ଦେଖନ୍ତୁ ଭିଡ଼ିଓ – ଘର ଭିତରେ କିଙ୍ଗ କୋବ୍ରା । ଭୟରେ ରାତି କାଟିଲେ ପରିବାର ଲୋକେ, ଭିଡ଼ିଓ ଟି ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ…..

0

ସାଧାରଣତଃ ସାପ ର ନାମ ଶୁଣିଲେ ଭୟ ରେ ଦେହ ଥରିବାକୁ ଆରମ୍ଭ କରି ଥାଏ। ପ୍ରାୟତଃ ବର୍ଷା ଦିନେ ସାପ ଆମ ଘର ମାନଙ୍କ ରେ ପଶି ଯାଇ ଥାଏ ଆଉ ଆମେ ଭୟଭୀତ ହୋଇ ଯାଇ ଥାଉ । ଆମ ଭାରତ ରେ ବିଭିନ୍ନ ପ୍ରଜାତି ର ବିଷଧର ସାପ ଦେଖିବାକୁ ମିଳି ଥାଏ ଯେମିତି କି ଆନକୋଣ୍ଡା , କୋବ୍ରା , ନାଗ ସାପ କିନ୍ତୁ ଅନେକ ସାପ ଏମିତି ମଧ୍ୟ ଦେଖିବାକୁ ମିଳେ ଯାହା କୁ ଆମେ ଚିହ୍ନି ପାରି ନଥାଉ।

ଆଉ ସେ କେଉଁ ପ୍ରଜାତି ର ସାପ ଜାଣି ପାରି ନଥାଉ।କିନ୍ତୁ ନାଗ ସାପ କୁ ପ୍ରାୟ ଆମେ ସମସ୍ତେ ଚିହ୍ନି ଥାଉ କାରଣ ହିନ୍ଦୁ ଧର୍ମ ଅନୁସାରେ ଏହି ସାପ ଭଗବାନ ଶିବ ଙ୍କ ର ଅତି ପ୍ରିୟ ଅଟନ୍ତି କାରଣ ପୁରାଣ ଅନୁସାରେ ସମୁଦ୍ର ମନ୍ଥନ ସମୟ ରେ ଏହି ସାପ ମାନେ ଭଗବାନ ଶିବ ଙ୍କ ସହିତ ବିଷ ସେବନ କରି ଥିଲେ ଓ ସେବେ ଠାରୁ ଏମାନେ ଭଗବାନ ଶିବ ଙ୍କ ଗଳା ରେ ରହିଛନ୍ତି। ଏମିତି ବି କୁହାଯାଏ ଭଗବାନ ଶିବ ସାପ ବେଶ ରେ ମଧ୍ୟ ଆସି ଥାନ୍ତି। ଏହା ଭଗବାନ ଶିବ ଙ୍କ ର ଅତିପ୍ରିୟ ହୋଇ ଥାଏ ବୋଲି ମନା ଯାଇ ଥାଏ।

ତେବେ ପ୍ରାୟତଃ ନାଗ ସାପ ଟି ଅଧିକତର ଗାଁ ଗହଳି ମାନଙ୍କ ରେ ଦେଖିବାକୁ ମିଳି ଥାଏ ଓ ଅନେକ ସମୟ ରେ ଦେଖି ଥିବେ ଯେ ନାଗ ସାପ ଘରେ ପଶି ଯାଇ ଥାଏ। ନାଗ ସାପ ଏକ ବିଷାକ୍ତ ସାପ ଆଉ ସାପ ର ଚୋଟ ରୁ ବଞ୍ଚିବା ସହଜ କଥା ନୁହେଁ ।ବର୍ତ୍ତମାନ ସମସ୍ତେ ସୋସିଆଲ ମିଡ଼ିଆ ସହ ଜଡ଼ିତ, ତେଣୁ ପ୍ରତ୍ୟେକ ଦିନ ସୋସିଆଲ ମିଡ଼ିଆ ରେ ବିଭିନ୍ନ ପ୍ରକାର ଘଟଣା ଆମେ ଦେଖି ଥାଉ । ତେବେ ଏବେ ସେମିତି ଏକ ଭିଡିଓ ଦେଖିବାକୁ ମିଳିଛି ।

ଛତିଶଗଡ ର କୌଣସି ଏକ ଗ୍ରାମର ଜଣଙ୍କ ଘରେ ଏକ ସାପ ପଶି ଯାଇଛି। ଓ ସେମାନେ ଆଦୌ ଭୟ ନକରି କିମ୍ବା ସାପ କୁ କୌଣସି ପ୍ରକାର କ୍ଷତି ନପହଞ୍ଚାଇ ସାପ ଧରାଳି କୁ ଡାକି ସାପ କୁ ଧରାଇ ଅଛନ୍ତି। ସାପ ଧରାଳି ଜଣଙ୍କ ଅତି ସାବଧାନ ର ସହିତ ସାପ ଟିକୁ କୌଣସି ପ୍ରକାର କ୍ଷତି ନାପହଞ୍ଚାଇ ଧରି ଅଛନ୍ତି। ଏହା ପରେ ସେହି ବ୍ୟକ୍ତି ଜଣଙ୍କ ସାପ କାମୁଡ଼ିଲେ କଣ ସବୁ ପ୍ରାଥମିକ ଚିକିତ୍ସା ଗ୍ରହଣ କରିବା ଆବଶ୍ୟକ ସେହି ବିଷୟ ରେ କହିଛନ୍ତି।

ଯଦି ସାପ ଟି ଆପଣ ଙ୍କୁ କାମୁଡି ଦେଉଛି ତେବେ ବିଲକୁଲ ବି ଭୟ ନକରି ତୁରନ୍ତ ଙ୍କ ସହିତ ପରାମର୍ଶ କରନ୍ତୁ । ସାଧାରଣ ଗାଁ ଗହଳି ରେ ଲୋକ ମାନେ ସାପ କାମୁଡ଼ିଲେ ଗୁଣିଆ ପାଖକୁ ଯାଇ ଥାଆନ୍ତି କିନ୍ତୁ ସେମିତି କରିବା ଉଚିତ୍ ନୁହେଁ । ତେବେ ଯେଉଁ ସାପ ଟିକୁ ଏଠାରେ ଧରା ଯାଇଛି ଏହା ବି ମଧ୍ୟ ବହୁତ୍ ବିଷଧର ଅଟେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।