ଘରର ଅଭାବ ଅସୁବିଧା ଦୂର କରିବାର ଏହି ଉପାୟ ବେଶ୍ ପ୍ରଭାବଶାଳୀ – ଏହା କଲେ ଘରର ଅଭାବ ଦୂର ହେବ , ଥରୁଟିଏ ନିଶ୍ଚୟ ପଢି ଦିଅନ୍ତୁ

0

ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏମିତି ଏକ ଉପାୟ ଯାହା ଆପଣମାନଙ୍କ ଜୀବନରେ ଅଭାବ ଅସୁବିଧା ଦୂର କରିବାରେ ସକ୍ଷମ ହେବ । ବହୁତ ଲୋକ ମାନେ ଏମିତି ରହିଛନ୍ତି ଯେଉଁ ମାନଙ୍କୁ ଆପଣ ମାନେ ଦେଖି ଥିବେ କି ସେମାନଙ୍କୁ କିଛିବି ଅଣ୍ଟେ ନାହିଁ କି ସେମାନଙ୍କ ପାଖରେ ସେମାନେ ଧନକୁ ରଖି ପାରନ୍ତି ନାହିଁ । ସେହି ପରି ଭାବେ ଆପଣ ମାନେ ଦେଖି ଥିବେ ବହୁତ ଲୋକ ମାନେ ଏପରି କହିଥାନ୍ତି କି ସେମାନେ ବହୁତ ପରିମାଣ ରେ ଆୟ କରି ଥାନ୍ତି । ହେଲେ ସେମାନଙ୍କ ପାଖରେ ଟଙ୍କା ଟିଏ ବି ରହୁ ନାହିଁ ।

ତେବେ ଏହି ପରି କ୍ଷେତ୍ରରେ ଆମେ ଆପଣ ମାନଙ୍କ ପାଖରେ ଏହି ସବୁର ସଂମ୍ପର୍ଣ୍ଣ ଭାବେ ସମାଧାନ ନେଇ କରି ଆସିଛୁ । ଯାହାକୁ ଆପଣ ମାନେ ଜାଣିବା ପରେ ନିଶ୍ଚିତ ଭାବେ ଆପଣ ମାନଙ୍କ ଏହି ସବୁ ଚିନ୍ତା ଦୂର ହେବ ।

ଯାହା ଦ୍ୱାରା ଆପଣଙ୍କର ଆପେ ଆପେ ବଢିବାରେ ଲାଗିବ ଧନର ଭଣ୍ଡାର । ଆଜିକାଲି ଦୁନିଆରେ ଟଙ୍କା ଏକ ଗୁରୁତ୍ୱପୂର୍ଣ୍ଣ ଜିନିଷ ହୋଇଯାଇଛି । ସମସ୍ତେ ଚାହିଁଥାନ୍ତି କି ସେମାନଙ୍କର ଘର ଟଙ୍କା ପଇସାରେ ଭରି ରହିଥାଉ । କଠିନ ପରିସ୍ରମ , ନିଷ୍ଟା ଏବଂ କୌଶଳତାର ସହିତ ଆପଣ ମାନେ ଧନ ବୃଦ୍ଧି କରିପାରିବେ । ଏହା ସହିତ ଧନ ବୃଦ୍ଧି ପାିଇଁ ଘରର ବାସ୍ତୁ ଠିକ ରହିବା ଆବଶ୍ୟକ ।

ଯଦି ଆପଣଙ୍କର ଘରେ ଭରପୁର ମାଚତ୍ରାରେ ସକତାର୍ମକ ଶକ୍ତି ରହିଥାଏ ତେବେ ଆପଣଙ୍କ ଘରକୁ ମାତା ଲକ୍ଷ୍ମୀ ବହୁତ ଶୀଘ୍ର ଆସିଥାନ୍ତି । ଯେଉଁ ଘରେ ଅଧିକ ନକରାତ୍ମକ ଶକ୍ତି ରହିଥାଏ ସେ ଘରକୁ ମାତା ଲକ୍ଷ୍ମୀ କେବେବି ଆସିନଥାନ୍ତି ।

ଗୋଟିଏ କୁନି ଛୋଟ ପିତଳ ଢାଳକୁ ଆଣନ୍ତୁ । ପରେ ସେହି ଥିରେ କୟନ୍ ଗୁଡିଏ ଫୁଲ୍ କରି ଦେବେ ଆପଣ ମାନେ ଏହି ପାଇଁ ବିଭିନ୍ନ ପ୍ରକାରର କୟନ୍ ର ବ୍ୟବହାର କରି ପାରିବେ । ତେବେ ଏହି ପାତ୍ରକୁ କୟନ୍ ରେ ସଂମ୍ପର୍ଣ୍ଣ ଭାବେ ଫୁଲ କରିବା ପରେ ଆପଣ ମାନେ ସେହି ପାତ୍ର କୁ ଘରର ପଶ୍ଚିମ ପାଖରେ ଥିବା ଘର ନିକଟ ଏହାକୁ ରଖନ୍ତୁ । ଏବଂ ପ୍ରତି ଦିନ ଆପଣ ମାନେ ସେହି ଠାରେ ମୁଣ୍ଡିଆ ମାରନ୍ତୁ । ତେବେ ଆପଣ ମାନେ ଏହାକୁ କେବଳ ମାସେ ବା ଦୁଇ ମାସ ପରିକ୍ଷା କରନ୍ତୁ । ତେବେ ଦେଖିବେ ଆପଣ ମାନଙ୍କ ଭାଗ୍ୟ କେଉଁ ପରି ଭାବେ ବଦଳିବାରେ ଲାଗୁଛି ।

ଆପଣ ମାନେ ଦେଖିବେ ବିଭିନ୍ନ ଆଡୁ ଆପଣଙ୍କ ପାଖକୁ ଧନ ଆସିବାରେ ଲାଗିବ । ଏବଂ ଆପଣ ମାନଙ୍କୁ ବ୍ୟବସାୟରେ ବହୁତ ପରିମାଣ ରେ ଉନ୍ନତି ହେବ । ତେବେ ଏହି ଉପାୟ କୁ କରିବା ପରେ ଆପଣ ମାନଙ୍କ ଧନ ଆସିବାର ବାଟ ଫିଟି ଯିବ । ଏବଂ ଆପଣ ମାନେ ବହୁତ ଜଲ୍ଦି ଏହି କାର୍ଯ୍ୟ ସୁଫଳ ପାଇବେ । ତେବେ ମନେ ରଖନ୍ତୁ ଏହାକୁ କୈଣସି ଉଚ୍ଛ ସ୍ଥାନ ରେ ରଖନ୍ତୁ ନଚେତ୍ କୁକୁର ବା ଅନ୍ୟ ପଶୁ ମାନେ ମୁହଁ ମାରି ପାରନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।