ଘରର ବୋହୁ ଉପରେ ଶଶୂରର ନଜର, ସମ୍ବେଦନଶୀଳ ଜାଗାକୁ ଟଚ କରୁଛନ୍ତି ଶଶୁର… କଣ କହୁଛି ଏହି ବୋହୂ… ଦେଖନ୍ତୁ Video

ସତରେ ଆଜିକାଲି କୌଣସି ସଂପର୍କରେ ଆଉ ନାହିଁ ନୈତିକତା ର ଚିହ୍ନ ବର୍ଣ୍ଣ। ସବୁ ପ୍ରକାର ସମ୍ପର୍କ କଳୁଷିତ ହେଵାକୁ ବସିଲାଣି। ତେବେ ଅନେକ ସମ୍ପର୍କକୁ ନେଇ ଯେଉଁଭଳି ଭାବରେ ଲଜ୍ୟାଜର ଖବର ସବୁ ସମୟକ୍ରମେ ସାମ୍ନାକୁ ଆସୁଛି ତାହା ବାସ୍ତବରେ ଅତି ନିନ୍ଦନୀୟ ଏବଂ ଦୃଢ଼ ଭାଷାରେ ବର୍ଜନୀୟ ଅଟେ। ଏହିଭଳି ଅନେକ ଖବର ତ ଆପଣ ଅନେକ ସମୟରେ ଜାଣିବାକୁ ପାଉଥିବେ। ସେହିପରି ଏବେ ପୁଣି ସାମ୍ନାକୁ ଆସିଛି ଏମିତି ଏକ ଲଜ୍ୟାକର ଘଟଣା ଯାହା ସାଧାରଣରେ ଏକ ଅଶୋଭନୀୟ ସ୍ଥିତି ସୃଷ୍ଟି କରିଛି। ସଭ୍ୟ ସମାଜରେ ଏପରି ଏକ ଅସଭ୍ୟ କାର୍ଯ୍ୟ କଲାପ ନିନ୍ଦା ଜନକ ସ୍ଥିତିକୁ ବୟାନ କରୁଛି।

ଏହା ବୟାନ କରୁଛି ଯେ କୌଣସି ବି ପବିତ୍ର ସମ୍ପର୍କ ଭିତରେ ଯେମିତି ଆଉ ସମ୍ମାନ ଏବଂ ଉଚିତ୍ ଦୂରତା ନାହିଁ। ତେବେ ଶିକ୍ଷିତ ହୋଇ ଯଦି ଜଣେ ଏପରି ଲଜ୍ୟାଜନକ, ନିନ୍ଦନୀୟ କାର୍ଯ୍ୟ କରେ ତେବେ ଏଥିପାଇଁ କାହାକୁ ଆଉ ଦାୟୀ କରାଯିବ।ସମାଜ ଯେତେ ଆଗକୁ ବଢ଼ିଲେ କଣ ହେବ ଯଦି ମଣିଷର ମାନସିକତା ପରିବର୍ତ୍ତନ ନହୁଏ ତେବେ ଏଥିପାଇଁ କହାକୁ ଦୋଷ ଦେଇ ହେବ। ସଭ୍ୟ ଶିକ୍ଷିତ ସମାଜରେ ଏମିତି ଅନେକ ନିୟାମକ ଥିଲେ ମଧ୍ଯ କିନ୍ତୁ ଏହାର ବ୍ୟତିକ୍ରମ ସଦୃଶ କାମ କରୁଛି ଆଜିର ମଣିଷ।ବେଳେବେଳେ ଏମିତି କିଛି ଉଲ୍ଲେଖନୀୟ ପରିବର୍ତ୍ତନ କିଛି ଲୋକଙ୍କ ପାଖରେ ଦେଖିବକୁ ମିଳିଥାଏ ଯାହା ବାସ୍ତବରେ ବିଶ୍ବାସ ଯୋଗ୍ୟ ହୋଇ ପାରି ନଥାଏ।

ତେବେ ସେହିଭଳି ଏକ ଘଟଣା ବିଷୟରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ ଯାହା ଏବେ ବେଶ ଚର୍ଚ୍ଚା ହେବାରେ ଲାଗିଛି ଏବଂ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଯାହା ସାଧାରଣରେ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ଯେ କଣ ହେଉଛି ଆଜିର ଏହି ମଣିଷ।ଏହି ଘଟଣାରେ ଜଣେ ଶଶୁରର ବୋହୂ ଉପରେ ଖରାପ ନଜର କୁ ନେଇ ଅଭିଯୋଗ ଆସିଛି। ଯେଉଁଠି ବାପା ବୟସର ଶଶୁର ନିଜର ଝିଅ ବୟସର ବୋହୂ ଉପରେ ଖରାପ ନଜର ରଖିବା ସହିତ ଅଶ୍ଳୀଳ ଇଙ୍ଗିତ ମଧ୍ୟ କରିଥିବା ଜଣା ପଡ଼ିଛି। ଆଉ ଶେଷରେ ବୋହୂ ଏ ବିଷୟରେ ମୁହଁ ଖୋଲି ଅଭିଯୋଗ ଆଣିଛନ୍ତି।

ଆପଣ ଏହି ଭିଡିଓରେ ଦେଖନ୍ତୁ କିପରି ଭାବରେ ବୋହୁ ଜଣଙ୍କ ତାଙ୍କ ଶଶୁର କରିଥିବା କଳା କାରନାମା ସମ୍ପର୍କରେ କହିଛନ୍ତି। ଯାହାକୁ ଶୁଣିଲେ ଆପଣଙ୍କ ମୁଣ୍ତ ବି ତଳକୁ ନେଇଯିବ। ତେବେ ଏଥିରେ ଶଶୁର ଜଣଙ୍କର ପ୍ରତିକ୍ରିୟା ଏଯାବତ୍ ମିଳି ପାରିନାହିଁ।ତେବେ ଆଜିର ଦୁନିଆର କିଛି ଏହିପରି ଲୋକ ରହିଛନ୍ତି ଯେଉଁମାନେ ଅନେକ ସମୟରେ ଏମିତି ସଂସ୍କାର ବିହୀନ କାର୍ଯ୍ୟ କରୁଛନ୍ତି, ଏମିତି ଘୃଣ୍ୟ କାମ ସବୁ କରୁଛନ୍ତି ଯାହା ବାସ୍ତବରେ ଲଜ୍ୟାଜନକ ଏବଂ ନିନ୍ଦନୀୟ ଘଟଣା ଏବଂ ପରିତାପର ବିଷୟ ଅଟେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment