ଘରେ ଏକା ରୋଷେଇ କରୁଥିଲା ଯୁବତୀ ..ପଶିଗଲେ ଯୁବକ… ଆଉ ତା’ ପରେ… ଦେଖନ୍ତୁ Video

ସୋସିଆଲ ମିଡ଼ିଆରେ ରେ ବିଭିନ୍ନ ସମୟରେ ଅଭାବନୀୟ ଘଟଣା ସବୁ ନଜର କୁ ଆସିଛି ଯାହା ଆପଣ ମାନେ ବିଭିନ୍ନ ସମୟରେ ସୋସିଆଲ ମିଡ଼ିଆରେ ଦେଖିଥିବେ। ଆଉ ଏବେ ସେହିପରି ଏକ ଘଟଣା ସମ୍ନାକୁ ଆସିଚି ଯେଉଁଠାରେ ଜଣେ ଯୁବକ କେହି ନଥିବା ବେଳେ ଯୁବତୀ ସହ ଯାହା କରିଲେ ଜାଣିବା ପରେ ମୁଣ୍ଡରେ ହାତ ଦେବେ। ଏହିଠାରେ ଏମିତି ଏକ ଘଟଣା ସମ୍ନାକୁ ଆସିଛି ଯାହା ସୋସିଆଲ ମିଡ଼ିଆରେ ଜୋର ରେ ଭାଇରଲ ହେବାରେ ଲାଗିଛି। ଆଉ ଏହି ସମୟରେ ଅନେକ ଘଟଣା ଯାହା ଆପଣ ମାନେ ସମାଜ ରେ ଦେଖିବାକୁ ପାଇଥିବେ। ଆଉ ଏଠି ଯେଉଁ ଭଳି ଘଟଣା ଏବେ ସମ୍ନାକୁ ଆସିଛି ତାହା ଏବେ ରାଜ୍ୟରେ ଅଧିକାଂଶ ସମୟରେ ନଜର କୁ ଆସିଛି ଯାହା ଆପଣ ମାନେ ମଧ୍ୟ ଦେଖିଥିବେ।

ଆଉ ଏହି ଘଟଣା ଟି ଯାହା ହୋଇଛି ତାହା ସମାଜ ପାଇଁ ଅତି ନିନ୍ଦନୀୟ ହେଲେ ସେହିଭଳି ଘଟଣା ବର୍ତ୍ତମାନ ସମୟରେ ସବୁ ସମୟରେ ଆସୁଛି। ଏଠାରେ ଘରେ ନଥିବା ସମୟରେ ଜଣେ ଯୁବକ ଗୋଟିଏ ଝିଅ ସହିତ ଏମିତି କିଛି କରି ଏବେ ବାହାରେ ବୁଲୁଛି। ଏହି ଘଟଣା ଟିରେ ତାଙ୍କର ପରିବାର ଲୋକ ଜାଣିବା ପରେ ନିକଟସ୍ଥ ଥାନାରେ ଅଭିଯୋଗ କରିବା ପରେ ମଧ୍ୟ ଏହିଠାରେ ମୁଖ୍ୟ ଅଭିଯୁକ୍ତ ଖୁଲମ ଖୁଲା ବୁଲୁ ଥିବା ନେଇ ଏବେ ପୀଡ଼ିତ ର ମାଆ ଅଭିଯୋଗ ଆଣିଛନ୍ତି ଯାହା ଆପଣ ମାନେ ଏଠାରେ ଦେଖିବାକୁ ପାଇଥିବେ।

ଆଉ ସେହି ଝିଅ ଟି ସେହିଦିନ ଏକା ରହିଥିଲେ ଏବଂ ତାଙ୍କ ମାଆ ସେହି ଯୁବତୀଙ୍କୁ ବଡ ବାପା ଓ ବଡ଼ ବୋଉ ପାଖରେ ଛାଡି ଦେଇ ବେଙ୍ଗଲ ପଳେଇ ଥିଲେ ଯାହା ଏଠାରେ ସେ ନିଜେ କହିଛନ୍ତି। ଆଉ ଏହି ଦିନ ଯୁବତୀ ର ବାପା ଆସିବାର ଥିଲା ସେଥିପାଇଁ ଯୁବତୀ ଟି ରୋଷେଇ ପାଇଁ ପାଇପ କୁ ପାଣି ପାଇଁ ଯାଇଥିଲେ ଏବଂ ସେଠାରେ ସେହି ଯୁବକ ଜଣଙ୍କ ଆସି କହିଥିଲେ ଯେ ପାଇପ ମାରିବି ଆଉ ସେ ଚାଉଳ ଧୋଇ ଦେବେ। ଆଉ ଶେଷରେ ତାଙ୍କୁ ସଂଗେ ସଙ୍ଗେ ଘର ଭିତରକୁ ଟାଣି ନେଇଥିଲେ ଯାହା ଏଠାରେ ସୂଚନା ଯୋଗ୍ୟ।

ଆଉ ଏହି ଘଟଣା ଟିରେ ସେ ଘର ଭିତର କୁ ଟାଣି ନେବା ପରେ ଝିଅ ସହିତ ଜବରଦସ୍ତ ଦୁଷ୍କର୍ମ କରିଥିଲେ ଯାହା ଏଠାରେ ଜାଣିବାକୁ ମିଳିଛି। ଆଉ ଏହା ହେବା ପରେ ତାଙ୍କ ପରିବାର ଲୋକ ପ୍ରଥମେ ଥାନା ରେ ଅଭିଯୋଗ ପରେ କିଛି ତଦନ୍ତ ସେମିତି କରି ନଥିଲେ ଆଉ ଶେଷ ରେ SDPO ଙ୍କ ପାଖରେ ପହଂଚି ଆଉ ଥରେ ଅଭିଯୋଗ କରୁଛନ୍ତି ଯାହା ଏଠାରେ ସୁଚନା ଯୋଗ୍ୟ। ଆଉ ତାଙ୍କର ଏହି ଘଟଣା କୁ IIC ଠିକ ଭାବରେ ତଦନ୍ତ କରି ନାହାଁନ୍ତି ବୋଲି ସେ ଏଠାରେ କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment