565 ବର୍ଷ ପରେ ଆଜି ରାତିଠାରୁ ଏହି ( ୬ଟି ରାଶିରେ ) – ଧନର ବର୍ଷା – Jyotisha Shastra

ହଁ ବନ୍ଧୁଗଣ ଆମେ ଜାଣିଛୁ କି ସମୟ ପରିବର୍ତ୍ତନ ଶିଳ, ଆଉ ପରିବର୍ତ୍ତନ ହେଉଛି ସଂସାରର ନିୟମ, ଆଉ ଯେଉଁଥିପାଇଁ ତ ସୁଖ ପରେ ଦୁଃଖ ଆଉ ଦୁଃଖ ପରେ ସୁଖ ସବୁବେଳେ ମଣିଷ ଜୀବନରେ ଲାଗିକି ରହିଥାଏ | ତେବେ ଆମର ଜୀବନରେ ସୁଖ ଆଉ ଦୁଃଖ ନିର୍ଭର କରିଥାଏ ଆମର ଭାଗ୍ୟ ଉପରେ, ଆଉ ଭାଗ୍ୟ ଆମର ନିର୍ଭର କରିଥାଏ ଜାତକ ଆଉ ରାଶି ଉପରେ | ତେବେ ଗ୍ରହ ଆଉ ନକ୍ଷତ୍ର ମାନଙ୍କର ଗତି ଵିଧି ଆଉ ଚଳନ ଯୋଗୁ ସୁଖ ଦୁଃଖ ସହୁତ ଲାଭ ଆଉ କ୍ଷତି ଆମର ନିର୍ଭର କରିଥାଏ ବୋଲି କୁହାଯାଉଛି | ତେବେ କାର୍ତ୍ତିକ ମାସରେ ଆସିବାକୁ ଯାଉଛି 6 ଟି ରାଶିର ବ୍ୟକ୍ତି ଙ୍କ ଜୀବନରେ ବଡ଼ ପରିବର୍ତ୍ତନ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସେହି 6 ଗୋଟି ରାଶି ଙ୍କ ବିଷୟରେ ଆଜି ଆମେ ଆଲୋଚନା କରିବା

ତେବେ ଯାହା କୁହାଯାଉଛି କି ଏହି କାର୍ତ୍ତିକ ମାସ ପାଖିରୁ 6 ଟି ରାଶିର ବ୍ୟକ୍ତି ଙ୍କର ଭାଗ୍ୟ ବଦଳିବାକୁ ଯାଉଛି | ତାହା ସହିତ ସେମାନଙ୍କର ଜୀବନରେ ଆସିବାକୁ ଯାଉଛି ବଡ଼ ପରିବର୍ତ୍ତନ | ତାହେଲେ ଆସନ୍ତୁ ଜାଣିବା କଣ ସବୁ ପରିବର୍ତ୍ତନ ଆସିବାକୁ ଯାଉଛି ଆଉ ସେ 6 ଗୋଟି ରାଶି କିଏ କିଏ ସେମାନଙ୍କ ବିଷୟରେ ଜାଣିବା |

1-କୁମ୍ଭ ରାଶି :-

କୁମ୍ଭ ରାଶି ର ବ୍ୟକ୍ତି ମାନଙ୍କର ଭାଗ୍ୟ ବଦଳିଯିବ | ଛାତ୍ର ଛାତ୍ରୀ ମାନେ ସେମାନଙ୍କ କର୍ମ ଅନୁଯାଇ ଫଳ ପାଇବେ | ଯେଉଁ ମାନେ ପ୍ରେମ କରୁଛନ୍ତି ସେମାନଙ୍କ ବିବାହ କରିବା ର ଯୋଗ ରହୁଛି | ସରକାରୀ କ୍ଷେତ୍ର ରେ ଭଲ ସନ୍ନମାନ ସାଙ୍ଗକୁ ଉଚ୍ଚ ପଦବୀ ରେ ମଧ୍ୟ ଭୂଷିତ ହେବେ | ତାହା ସହିତ ଧନ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି ଏହି କାର୍ତ୍ତିକ ମାସରେ |

2-ତୁଳା ରାଶି :-

ଏହି ରାଶି ର ବ୍ୟକ୍ତି ମାନେ ମଧ୍ୟ ନିଜର ଓ ନିଜ ପରିବାର ସ୍ନେହ, ଭଲ ପାଇବା ପାଇବେ ଓ ସମାଜ ରେ ଲୋକ ପ୍ରିୟତା ଲୋକପ୍ରିୟତା ଅର୍ଜନ କରିବେ | ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି ତାହା ସହିତ ଯାନବାହନର ସୁଖ ମଧ୍ୟ ମିଳିବ | ମନ ପ୍ରସନ୍ନ ରହିବ ସୁସ୍ଥ ଓ ନିରାମୟ ରହିବେ | ତାହା ସହିତ କାର୍ତ୍ତିକ ମାସ ସେମାନଙ୍କର ଶୁଭ ଆଉ ଧନ ବର୍ଷା ର ମାସ ହେବ |

3-ସିଂହ ରାଶି :-

ଏହି ରାଶି ବ୍ୟକ୍ତି ମାନେ ଲକ୍ଷ୍ମୀ ଙ୍କ କୃପା ଦୁଷ୍ଟି ଏମାନଙ୍କର ଭାଗ୍ୟ ବଦଳିବା ସହିତ| ଅନେକ ଶୁଭ ଫଳ ପାଇବେ | ବ୍ୟବସାୟ ରେ ଲାଭବାନ ହେବେ ପାରିବାରିକ ସୁଖ ଶାନ୍ତି ପ୍ରାପ୍ତି ହେବ,ତାହା ସହିତ ଧନ ପ୍ରାପ୍ତି ର ମଧ୍ୟ ଯୋଗ ରହିଛି |

4-ମକର ରାଶି :-

ମକର ରାଶି ର ବ୍ୟକ୍ତି ମାନେ ଏହି କାର୍ତ୍ତିକ ମାସ ପାଖରୁ ଧନ ଯୋଗ ରହିଛି | ଏହି ରାଶି ର ବ୍ୟକ୍ତି ମାନେ କୌଣସି ନୂଆ ସ୍ଥାନ କୁ ବୁଲିବାକୁ ଯାଇପାରନ୍ତି | ଛାତ୍ର ଛାତ୍ରୀ ଙ୍କ ପାଇଁ ସେମାନଙ୍କ ଇଚ୍ଛା ଅନୁଯାୟୀ ଫଳ ମିଳିବ | ଅଚାନକ ଧନ ପ୍ରାପ୍ତି ର ଯୋଗ ରହିଛି | ବାକି ଥିବା ଧନ ଫେରି ପାଇବେ | ବ୍ୟବସାୟ ରେ ଉନ୍ନତି କରିବେ

5-ବିଛା ରାଶି :-

ଏହି ରାଶିର ବ୍ୟକ୍ତି ମାନେ ଜମି ଜାଗା କିଣିବା ର ଯୋଗ ରହିଛି | ବ୍ୟବସାୟ ଲାଭ ଦାୟକ ହେବ, ଯଶସ୍ବୀ ହେବେ | ନିଜ ପରିବାର ପ୍ରତି ସ୍ନେହ ଶ୍ରଦ୍ଧା ରହିବ | ତେବେ ମାତା ଲକ୍ଷ୍ମୀ ଓ ଶିବ ଙ୍କର ବିଶେଷ କୃପା ଯୋଗୁ ଧନ ବର୍ଷା ହେବାର ସମ୍ଭାବନା ରହିଛି |

6-ବୃଷ ରାଶି :-

ବୃଷ ରାଶି ଙ୍କ ବ୍ୟକ୍ତି ଙ୍କ ଜୀବନରେ ଆସିବାକୁ ଯାଉଛି ବଡ଼ ପରିବର୍ତ୍ତନ, ଆଉ ବିଶେଷ କରିକି ଧନ ବର୍ଷା ହେବାକୁ ଯାଉଛି ଏହି ରାଶିର ବ୍ୟକ୍ତି ଙ୍କ ଜୀବନରେ | ଆଉ ସବୁ କ୍ଷେତ୍ରରେ ସଫଳତା ମଧ୍ୟ ମିଳିବ |

ତେବେ ଏହା ଥିଲା ସେହି 6 ଟି ରାଶିଙ୍କ ବିଷୟରେ ଯେଉଁ ମାନଙ୍କର ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment