ଆଜି ବ୍ରହ୍ମାଣ୍ଡର ବୃହତ୍ତମ ସୂର୍ଯ୍ୟ ପରାଗ, ସମୟ ୪: ୫୬ ରୁ ହାଣ୍ଡି ଛାଡ ୪ ଟି ରାଶି ସାବଧାନ – Vastu Shastra

ହଁ ଦର୍ଶକ ବନ୍ଧୁ ଆଜି ଆମେ ଆଲୋଚନା କରିବାକୁ ଯାଉଛେ ସେହି ଘଟଣା ଟି ହେଉଛି25 ଅକ୍ଟୋବର 2022 ରେ ଦେଖାଯିବ ସୂର୍ଯ୍ୟପରାଗ ବୋଲି କୁହାଯାଉଛି | ଆଉ ଯେଉଁଥିରେ ଦେଖିବାକୁ ମିଳିଥାଏ କି ଆମକୁ ବିଭିନ୍ନ ପ୍ରକାରର କାମ କରିବାକୁ ବାରଣ କରାଯାଇଥାଏ | କାରଣ ଗ୍ରହ ଆଉ ନକ୍ଷତ୍ର ମାନଙ୍କର ଗତି ଵିଧି ଯୋଗୁ ତାହାର ସିଧା ସଳଖ କୁ ପ୍ରଭାବ ଆମର ମନୁଷ୍ୟ ସମାଜ ଉପରେ ପଡିଥାଏ |ଆଉ ଯାହା ଯୋଗୁ ବିଶେଷ କରିକି ଗର୍ଭବତୀ ମହିଳା ମାନଙ୍କ ଉପରେ ଓ କେତେକ ରାଶି ଉପରେ ଏହାର ବିଶେଷ ପ୍ରଭାବ ପଡିଥାଏ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଏହି ସୂର୍ଯ୍ୟପରାଗ ରେ ଆମେ କଣ କରିବା ଉଚିତ ଆଉ କଣ କରିବା ଯୋଗୁ ତାହାର ଖରାପ ପ୍ରଭାବ ଆମ ଉପରେ ପଡିଥାଏ ଜାଣିବା |

ସୂର୍ଯ୍ୟପରାଗ ରେ କେଉଁ କେଉଁ କାମ ପ୍ରତି ବିଶେଷ ଭାବରେ ଧ୍ୟାନ ଦେବା ଆବଶ୍ୟକ ହୋଇଥାଏ :-

1- ତେବେ କୁହାଯାଏ କି ସୂର୍ଯ୍ୟପରାଗ ଅକ୍ଟୋବର 25 ରେ ପଡୁଥିବାରୁ କୁହାଯାଏ | ଆଉ 20 ମିନିଟ 9 ସେକେଣ୍ଡ ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଉଛି |ସେହି ଦିନ 12 ଘଣ୍ଟା ପୂର୍ବରୁ ପାକ ନିଷେଧ କରିବା ଆବଶ୍ୟକ ହୋଇଥାଏ | ତେଣୁ 24 ଅକ୍ଟୋବର ଦିନ ସୋମବାର ରାତି 9:25 ମିନିଟ ରୁ ମଙ୍ଗଳବାର ଦିନ 2:31 ମିନିଟ ପର୍ଯ୍ୟନ୍ତ ପାକ ବା ହାଣ୍ଡିଶାଳ କୁ ନିଷେଧ କରିବା ଆବଶ୍ୟକ ହୋଇଥାଏ ବୋଲି କୁହାଯାଇଥାଏ | ତେବେ ଯାହା କୁହାଯାଉଛି କି 25 ଅକ୍ଟୋବର ଦିନ 12:11 ରେ ସୂର୍ଯ୍ୟପରାଗ ଆରମ୍ଭ ହେବ ଓ 2:31 ରେ ତାହା ଶେଷ ହେବ ବୋଲି କୁହାଯାଉଛି |

2- ତେବେ ଏହି ସମୟରେ ସମସ୍ତ ଦେବା ଦେବୀ ଙ୍କ ମନ୍ଦିର ବନ୍ଦ ରହିବା ସହିତ କୌଣସି ଶୁଭ କାର୍ଯ୍ୟ କରିବା ଉଚିତ ନୁହଁ, କାରଣ ଶୁଭ କାର୍ଯ୍ୟ କରିଲେ ତାହାର ଖରାପ ପ୍ରଭାବ ଆମ ଉପରେ ପଡିଥାଏ |

3-ସୂର୍ଯ୍ୟ ପରାଗ ସମୟରେ ଘରୁ ବାହାରିବ ଅନୁଚିତ ହୋଇଥାଏ | ଏହା ସହିତ ସୂର୍ଯ୍ୟପରାଗ ସମୟରେ ଅନ୍ନ ବା ପାଣି ଗ୍ରହଣ କରିବା ଅନୁଚିତ ହୋଇଥାଏ| ଆଉ ଯଦି ଆପଣ ଗ୍ରହଣ କରନ୍ତି ତାହେଲେ ତୁଳସୀ ପତ୍ର ପକାଇ ବ୍ୟବହାର କରିବା ଆବଶ୍ୟକ ହୋଇଥାଏ |

4-ଏହା ଛଡା ଗ୍ରହଣ ସମୟରେ ସ୍ନାନ କରନ୍ତୁ ନାହିଁ କାରଣ ଏହା ଆମ ଶାରୀରିକ ଓ ମାନସିକ ଉପରେ ପ୍ରଭାବ ପକାଇଥାଏ | ତେଣୁ ସ୍ନାନ ଆପଣ ସୂର୍ଯ୍ୟପରାଗ ପରେ କରିବା ଆବଶ୍ୟକ ହୋଇଥାଏ ବୋଲି କୁହାଯାଇଛି |ବିଶେଷ କରିକି ମହିଳା ମାନେ ମାନିବ ଆବଶ୍ୟକ |

5-ସୂର୍ଯ୍ୟ ଙ୍କୁ ଦେଖିବାଅଧ୍ୟ ଅନୁଚିତ ହୋଇଥାଏ ଏହି ସୂର୍ଯ୍ୟ ପରାଗ ସମୟରେ |ଏହି ସମୟରେ କାହା ସହିତ କଥା କୁହନ୍ତୁ ନାହିଁ, ଘରର ଝରକା ଓ କବାଟ ବନ୍ଦ ରଖନ୍ତୁ ତାହା ଛଡା ପୁରୁଷ ଓ ମହିଳା ମାନେ ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ ଏହି ସମୟରେ |

6- ଗର୍ଭବତୀ ମହିଳା ମାନେ ଧାରୁଆ ଛୁରୀ ରେ କୌଣସି ଜିନିଷ କାଟିବେ ନାହିଁ ତାହାର ପ୍ରଭାବ ମଧ୍ୟ ପକାଇଥାଏ ପିଲା ଉପରେ |

7-ତେବେ ଏହି ସୂର୍ଯ୍ୟପରାଗ ସମୟରେ 8 ଟି ରାଶି ଉପରେ ଶୁଭ ପ୍ରଭାବ ପକାଇବା କୁ ଯାଉଛି ସେହି 8 ଟି ରାଶି ହେଲା ମେଷ, ମିଥୁନ, ସିଂହ, ବିଛା,ଧନୁ, ମକର, କୁମ୍ଭ, କର୍କଟ | ତେବେ ଯାହା କୁହାଯାଉଛି ବୃଷ, ତୁଳା, କନ୍ୟା ଓ ମିନ ରାଶି ଉପରେ ଖରାପ ପ୍ରଭାବ ପକାଇବାକୁ ଯାଉଛି ଏହି ସୂର୍ଯ୍ୟପରାଗ |

ତେବେ ଏହା ଥିଲା ଅଜିରେ ଲାଗିବାକୁ ଯାଉଥିବା ସୂର୍ଯ୍ୟପରାଗ ବିଷୟରେ କିଛି ସୂଚନା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment