ଘରେ ମୋ ମା ମୋତେ ପାଗଳ ଡାକନ୍ତି ..ସବୁ ଆର୍ଟିଷ୍ଟଙ୍କ ମଧ୍ୟରେ ଟିକେ ନା ଟିକେ ପାଗଳପନ ରହିବା ଦରକାର… ଏ ନେଇ କଣ କହୁଛନ୍ତି ଅଭିନେତ୍ରୀ ପ୍ରିୟଙ୍କା, ଦେଖନ୍ତୁ Video

ତେବେ ଦର୍ଶକ ବନ୍ଧୁ ନିଜର ଅଭିନୟ ମାଧ୍ୟମରେ ଦର୍ଶକ ଙ୍କ ମନକୁ ଛୁଇଁ ପାରୁଥିବା ଓ ନିଜର ବହୁତ ସାରା ପ୍ରତିଭା ମାଧ୍ୟମରେ ସମସ୍ତଙ୍କର ଅତି ପ୍ରିୟ ର ପାତ୍ର ହେଇପାରୁଥିବା ପ୍ରିୟଙ୍କା ମହାପାତ୍ର ଙ୍କୁ ତ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ | ତାହା ସହିତ ତାଙ୍କର ଏକ୍ଟିଂ ଲାଇଫ କୁ ଆସିବା ପାଇକି କଣ ସବୁ କଷ୍ଟ କରିଛନ୍ତି ଓ ତାଙ୍କର ଘର ଲୋକ କେଉଁଭଳି ଭାବରେ ତାଙ୍କୁ ଏହି ଏକ୍ଟିଂ ଲାଇଜ ଲାଇଫ କୁ ଆସିବାରେ ସପୋର୍ଟ କରିଛନ୍ତି କି ନାହିଁ | ସେ ସମସ୍ତ ଘଟଣା ବିଷୟରେ ପ୍ରକାଶ କରିକି କହିଛନ୍ତି ପ୍ରିୟଙ୍କା | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ଆମେ ଜାଣିଛୁ କି ତେବେ ସୂଚନା ଅନୁସାରେ ପ୍ରିୟଙ୍କା ମହାପାତ୍ର ବହୁତ ଭଲ ଏକ୍ଟିଂ କରିବା ସହିତ, ଭଲ ମିମି କ୍ରି ମଧ୍ୟ କରି ପାରନ୍ତି | ତାହା ସହିତ ପ୍ରିୟଙ୍କା ହେଉଛନ୍ତି ଜଣେ ଭଲ ସିଙ୍ଗର ମଧ୍ୟ | ତେବେ ପ୍ରିୟଙ୍କା ଙ୍କର କହିବା ଅନୁସାରେ ଫ୍ଲିମ ଆଉ ସିରିଏଲ ମଧ୍ୟରେ ତାଙ୍କୁ ସିରିଏଲ ରେ ଭଲ ପଇସା ମିଳେ | ମାସକୁ ଜଣେ ଚାକିରିଆ ଭଳି ଦରମା ମଧ୍ୟ ମିଳିଯାଏ ବୋଲି କହିଛନ୍ତି |

ତାହା ବ୍ୟତୀତ ଯେତେବେଳେ ପ୍ରିୟଙ୍କା ଫ୍ଲିମ ଲାଇନ କୁ ଆସିଥିଲେ ତାଙ୍କୁ କେହି ଘର ଲୋକ ସପୋର୍ଟ କରୁ ନ ଥିଲେ | କିନ୍ତୁ ପରେ ତାଙ୍କୁ ଟିଭି ରେ ଦେଖିବା ପରେ ତାଙ୍କ ର ବାପା ଆଉ ଭାଇ ସପୋର୍ଟ କରିଥିଲେ | ତେବେ ପ୍ରିୟଙ୍କା ଆହୁରି ମଧ୍ୟ କହିଥିଲେ କି ତାଙ୍କୁ ଘରେ ତାଙ୍କର ମା ପାଗିଳି ବୋଲି ଡାକନ୍ତି | ଆଉ ସେ ବର୍ତ୍ତମାନ ଗୋଟିଏ ସିରିଏଲ ” ତୁ କହିବୁ ନାଁ ମୁଁ ” ରେ ଅଭିନୟ କରୁଛନ୍ତି | ଆଉ ବହୁତ ପ୍ରସଂଶା ମଧ୍ୟ ସାଉଣ୍ଟୁ ଛନ୍ତି ପ୍ରିୟଙ୍କା | ତେବେ ସେ ନୂଆବୋହୂ ଓ ହେ ପ୍ରଭୁ ରେ ମଧ୍ୟ ଏକ୍ଟିଂ କରି ସାରିଛନ୍ତି |ତେବେ ତାଙ୍କର ଏକ୍ଟିଂ ଲାଇନ କୁ ଆସିବାର ଇଚ୍ଛା ପିଲା ଦିନରୁ ଥିଲା |

ଆଉ ପ୍ରିୟଙ୍କା ଅଭିନୟ କୁ ପିଲା ଦିନରୁ ହିଁ ଭଲ ପାଉଥିଲେ | ଆଉ କହିଛନ୍ତି କି ସେ ଆଇନା କୁ ଦେଖିକି ପିଲା ଦିନେ ବିଭିନ୍ନ ପ୍ରକାରର ଅଭିନୟ କରୁଥିଲେ |ଆଉ ସେହି ଇଚ୍ଛା ତାଙ୍କୁ ଆଜି ଏଠି ପହଞ୍ଚାଇଛି | ଆଉ ତାଙ୍କର ଗୋଟିଏ ଇଚ୍ଛା ଅଛି କି ସେ ନେସନାଲ ଟିଭି ଶୋ ରେ କାମ କରିବେ ଓ ଆଣ ଓଡିଶା ର ଯେଉଁ ଧର୍ମ, ସଂସ୍କୃତି ଓ ପରମ୍ପରା ରହିଛି ତାକୁ ବହୁତ ଆଗକୁ ନେଇଯିବେ | ଆଉ ପ୍ରିୟଙ୍କା ଙ୍କର ଏହି କଥା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ମଧ୍ୟ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment