରେ ଆପଣ ଅଧିକ ଚିନ୍ତା ରେ ରହିବା ସହିତ ପରିବାର ଲୋକଙ୍କ ସହିତ ଝଗଡା ମଧ୍ୟ ହେବାରେ ଦେଖା ଯାଇଥାଏ | ଯାହା ଘରର ଅମଙ୍ଗଳ ବୋଲି କୁହାଯାଏ | ତାହାଲେ ଦର୍ଶକ ବନ୍ଧୁ ଆପଣ ଯଦି ଚାହୁଁଛନ୍ତି ଘର ମଙ୍ଗଳ ହେଉ ବା ଘର ର ସୁଖ ସମୃଦ୍ଧି ବଢ଼ୁ ତାହାଲେ ଆପଣଙ୍କୁ ଘରେ ଏହି ଉପାୟ ଅବଲମ୍ବନ କରିବାକୁ ହେବ | ଯାହା କରିବା ଦ୍ୱାରା ଆପଣଙ୍କର ଘର ଉନ୍ନତି ହେବା ସହିତ ଘର ର ଶୁଭ ମଧ୍ୟ ହେଇଥାଏ | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ସେହି ଉପାୟ ବିଷୟରେ ଆଲୋଚନା କରିବା |
ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସର୍ର କୁହାଯାଏ କି ଘରର ସୁଖ ଶାନ୍ତି ବୃଦ୍ଧି ବା ଘର ର ଶୁଭ ପାଇଁ କେବଳ ଏହି ଗୋଟିଏ ମାତ୍ର ଉପାୟ ଅଵଲମ୍ବନ କରନ୍ତୁ | କୁହାଯାଏ ଯେ କିଛି ଏମିତି ଉପାୟ ରହିଛି ଯାହା କରିବା ଦ୍ୱାରା ଘରର ମଙ୍ଗଳ ହେବା ସହିତ, ଘରର ଟଙ୍କା ପଇସା ର ମଧ୍ୟ ଅଭାବ ରହିନଥାଏ | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ସେହି ଉପାୟ ବିଷୟରେ ଜାଣିବା |ତେବେ ବନ୍ଧୁଗଣ ଯଦି ଆପଣ ଆପଣଙ୍କ ଘରର କାନ୍ଥ ରେ ଦୀପାବଳି ଦିନ ଝିଟିପିଟି ଦେଖିବାକୁ ପାୟନ୍ତି ତାହାଲେ ଜାଣିନେବେ ଯେ ଆପଣଙ୍କ ଉପରେ ମା ଲଷ୍ମୀଙ୍କ କୃପା ଦୃଷ୍ଟି ରହିଛି |
ଯଦି ସେହିଭଳି କିଛି ଦେଖିବା ପାଇଁ ଆପଣ ମାନେ ପାଇବେ ତାହେଲେ ସେତେବେଳେ ଆପଣ କଣ କରିବେ ନା ଆପଣ ତୁରନ୍ତ ପୂଜା ଘରକୁ ଯାଇ ପୂଜା ଘରେ ଥିବା ଚାଉଳ କୁ ଆଞ୍ଜୁଳା ରେ ଆଣି ସେହି ଝିଟିପିଟି ଉପରକୁ ଫିଙ୍ଗି ଦେବେ | ଏହା କରିବା ଦ୍ୱାରା ମା ଲଷ୍ମୀ ଆପଣଙ୍କ ଉପରେ ଅତ୍ୟନ୍ତ ପ୍ରସନ୍ନ ହେବେ | ଯାହା ଦ୍ୱାରା ଆପଣଙ୍କର ଘରେ ଟଙ୍କା ପଇସା ଅଭାବ ନ ହେବା ସହିତ ଘର ସୁଖ, ସମୃଦ୍ଧି ମଧ୍ୟ ବଢିଥାଏ ବୋଲି କୁହାଯାଏ | ହଁ ଦର୍ଶକ ବନ୍ଧୁ ମନେ ରଖନ୍ତୁ ଏହା କରିବା ଦ୍ୱାରା ଆପଣ ମନସ୍କାମନା ମଧ୍ୟ ପୂରଣ ହେଇଥାଏ ବୋଲି କୁହାଯାଇଛି |
ତେବେ ଆହୁରି ମଧ୍ୟ କୁହାଯାଉଛି କି ଆପଣ ଏହା କରିବା ସମୟର ଯାହା ଭାବିବେ ତାହା କାର୍ଯ୍ୟ ମଧ୍ୟ ହେଇଥାଏ | ତେଣୁ ଏହି ଉପାୟ ଟିକୁ କରିବା ପୂର୍ବରୁ ଆପଣ ଗାଧେଇ ସାରି କରିଲେ ଆପଣଙ୍କର ସମସ୍ତ କାର୍ଯ୍ୟ ଫଳପ୍ରଦ ହେବ ବୋଲି ମଧ୍ୟ କୁହାଯାଇଛି ଓ ଯାହା ଫଳରେ ଆପଣଙ୍କ ଘରେ ଧନ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି ବୋଲି ମଧ୍ୟ କୁହାଯାଉଛି | ତେବେ ଏହିଭଳି ଉପାୟରେ ଆପଣ ଙ୍କ ଘରେ ଶୁଭ ଫଳ ମିଳିବ ଆଉ ଯାହାକୁ ମାନି ଚଳିଲେ ଆପଣଙ୍କର ମଙ୍ଗଳ ମଧ୍ୟ ହେବ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment