Bastu Shastra – ଘରକୁ ମାତା ଲକ୍ଷ୍ମୀ ଆସିବା ପୂର୍ବରୁ ଦେଇ ଥାନ୍ତି ଏହି କିଛି ସଂକେତ l ଶୀଘ୍ର ଦେଖନ୍ତୁ

0

ବନ୍ଧୁଗଣ ଆପଣ ମାନେ ଯଦି ଅମାବାସ୍ୟ ଦିନ ରେ ଘର ପାଖରେ ପେଚା ଦେଖନ୍ତି l ଏବଂ ବିଲେଇ ଯଦି ଘରେ ପସି କ୍ଷୀର ପିଏ , ରାତିରେ ଘରେ ମୂସା ଦେଖନ୍ତି ଏପରି କିଛି ସଂକେତ ଯଦି ଆପଣ ଅମାବାସ୍ୟ ଦିନ ରେ ଦେଖନ୍ତି ତେବେ ଏହା ଗୃହକୁ ମା ଲକ୍ଷ୍ମୀ ଙ୍କର ଆଗମନ ର ସୂଚନା ଦେଇଥାଏ । ଗୁରୁବାର ଦିନ ଓ ଶନିବାର ଦିନ ଘରର କୈଣସି ପ୍ରକାର ସାମଗ୍ରୀ ଭୁଲରେ ବି ବିକ୍ରି କରିବେ ନାହିଁ l ଏହା ଦ୍ୱାରା ମା ଲକ୍ଷ୍ମୀ ଗୃହ ଛାଡି ଚାଲି ଯାଇ ଥାନ୍ତି । ଏବଂ ଆଉ ଗୋଟିଏ ଉପାୟ ଜାଣି ନିଅନ୍ତୁ କି ଘରେ ଯଦି ସର୍ବଦା ଅଭାବ ଲାଗି ରହିଥାଏ l ତେବେ ଯେତେବି ରୋଜଗାର କଲେ ଘରେ ସର୍ବଦା ନିୟଟ ଓ ଅଭାବ ଲାଗି ରହିଥାଏ l

ପ୍ରଥମେ :- ଯଦି ଆପଣ ଏହି ଅଭାବ କୁ ଦ୍ୱର କରିବା ପାଇଁ ଚାହିଁବ ତେବେ ଏହି ଉପାୟ ରେ କରି ପାରିବେ l ଆପଣ ଗୋଟେ ଛୋଟ ପିତଳ ଢାଳରେ କିଛି ଖୁଚୁରା ମୁଦ୍ରା ପୂର୍ଣ୍ଣ କରି ଘରର ପଶ୍ଚିମ ଦିଗ ପାଖ ରେ ରଖି ପ୍ରତି ଦିନ ମୁଣ୍ଡିଆ ମାରନ୍ତୁ l ଏହା ଆପଣ ଙ୍କ ସମସ୍ତ ଅଭାବ କୁ ଶୀଘ୍ର ହିଁ ଦୁର କରିଥାଏ ।

ଦ୍ୱିତୀୟ ରେ :-ଘରର ସାମ୍ନାରେ ପଥର ଜମା କରି ରଖିବେ ନାହିଁ ଓ କଣ୍ଚା ଗଛ ମଧ୍ୟ ରଖନ୍ତୁ ନାହିଁ ଗରୁଡ ଚିତ୍ର ଥିବା ଘଣ୍ଟି ଠାକୁର ଘରେ ବାଜିଲେ ଅଗ୍ନି ଚୋର ଓ ବଜ୍ର ଭୟ ରହେ ନାହିଁ । ଯଦି ଆପଣ ଜାନ ବାହାନ ବିକ୍ରି କରୁ ଛନ୍ତି କିମ୍ବା କୌଣସି ଲୁହା ଜିନିଷ ବିକ୍ରି କରୁ ଛନ୍ତି l ତେବେ ମଙ୍ଗଳ ବାର ଦିନ ମୂଳ ରୁ ବିକ୍ରି କରନ୍ତୁ ନାହିଁ ଏବଂ କୈଣସି ପରିସ୍ଥିତି ରେ ଜମି ବିକ୍ରି ଆଦି ଗୁରୁବାର ଦିନ ଆଦୌ ବିକ୍ରି କରନ୍ତୁ ନାହିଁ ।

ତୃତୀୟ ରେ :- ଯଦି ଧଳା ପେଚା ଘର ଉପରେ ବସନ୍ତି ବା ରାସ୍ତାରେ ଯଦି ଆପଣ ମାନେ ଦେଖନ୍ତି l ତେବେ ଏହା ଆପଣ ଙ୍କ ପାଇଁ ଅତ୍ୟନ୍ତ ହିଁ ଶୁଭ ହୋଇଥାଏ । ଘରେ ଯଦି ନେଉଳ ଧଳା ପରା କିମ୍ବା ଧଳା ପାରାର ମୃତି ରଖନ୍ତି ତେବେ ଘରର ମଙ୍ଗଳ ହୋଇଥାଏ ।

ଗୃହରେ ଦକ୍ଷିଣ ପ୍ରାର୍ଶ୍ୱ ରେ ତୁଳସୀ ଚଉରା କୁ ରଖନ୍ତୁ ଏବଂ ଯାତ୍ରା ସମୟ ରେ ତୁଳସୀ ମୂଳର ମାଟି ନିଜ ମୁଣ୍ଡରେ ଲଗାନ୍ତୁ ଆପଣଙ୍କ ସବୁ କାର୍ଯ୍ୟ ସଫଳ ହେବ l

ମାତା ଲକ୍ଷ୍ମୀ ଆସିବl ପୂର୍ବରୁ ଏମିତି କିଛି ପ୍ରକାର ଲକ୍ଷଣ ବା ସଂକେତ ଦେଇ ଥାନ୍ତି l ଯାହାକି ଆମେ ଜାଣି ପାରୁ ନାହୁଁ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।