ଦେଖନ୍ତୁ Shocking ଭିଡ଼ିଓ – ଘରକୁ ଚାଲି ଚାଲି ଆସିଲା ଜୀଅନ୍ତା ଶଙ୍ଖ, ପୂଜା ପାଠ କଲେ, ଦୃଶ୍ୟଟିକୁ ଦେଖିଲେ ଛାତି ଥରି ଉଠିବ…

0

ଆପଣମାନେ ସମସ୍ତେ ନିଶ୍ଚିତ ଭାବରେ କେବେନା କେବେ ଅନୁଭବ କରିଥିବେ ଯେ କିଛି ଶୁଭ କିମ୍ବା କିଛି ଅଶୁଭ ଘଟିବା ପୂର୍ବରୁ ଆମକୁ କିଛି ଏହାର ପୂର୍ବ ସଂକେତ ମିଳିଥାଏ। କିନ୍ତୁ ଆମେ ମିଳିଥିବା ପୂର୍ବ ସଙ୍କେତକୁ ଅଣଦେଖା କରିବା ଉଚିତ ନୁହେଁ। ଯଦି ଏହାକୁ ଆମେ ସଚେତନ ଅଣଦେଖା କରିଥାଏ, ପରେ ଏହାର ପରିଣାମ ଅନେକ ଭୋଗିବା ପାଇଁ ପଡ଼ିଥାଏ। ତେଣୁ ଅନେକ ସମୟରେ ଲୋକେ ଏହାକୁ ବିଶ୍ଵାସ କରନ୍ତି ନାହିଁ। ଜାଣି ଶୁଣି ବିଭିନ୍ନ ପ୍ରକାର କାର୍ଯ୍ୟ କରିଥାନ୍ତି। ଶେଷରେ ଏହାର ପରିଣାମ ଭୋଗିବା ପାଇଁ ପଡ଼ିଥାଏ। ତେବେ ବେଳେ ଆମେ ଏପରି କିଛି ଘଟଣା ଦେଖିବା ପାଇଁ ପାଇଥାଉ ଯାହା ଆମେ ନ ଦେଖିଲେ ବିଶ୍ୱାସ କରିପାରିନଥାଉ।

ତେବେ ବନ୍ଧୁଗଣ ବର୍ତ୍ତମାନ ଏଭଳି କିଛି ଦୃଶ୍ୟ ଦେଖିବା ପାଇଁ ମିଳିଛି, ଯାହା ଜାଣିଲା ପରେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହେଇଯିବେ ଏବଂ ଦେହ ଶୀତେଇ ଉଠିବ। ତେବେ ବନ୍ଧୁଗଣ ଏହି ଦୃଶ୍ୟଟି ହେଉଛି, ଘର ଭିତରକୁ ଏକ ଜୀଅନ୍ତା ଶଙ୍ଖ ପଶିଯାଉଥିବାର, ଦେଖିବା ପାଇଁ ମିଳିଛି। କଥାଟି ଆପଣଙ୍କୁ ଯେତିକି ସହଜ ଲାଗୁଥିଲେ ପ୍ରକୃତରେ ଏହା ସେତିକି ସହଜ ନୁହେଁ। ପୂରା ଘଟଣା ଜାଣିବା ପରେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ଆସନ୍ତୁ ଜାଣିବା ପୂରା ଘଟଣା ବିଷୟରେ;

ଏଭଳି ଏକ ଦୃଶ୍ୟ ରାଜଧାନୀ ଭବନେଶ୍ୱର ରେ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ ଜଣେ ମହିଳା ସନ୍ଧ୍ୟା ସମୟରେ ଘରେ ପୂଜା ସାରି ବାହାରକୁ ତୁଳସୀ ଚଉରା ନିକଟକୁ ସନ୍ଧ୍ୟା ଦେବା ପାଇଁ ଆସୁଥିଲେ। ଠିକ ସେହି ସମୟରେ ସେ ଯାହା ଦେଖିଲେ, ପ୍ରଥମେ ନିଜକୁ ବିଶ୍ୱାସ କରିପାରିଲେ ନାହିଁ। ସେ ଏକ ଜୀଅନ୍ତା ଶଙ୍ଖ ଦେଖିବା ପାଇଁ ପାଇଥିଲେ। ତେବେ ସେ ତାଙ୍କ ଘର ପରିବାର ଏବଂ ପଡ଼ୋଶୀଙ୍କୁ ଡାକିଥିଲେ। ସମସ୍ତେ ଏହି ଶଙ୍ଖକୁ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ। କାରଣ ଯଦି ସମୁଦ୍ର କୂଳିଆ ଅଞ୍ଚଳ ହୋଇଛି ଅଲଗା କଥା, ଲୋକେ ଭାବିବେ ଯେ ଏହା ସମୁଦ୍ରରୁ ଉଠି ଆସିଛି। ଏହା ତୋ ରାଜଧାନୀ ଭୁବନେଶ୍ବରରେ ଘଟିଛି। ନିକଟରେ ମଧ୍ୟ ସେମିତି ଗଡ଼ିଆ କିମ୍ବା ପୋଖରୀ ନାହିଁ।

ସେମନେ ଏହାକୁ ଏକ ଏକ ଶୁଭ ସଂକେତ ଭାବି ଶଙ୍ଖଟିକୁ ଆଣି ଠାକୁର ନିକଟରେ ହଳଦି ପାଣିରେ ଗାଧୋଇ ଥିଲେ। ତେବେ ଶଙ୍ଖଟିକୁ ରଖିବା ପାଇଁ ହେଲେ ତାକୁ ଖାଦ୍ୟ ଦେବା ପାଇଁ ପଡିବ, ଏହାପରେ କେତେକ ବୁଦ୍ଧି ଜୀବୀଙ୍କ ପରାମର୍ଶ କ୍ରମେ, ତାଙ୍କର ଖାଦ୍ୟ ମିଳିବା ସମ୍ଭବ ନୁହେଁ, ଆଉ ଯଦି ଖାଦ୍ୟ ପାଇଁ ମରିଯାଏ। ତାହାଲେ ନିଶ୍ଚିତ ଭାବରେ ଅନର୍ଥ ଘଟିବ, ସେଥିପାଇଁ ପୁରୀ ସମୁଦ୍ର କୁଳରେ ନେଇ ଛାଡି ଦେଇ ଆସିଥିଲେ। ଏବଂ ପ୍ରଭୂ ଜଗନ୍ନାଥଙ୍କ ନିକଟରେ ପ୍ରାଥନା କରିଆସିଥିଲେ। ସତରେ ବନ୍ଧୁଗଣ ଏହା ଏକ ଶୁଭ ସଂକେତ ନିଶ୍ଚିତ ଭାବରେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।