ଅର୍ଚ୍ଚନା ( Archana ) କୁ ଗୁଳି ମାରିବାକୁ ବାଟରେ ଜଗିଥିଲେ ସୁପାରୀ କିଲର୍ ,ହେଲେ ପୋଲିସ୍ ଖେଳିଲା ଖେଳ… ଦେଖନ୍ତୁ ଭାଇରାଲ Video

ବନ୍ଧୁଗଣ ବର୍ତମାନ ଅର୍ଚନ ନାଗଙ୍କ ଖବର ଏବେ ସୋସିଆଲ ମିଡିଆରେ ଖୁବ ଦ୍ରୁତ ଗତିରେ ଭାଇରାଲ ହେବାର ଦେଖିବାକୁ ପାଉଥିବେ ଆପଣ |ଆପଣ ଜାଣିଥିବେ ଯେ ଅର୍ଚନାଙ୍କୁ କାହିଁକି ପୋଲିସ ଗିରଫ କରିଥିଲା ଏବଂ ତାଂକୁ କାହିଁକି ବେଲ ମିଳିନଥିଲା |ଆପଣ ଆଗରୁ ଅନେକ ଖବର ସୋସିଆଲ ମିଡିଆରେ ଦେଖିବାକୁ ପାଈଥିବେ ନିଶ୍ଚିତ ହେଲେ ଅର୍ଚନା ନାଗଙ୍କ ଏହି ଖବର ସମସ୍ତଙ୍କ ଠାରୁ ଅଲଗା |ଆଗରୁ ସମସ୍ତଙ୍କ ମନରେ ପ୍ରଶ୍ନ ଥିଲା ଯେ ଅର୍ଚନାନାଗକୁ ପୋଲିସ କାହିଁକି ଏତେ କଡା ସୁରକ୍ଷା ଦେଉଛି, ଆଉ ଅର୍ଚନା ନାଗକୁ ଯେତେବେଳେ କୋର୍ଟକୁ ଅଣା ଯାଇଥିଲା ତାଙ୍କୁ କାହିଁକି ବନ୍ଦ କରି ରଖା ଯାଇଥିବା ଭେନରେ ଅଣା ଯାଇଥିଲା |ତେବେ ଆସନ୍ତୁ ମୁଁ ଆଜି ଆପଣକୁ ଏହି ସମସ୍ତ ଖବର ବିଷୟରେ ଜଣାଇବି |

ଦୀର୍ଘ 14ଦିନ ପରେ ଅର୍ଚନା ନାଗଙ୍କୁ ଯେତେବେଳେ ପୋଲିସ ଏସଜିମ କୋର୍ଟ କୁ ଆଣିଥିଲା ସେତେବେଳେ ତାଙ୍କୁ ଭେନ ରେ କଡା ସୁରକ୍ଷା ଦେଇ ଆଣିଥିଲା ଏବଂ ତାଙ୍କର ସୁରକ୍ଷା ପାଇଁ ଏକ ପୋଲିସ ଫୋର୍ସ ମଧ୍ୟ୍ୟ ରଖା ଯାଇଥିଲା |ଅର୍ଚନା ବାଗଙ୍କ ବଡ଼ ବଡ଼ ଲୋକମାନଙ୍କ ସହ ସମ୍ପର୍କ ଥିଲା ସେ ବହୁତ ଲୋକଙ୍କ କଥା ନିଜର ଭିତରେ ରଖିଛନ୍ତି, ଏ ପ୍ରଯ୍ୟନ୍ତ ସେ ପୋଲିସ ଆଗରେ କିଛିବି ମୁହଁ ଖୋଲି ନାହାନ୍ତି |ସେ ନିଜର ଭୁଲ ସ୍ୱୀକାର କରିନାହାନ୍ତି କି କାହା ବିଷୟରେ ପଦେ କହିନାହାନ୍ତି |

ଅର୍ଚନା ନାଗ କରିଥିବା କଳାକୀର୍ତ୍ତିରେ ବଡ ବଡ଼ିଆଙ୍କ ହାତ ଥିବାରୁ କାଳେ ଅର୍ଚନା ନାଗ ସେମାନଙ୍କ ବିଷୟରେ ମୁହ ଖୋଲି ଦେବେ, ସେମାନଙ୍କ ଅସଲ ଚେହେରା ସମସ୍ତଙ୍କ ସାମ୍ନାକୁ ଆସିଯିବ ତେଣୁ ସେମାନେ ଅର୍ଚନା ନାଗକୁ ଜୀବନରୁ ମାରିଦେବା ପାଇଁ ସୁପାରୀ କିଲର ମାନଙ୍କୁ ବହୁତ ପଇସା ଦେଇଛନ୍ତି |ତେଣୁ ବର୍ତମାନ ଅର୍ଚନା ନାଗଙ୍କ ଜୀବନ ପ୍ରତି ବିପଦ ଥିବାରୁ ଭୟ ଥିବାରୁ ପୋଲିସ ତାଙ୍କୁ କଡା ସୁରକ୍ଷାରେ ରଖିଛି |ପୋଲିସ ଅର୍ଚନା ନାଗକୁ କୋର୍ଟକୁ ଆଣିବା ସମୟରେ ପୋଲିସ ଭେନରେ କଳା ରଙ୍ଗର କପଡା ଘୋଡାଇ ଥିଲା କାରଣ ପଇସା ନେଇଥିବା ସୁପାରୀ କିଲରମାନେ ଅର୍ଚନା ନାଗ କଉଁଠାରେ ବସିଛି ଜାଣି ତାଙ୍କୁ ଜୀବନରୁ ମାରିଦେଇ ପାରନ୍ତି ବୋଲି ଭୟରେ ଥିଲା ପୋଲିସ |

ଅର୍ଚନା ଏବେ ପ୍ରାୟ ସମସ୍ତ ବଡ ବଡ଼ିଆଙ୍କ ଜୀବନ ପ୍ରତି ବିପଦ ସାଜିଛନ୍ତି |ନେତା, ମନ୍ତ୍ରୀ, ପ୍ରଯୋଜକ କିମ୍ବା ବଡ଼ ବଡ଼ ବିଲଡର ମାନଙ୍କର ଭୟ ଯଦି ଅର୍ଚନା ସେମାନଙ୍କ ବିଷୟରେ ଥରେ ମୁହଁ ଖୋଲିଦେବେ ତେବେ ସେମାନଙ୍କ ଇଜତ ତଳେ ପଡ଼ିଯିବ |ତେଣୁ ଯଦି ପୋଲିସ ସେହି ବଡ ବଡ଼ ବ୍ୟକ୍ତିମାନଙ୍କ ସମ୍ୱନ୍ଧରେ କିଛି ସୁରାକ ପାଏ ତେବେ ସେନେଇ ତଦନ୍ତ କରିବ |ବର୍ତମାନ ଜେଲ ଭିତରେ ମଧ୍ୟ୍ୟ ଅର୍ଚନାଙ୍କ ଜୀବନ ପ୍ରତି ବିପଦ ରହିଛି ତେଣୁ ଏହି ସ୍ଥିତିରେ ଅର୍ଚନା ମୁହଁ ଖୋଲିବେ ନା ଅର୍ଚନା ପରିବାର ଲୋକଙ୍କୁ ଭୟଭୀତ କରାଇ ଅର୍ଚନାଙ୍କୁ ଚୁପ ରହିବାପାଇଁ ପଡିବ ମାନସିକ ଚାପ |ଅର୍ଚନା ନାଗଙ୍କ ଏହି ଖବର ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment