ଆପଣ ମାନେ ସୋସିଆଲ ମିଡ଼ିଆ ସହିତ ନିଶ୍ଚତ ଭାବେ ଜଡ଼ିତ ଥିବେ। ଆଉ ସୋସିଆଲ ମିଡିଆରେ ସବୁ ଭିଡ଼ିଓ ଗୁଡ଼ିକ ମଧ୍ୟ ଦେଖିବାକୁ ପାଇଥିବେ। ସୋସିଆଲ ମିଡିଆରେ ଲୋକେ ଖାଲି ସମୟ ବିତାଉ ଛନ୍ତି ତା ନୁହେଁ ଏଥିରୁ ସେମାନେ ରୋଜଗାର ମଧ୍ୟ କରୁଛନ୍ତି ଏହା ସହିତ ସମସ୍ତଂକ ସାମ୍ନାରେ ନିଜକୁ ପରିଚିତ ମଧ୍ୟ କରାଇ ପାରୁଛନ୍ତି। ତେବେ ସୋସିଆଲ ମିଡିଆ ରେ ସେମିତି ନିଜର ପରିଚୟ ତିଆରି କରିଥିବା ଦୁଇ ଷ୍ଟାର ହେଉଛନ୍ତି ରୂପା ଆଉ ପିଣ୍ଟୁ।ଓଡ଼ିଶାର ନଂ ୱାନ ବ୍ଲଗର ରୂପା ପିଣ୍ଟୁଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ।ଆପଣ ମାନେ ଯଦି ସୋସିଆଲ ମିଡ଼ିଆ ବ୍ୟବହାର କରୁଥିବେ ତେବେ ରୂପା ପିଣ୍ଟୁଙ୍କ ଅନେକ ବ୍ଲଗ୍ ଦେଖିବାକୁ ପାଇ ଥିବେ ଆଉ ଏ ସବୁକୁ ପସନ୍ଦ ମଧ୍ୟ କରୁଥିବେ।
ତେବେ ବର୍ତ୍ତମାନ ସମୟରେ ମଧ୍ୟ ରୂପା ପିଣ୍ଟୁଙ୍କ ଏକ ସୁନ୍ଦର ବ୍ଲଗ୍ ଭିଡିଓ ସାମ୍ନାକୁ ଆସିଛି ଯେଉଁ ଭିଡିଓ ରେ ଖୁବ୍ ମଜା ମସ୍ତି ରହିଛି ଯାହା ଦେଖିଲେ ଆପଣଙ୍କୁ ଖୁବ୍ ପସନ୍ଦ ଆସିବ। ଭିଡିଓଟି ବେଶ୍ ମନଛୁଆଁ ହୋଇ ପାରିଛି। ତେବେ ଆପଣ ପ୍ରତିଦିନ ରୂପା ପିଣ୍ଟୁଙ୍କ ବ୍ଲଗ ସୋସିଆଲ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ୟୁଟ୍ୟୁବ ଚ୍ୟାନେଲରେ ଦେଖିବା ପାଇଁ ପାଉଥିବେ। ଆଜି ପିଣ୍ଟୁ ତାଙ୍କ ଘରକୁ ଏକ ନୂଆ ଜିନିଷ ଆଣିଛନ୍ତି ତେବେ କଣ ଆଣିଛନ୍ତି ଆସନ୍ତୁ ଜାଣିବା।
ଆଜିର ବ୍ଲଗ୍ ରେ ଦେଖିବା ପାଇଁ ମିଳୁଛି ବହୁତ୍ ସାରା ମଜାମସ୍ତି।ପିଣ୍ଟୁଙ୍କ ଗୃହ ପ୍ରତିଷ୍ଠା ଖୁବ୍ ଭଲ ଭାବରେ ହୋଇଛି। ଆଉ ଘରେ ଗୋଟିଏ ଖୁସିର ମହାଲ୍ ତିଆରି ହୋଇଛି। ସମସ୍ତଂକ ମୁହଁରେ ହସ ଆଉ ଖୁସି ଦେଖିବା ପାଇଁ ମିଳୁଛି । ସମସ୍ତେ ଖୁବ୍ ଏଞ୍ଜୟ୍ ମଧ୍ୟ କରୁଛନ୍ତି। ଭିଡିଓରେ ଏମିତି ବହୁତ୍ ସାରା ମଜା ମସ୍ତି ଦେଖିବା ପାଇଁ ମିଳିଛି। ପିଣ୍ଟୁ ତାଙ୍କ ଘରକୁ ଖୁବ୍ ସୁନ୍ଦର୍ ଭାବେ ସଜାଇଛନ୍ତି ଆଉ ଆଜି ପିଣ୍ଟୁ ନୂଆ ଡ଼ାଇନିଙ୍ଗ ସେଟ୍ ମଧ୍ୟ ଆଣିଛନ୍ତି।
ତେବେ ପିଣ୍ଟୁଙ୍କ ପରିବାର ଏକ ସୁନ୍ଦର୍ ପରିବାର। ସମସ୍ତେ ମିଳିମିଶି ହସ ଖୁସିରେ ପରସ୍ପରକୁ ସହଯୋଗ କରିଥିବାର ଦେଖିବା ପାଇଁ ମିଳିଥାଏ। ହସ ଖୁସି ମଜା ମସ୍ତି ଭିତରେ ସେମାନଙ୍କ ଦିନ କଟେ ଯାହାକି ଦର୍ଶକ ମାନଙ୍କୁ ଖୁବ୍ ପସନ୍ଦ ଆସିଥାଏ। ଆଜିର ଭିଡିଓରେ ମଧ୍ୟ ପୁରା ପରିବାର ଏକାଠି ଆସିଛନ୍ତି ଆଉ ସମସ୍ତେ ମଜା ମସ୍ତି କରିଛନ୍ତି। ଭିଡିଓଟି ଦର୍ଶକ ମାନଙ୍କୁ ଖୁବ୍ ପସନ୍ଦ ଆସିଛି। ଏହା ସହିତ ଦର୍ଶକ ମାନେ ଏହି ଭିଡିଓ ଉପରେ ଖୁବ୍ ସୁନ୍ଦର୍ ସୁନ୍ଦର୍ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି। ତେବେ ଏହି ସୁନ୍ଦର ଭିଡିଓ ଦେଖିଲା ପରେ ଆପଣ ଜାଣି ପାରିବେ ଏହା କେତେ ସୁନ୍ଦର୍ ହୋଇଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।