ଘରେ କନା ଦ୍ୱାରା ବାନ୍ଧି ରଖନ୍ତୁ ଏହି ଜିନିଷ , କେବେ ଧନର ଅଭାବ ରହିବନି – Sadhu Bani

ହଁ ବନ୍ଧୁ ଗଣ ବହୁତ ସାଧୁ ସନ୍ଥ ଓ ସନ୍ୟାସୀ ମାନେ ବହୁ ପୁରାତନ କାଳରୁ ଆମ ପାଇଁ ଅନେକ ଗ୍ରନ୍ଥ ଓ ପୁସ୍ତକ ସବୁ ରଖିଯାଇଛନ୍ତି, କିନ୍ତୁ ଆମେ ଏସବୁକୁ ଧ୍ୟାନ ଦେଇ ନଥାଉ |ଆଜିର ମୋଡେଲ ଦୁନିଆରେ ରେ ଆମେ ନୀତି ଦୀନ ଆମ ଜାଣ ତୋର ହେଉ କି ଅଜଣା ତୋ ରେ କିଛି ନା ଭୁଲ ହେଇଥାଏ, ଯାହା ଆମକୁ ଜଣା ଥିଲେ ମଧ୍ଯ ଭୁଲ ବୋଲି ଆମେ ସେ ଭୁଲ କରିଥାଉ ଯାହା ଫଳ ଆମ ଜୀବନ ରେ ବହୁତ କିଛି ଏମିତି ଘଟଣା ଘୋଟି ଥାଏ ଯାହା ଆମକୁ ସେଇ ଘଟଣା ପାଇଁ ପସ୍ତେଇବାକୁ ପୋଡି ଥାଏ, ସେଥିପାଇଁ ଦର୍ଶକ ବନ୍ଧୁ ଆଜି ଆପଣ ମାନଙ୍କୁ କିଛି ଏମିତି ଅନୁଚିନ୍ତା ବିଷୟରେ କହିବି ଯାହା କରିବା ଦ୍ୱାର ଓ ନ କରିବା ଦ୍ୱାରା କଣ କଣ ପ୍ରଭାବ ଆମ ଉପରେ ପଡ଼ିବ ଆସନ୍ତୁ ସେଥିପାଇଁ ଆଜିର କିଛି ଅନୁଚିନ୍ତା ବିଷୟରେ ଜାଣିବା |

1- ସବୁ ରୁମରେ ଅର୍ଥାତ ଆପଣଙ୍କ ଘରେ ଯେତୋଟି ରୁମ ରହିଛି ଗୋଟିଏ କପଡ଼ା ନେଇ କିଛି ଧାନ , ସୋରିଷ, ଗହମ, ଡାଲି, ଓ କଳାଜିରା କୁ ବାନ୍ଧି ରଖିଦିଅନ୍ତୁ ଯାହା ଫଳରେ ଆପଣଙ୍କ ଘରର ମଙ୍ଗଳ ହେବ |

2- ସ୍ତ୍ରୀ ଲୋକ ମାନେ ତ ପ୍ରତେକ ଦିନ ସିନ୍ଦୁର ପିନ୍ଧିଥାନ୍ତି, ଆଉ ମନେ ରଖିବେ ସିନ୍ଦୁର ସବୁବେଳେ ମଝିରେ ସୀତା କରି ପିନ୍ଧିବେ, ଆପଣ ମୁଣ୍ଡର ସାଇଡ ରେ ମଧ୍ୟ ସୀତା କରନ୍ତୁ କିନ୍ତୁ ମଝିରେ ପିନ୍ଧିବେ, ତେବେ ଆପଣଙ୍କର ସ୍ୱାମୀର ଆୟୁଷ ବୃଦ୍ଧି ପାଇବ |

3-ରଜ ଦିନ ଆପଣଙ୍କ ଦୁଆରେ ହଳଦୀଆ ଚିତା ଉପରେ ନାଲି ଚିତା ଲଗାଇଲେ ଆସନ୍ତା ରଜ ପର୍ଯ୍ୟନ୍ତ ଆପଣଙ୍କ ଘରେ ଖୁସି ଭରି ରହିବ |

4-ଆପଣଙ୍କ ମୋନିପୋଷରେ ଗୋଟିଏ ଆଶ୍ୱସ୍ତ ପତ୍ରରେ କେଶରରେ ଓଁ ଲେଖି ରଖନ୍ତୁ ପଇସା ଆପଣଙ୍କ ପୋଷରେ କେବେବି ସରିବ ନାହିଁ |

5-ଆପଣ ଯଦି କିଛି ଅଶୁଭ ସ୍ବପ୍ନ ଘର ବିଷୟରେ ଦେଖୁଛନ୍ତି, ତାହେଲେ ଶୋଇବା ଆଗରୁ ଗୋଟିଏ ଖବର କାଗଜ ନେଇ ସେଥିରେ କିଛି ଲୁଣ ନିଅନ୍ତୁ ଆଉ ତାକୁ ଘରର ଯେକୌଣସି କଣରେ ରଖି ଦିଅନ୍ତୁ, ଆଉ ସକାଳେ ଉଠି ଅଧୁଆ ମୁହଁରେ କାହା ସହ କଥା ନ କହି ତାକୁ ବୋହିଯାଉଥିବା ପାଣିରେ ଭୋସାଇ ଦିଅନ୍ତୁ, ଏପରି କରିଲେ ଆପଣ ଆଉ ଖରାପ ସ୍ବପ୍ନ ଦେଖିବେ ନାହିଁ |

6-ଆପଣ ଯଦି କୋୖଣସି ଓଷା ବ୍ରତ କରୁଛନ୍ତି ତାହେଲେ ଏହି ସବୁ ଖାଦ୍ୟ ଖାଇଲେ କିଛି ବି ଅପରାଧ ହୁଏ ନାହିଁ ତାହା ହେଉଛି ଆଖୁ, କ୍ଷୀର, ପାଣି, ପାନ,ଫଳ ଓଁ ଔଷଧ |

7-ଯଦି ଆପଣଙ୍କର ଚର୍ମ ଜଣିତ କୋୖଣସି ରୋଗ ହେଉଥାଏ ତାହେଲେ ଆପଣ ପ୍ରତି ମଙ୍ଗଳବାର ଦିନ ଭୂମିରେ ମୁଣ୍ଡ ଲଗାଇ ନମସ୍କାର କରନ୍ତୁ ଆପଣଙ୍କର ସମସ୍ତ ସମସ୍ୟା ଦୁରେଇ ଯିବ |

ଏହି ପରି ସାଧୁବାଣିର କଥାକୁ ମାନି ଚଳିଲେ ଆପଣଙ୍କର ମଙ୍ଗଳ ହେବ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment