Teeth Care – ଘରେ ବସି ମାତ୍ର ୨ ମିନଟ୍ ରେ ନିଜ ଦାନ୍ତ କୁ ମୋତି ଭଳି ଚମକାନ୍ତୁ 100% ଗ୍ୟାରେଣ୍ଟି

0

ସମାଜରେ ଗୋଟିଏ ସୁସ୍ଥ ଜୀବନ ଅତିବାହିତ କରିବା ପାଇଁ ଗୋଟିଏ ସୁସ୍ଥ ଶରୀରର ଆବଶ୍ୟକତା ରହିଥାଏ । ଯଦି ଆପଣଙ୍କ ଶରୀର ସୁସ୍ଥ ନାହିଁ ତେବେ ଆପଣଙ୍କ ପାଖରେ ଯେତେ ଧନ ସମ୍ପତ୍ତି ଥିଲେ ମଧ୍ୟ ତାର କୌଣସି ମୂଲ୍ୟ ନାହିଁ । ଆମ ଶରୀର 5 ଟି ଇନ୍ଦ୍ରିୟ ମାନଙ୍କ ଦ୍ୱାରା ଗଠିତ ହୋଇଛି ଏବଂ ସେଥି ମଧ୍ୟରୁ ଦାନ୍ତ ହେଉଛି ସମ୍ପୂର୍ଣ୍ଣ ଭିନ୍ନ ଏବଂ ସ୍ୱତନ୍ତ୍ର । ଯାହାକି ଉଭୟ ଆମର ସ୍ୱାସ୍ଥ୍ୟ ଏବଂ ସୁନ୍ଦରତାକୁ ବିବେଚନା କରିଥାଏ , କିନ୍ତୁ ଅନେକ ସମୟରେ ଆମେ ଆମର ହଳଦିଆ ଦାନ୍ତକୁ ନେଇ ଚିନ୍ତିତ ରହିଥାଉ ।କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ସହଜ ଉପାୟ ବିଷୟରେ ଜଣାଇବୁ , ଯାହାକି ଆପଣଙ୍କ ଦାନ୍ତକୁ ମୋତି ଭଳି ଚମକାଇବ ।

ଆବଶ୍ୟକ ସାମଗ୍ରୀ :-

ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ଆବଶ୍ୟ ସାମଗ୍ରୀ ଗୁଡିକ ହେଉଛି –
1. ଏକ ଚାମଚ ସୋରିଷ ତେଲ
2. ଅଧା ଚାମଚ ହଳଦୀ ଗୁଣ୍ଡ
3. ଅଧା ଚାମଚ ଲୁଣ
4. ଏକ ଚାମଚ ଲବଙ୍ଗ ଗୁଣ୍ଡ

ପ୍ରସ୍ତୁତ ପ୍ରଣାଳୀ :-

ପ୍ରଥମେ ଆପଣ ଏକ ବାଉଲ ନିଅନ୍ତୁ , ସେଥିରେ ଏକ ଚାମଚ ସୋରିଷ ତେଲ ଓ ଅଧା ଚାମଚ ହଳଦୀ ଗୁଣ୍ଡ କୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଏହାକୁ ଅତି କମରେ ଦୁଇ ମିନିଟ ପର୍ଯ୍ୟନ୍ତ ଏକ ଶୁଷ୍କ ସ୍ଥାନରେ ରଖି ନିଅନ୍ତୁ । ଦୁଇ ମିନିଟ ପରେ ଏଥିରେ ଆଡ କରନ୍ତୁ ଅଧା ଚାମଚ ଲୁଣ ଏବଂ ଏକ ଚାମଚ ଲବଙ୍ଗ ଗୁଣ୍ଡ ପକାଇ ଏସବୁକୁ ଭଲ ଭାବରେ ମିକ୍ସ କରି ନିଅନ୍ତୁ । ଏହି ସବୁ ସାମଗ୍ରୀ ଗୁଡିକ ଆପଣଙ୍କୁ ଅତି ସହଜରେ ମିଳିଯିବ ଏବଂ ଏଥିରେ କୌଣସି ଟଙ୍କା ଖର୍ଚ୍ଚ କରିବାକୁ ପଡିବ ନାହିଁ । ଯାହାକି ଆପଣଙ୍କ ଦାନ୍ତ କୁ ଧଳା କରିବା ସହ ଦାନ୍ତର ସମସ୍ତ ସମସ୍ୟା ମଧ୍ୟ ସମାଧାନ କରିଥାଏ ।

ବ୍ୟବାହର ପ୍ରଣାଳୀ :-

ବର୍ତ୍ତମାନ ଏହି ଉପଚାରଟି ପ୍ରସ୍ତୁତ ହୋଇ ସାରିଛି , ଏବେ ଆପଣ ଏହାକୁ ବ୍ୟବହାର କରି ପାରିବେ । ତେବେ ପ୍ରତି ଦିନ ଦୁଇ ଥର ଏହାକୁ ବ୍ୟବହାର କରିବା ଆବଶ୍ୟକ ଅଟେ । ସବୁଦିନ ସକାଳେ ଏବଂ ସନ୍ଧ୍ୟାରେ ଆପଣ ଏହାକୁ ଏକ ଆଙ୍ଗୁଳି ବା ବ୍ରସ ସାହାର୍ଯ୍ୟରେ ଦାନ୍ତରେ ଲଗାଇ ଦିଅନ୍ତୁ । ଏହାକୁ 2-3 ମିନିଟ ପର୍ଯ୍ୟନ୍ତ ରଖି ନିଅନ୍ତୁ , ପରେ ଧୋଇ ଏହାକୁ ସଫା କରି ନିଅନ୍ତୁ । ଏହି ପରି କରିବା ଦ୍ୱାରା ଆପଣଙ୍କ ଦାନ୍ତ ମୋତି ପରି ଚମକିବା ସହ ଦାନ୍ତର ସମସ୍ତ ପ୍ରକାର ସମସ୍ୟା ମଧ୍ୟ ଭଲ ହୋଇଯିବ । ତେବେ ଆପଣ ଏହି ଉପଚାର ଟିକୁ ଏକ ସପ୍ତାହ ନିୟମିତ ଭାବରେ ବ୍ୟବାହର କରନ୍ତୁ , ସମସ୍ତ ସମସ୍ୟା ଦୂର ହେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।