ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ ସୋସିଆଲ ମିଡିଆରେ | ତେବେ ବେଳେ ବେଳେ ଏଭଳି କିଛି ଘଟଣା ଆମ ସାମ୍ନା କୁ ଆସିଥାଏ ଯାହା ଆମ ମନରେ ଦୁଃଖ ଦେଇଥାଏ | ତେବେ ସେହି ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଏଠାରେ | ଆଉ ଯେଉଁଠି ବାପା ଜଣ ଙ୍କ ଖାଇବା ନେଇ ଯାଉଥିବା ବେଳେ ପୁଅ ପାଖକୁ ଗାଡ଼ି ଦୁର୍ଘଟଣା ରେ ବାପା ଜଣ ଙ୍କର ମୃତ୍ୟୁ ଘଟିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଏହି ଦୁଃଖଦ ଘଟଣା ଉପରେ ଟିକିଏ ନଜର ପକାଇବା |
ତେବେ ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ଉପକଣ୍ଠ ସ୍ଥିତ ଦୂରୁ ଢେଙ୍ଗା ଦ୍ରୋମ୍ପିଂୱାର୍ଡ ନିକଟରେ | ଆଉ କେଉଁଠି କୁହାଯାଉଛି କି ସବୁଦିନ ଭଳି ସେ ଦିନ ମଧ୍ୟ ସ୍ତ୍ରୀ ଙ୍କ ପାଖରୁ ଖାଇବା ନେଇ ସ୍ୱାମୀ ଜଣଙ୍କ ବାହାରି ଯାଇଥିଲେ ଖାଇବା ଦେବାକୁ ପୁଅ ଙ୍କ ନିକଟକୁ | ଆଉ ରାସ୍ତାରେ ଯାଉଥିବା ସମୟରେ BMC ର ଏକ ଅଳିଆ ଗାଡ଼ି ଆସି ଧୋକା ଦେଇଥିଲା ସ୍ଥାନୀୟ ଅଞ୍ଚଳରେ ଥିବା ରାମ ଗଗରାଇ ଙ୍କୁ |. ଆଉ ଯାହା ଫଳରେ ଘଟଣା ସ୍ଥଳରେ ବ୍ୟକ୍ତି ଜଣଙ୍କର ମୃତ୍ୟୁ ଘଟଥିଲା ବୋଲି ଦେଖିବାକୁ ମିଳିଥିଲା |ଆଉ ଯାହା ପରେ ସ୍ଥାନୀୟ ଅଞ୍ଚଳରେ ସୃଷ୍ଟି ହୋଇଥିଲା ଉତ୍ତେଜନା |
ଆଉ ଯାହା ଫଳରେ ଦେଖିବାକୁ ମିଳିଥିଲା କି ରାସ୍ତାରେ ଏହିଭଳି ଭାବରେ ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକ ମାନେ ଆସି ରାସ୍ତା ର ଦୁଇ ପାଖରେ ଭିଡ଼ ଜମାଇ ଥିଲେ | ଆଉ ଯାହା ଫଳରେ ରାସ୍ତା ର ଦୁଇ ପାଖରେ ଗାଡ଼ି ଯାଇ ନ ପାରିବାରୁ ରାସ୍ତା ଉପରେ ଭିଡ଼ ଦେଖିବାକୁ ମିଳିଥିଲା ବୋଲି କୁହାଯାଉଛି | ଆଉ ଘଟଣା ବିଷୟ ରେ ଖବର ପାଇବା ମାତ୍ରକେ ଚନ୍ଦକା ଥାନା ପୋଲିସ ଆସି ଘଟଣା ର ତଦନ୍ତ କରିବା ମଧ୍ୟ ଆରମ୍ଭ କରିଥିଲା | ଆଉ ଲୋକ ମାନଙ୍କୁ ଘଟଣା ବିଷୟରେ ବୁଝିବ ବୋଲି ମଧ୍ୟ କହିଥିଲା |
ଆଉ ଯାହା ଫଳରେ ଘଟଣା ସ୍ଥଳରେ ସ୍ଥାନୀୟ ଅଂଚଳର ବିଧାୟକ ଙ୍କ ସହିତ ମେୟର ମଧ୍ୟ ଘଟଣା ସ୍ଥଳକି ଆସିଥିଲେ | ଆଉ ମୃତକ ଙ୍କ ପରିବାର ଲୋକଙ୍କୁ 5 ଲକ୍ଷ ଟଙ୍କା ଦେବା କଥା କହିବା ସହିତ ତାଙ୍କର ପରିବାରର ଜଣଙ୍କୁ ଚାକିରୀ ମଧ୍ୟ ଦେବେ ବୋଲି କହିଥିଲେ | ଆଉ ଯାହା ଫଳରେ ସ୍ଥାନୀୟ ଲୋକ ମାନେ ରାସ୍ତା ଉପରୁ ଉଠିଥିଲେ ବୋଲି କୁହାଯାଉଛି | ଆଉ ଯେଉଁ ଘଟଣା ଟି ବର୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡିଆରେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।