ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ରେ ଥିବା ବ୍ଲାକ ମେଲର ଅର୍ଚନା ନାଗ ଓ ତାଙ୍କର ସ୍ୱାମୀ ଜଗବନ୍ଧୁ ଙ୍କ ବିଷୟରେ ଆପଣ ମାନେ ତ ବେଶ ଭଲ ଭାବରେ ଜାଣିଥିବେ | ତେବେ ଯାହା କୁହାଯାଇଛି କି ସାରା ଭୁବନେଶ୍ୱର ରେ ଚହଳ ସୃଷ୍ଟି କରିଛି | ଆଉ ବଡ଼ ବଡ଼ ନେତା, ରାଜ ନେତା ପାଖରୁ ଆରମ୍ଭ କରିକି ସମସ୍ତଙ୍କୁ ନିଜର ମାୟା ଜାଲରେ ଫୋସାଇବା ପରେ ଜେଲ ଭିତରେ ଅଛନ୍ତି ଏବେ ଦାମ୍ପତି ଦୁଇଜଣ | ଆଉ ଯାହା ଜଣା ପଡିଛି କି ସ୍ୱାମୀ ଓ ସ୍ତ୍ରୀ ଜେଲ ଭିତରେ ଦେଖା ହେବା ସହିତ ଭାବ ବିହ୍ଵଳ ମଧ୍ୟ ହୋଇ ପଡିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ଆମେ ଜାଣିଛୁ କି ନିଜର ବ୍ଲାକ ମେଲିଂ ରେ ସମସ୍ତଙ୍କୁ ଫୋସାଇ ଭୁବନେଶ୍ୱର ରେ ଏକ ଆଲିସନ ଘର ବନେଇଥିଲେ ଅର୍ଚନା ନାଗ ଓ ତାଙ୍କର ସ୍ୱାମୀ ଜଗବନ୍ଧୁ | ଆଉ ଯାହା ଜଣା ପଡିଛି କି ନିଜର ମାୟା ଜାଲରେ ସମସ୍ତଙ୍କୁ ଫୋସାଇବା ପରେ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ସେମାନେ | ଆଉ ଯାହା ଜଣା ପଡିଛି କି ଏହି ସମସ୍ତ କଥା ଜଣା ପଡିବା ପରେ ଅର୍ଚନା ଙ୍କୁ ବାନ୍ଧି ଝାଡ଼ପଡା ଜେଲ ରେ ରଖିଥିଲା ପୋଲିସ ଓ ପରେ ଜଗବନ୍ଧୁ ଙ୍କୁ ମଧ୍ୟ ପୋଲିସ ଗିରଫ କରିକି ଥାନା କୁ ନେଇ ଯାଇଥିଲା |
ଆଉ ଯାହା ଜଣା ପଡିଥିଲା କି ରବିବାର ଦିନ 11:15 ରେ ପୋଲିସ ତରଫରୁ ଅର୍ଚନା ଓ ଜଗବନ୍ଧୁ ଙ୍କ ସହିତ ଦେଖା କରିଥିଲେ |ଆଉ ଦେଖା କରିବା ସମୟରେ ପୁରୁଷ ୱାଡେନ ଓ ଜଣେ ମହିଳା ୱାଡେନ ମଧ୍ୟ ତାଙ୍କ ସହିତ ଥିବା କଥା ଦେଖିବାକୁ ମିଳିଥିଲା | ଆଉ ଯାହା ଜଣା ପଡିଥିଲା କି ସ୍ୱାମୀ ଓ ସ୍ତ୍ରୀ ଦୁଇ ଜଣ 20 ମିନିଟ କଥା ହୋଇଥିଲେ | ଆଉ କଥା ହେବା ସମୟରେ ଦୁଇଜଣ ଭାବ ବିହ୍ଵଳ ମଧ୍ୟ ହୋଇ ପଡିଥିଲେ ବୋଲି ମଧ୍ୟ କୁହାଯାଉଛି | ଆଉ ଜଗବନ୍ଧୁ ଙ୍କର ମିଳିଥିବା ଡ଼ାଇରୀ କଥା ମଧ୍ୟ କୁହାଯାଉଛି |
ଆଉ ଯେଉଁଠି ଦେଖିବାକୁ ମିଳିଛି କି ଅର୍ଚନା ଙ୍କ ପରି ଜଗବନ୍ଧୁ ଙ୍କର ଡ଼ାଇରୀ ରେ ମଧ୍ୟ ଅନେକ ନେତା, ମନ୍ତ୍ରୀ ଓ ପ୍ରଶାସକ ମାନଙ୍କର ନାଁ ରହିଛି | ଆଉ ଯାହା ପୋଲିସ କୁ ଚିନ୍ତା ରେ ପକାଇଛି | ଆଉ ଯାହା ଫଳରେ ପୋଲିସ କେମିତି ଘଟଣା ର ତଦନ୍ତ କରିବ ସେଥିପାଇଁ ତାହାର ଉପର ଅଫିସର ଙ୍କ ସହିତ କଥା ବାର୍ତ୍ତା ମଧ୍ୟ ହେଉଛି | ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।