ଭାଇରଲ ହେଲା ଭିଡିଓ-ସବ୍ୟ ଓ ଅର୍ଚ୍ଚିତା ଙ୍କ ଘରେ ବଲିଉଡ ଷ୍ଟାର ଗୋବିନ୍ଦା କଣ କରୁଥିଲେ, ତାଙ୍କ ଘର କୁ ଆସିକି କଣ କହିଲେ ଆସନ୍ତୁ ଜାଣିବା

ସାଧାରଣତଃ ଓଡ଼ିଆ ଫିଲ୍ମ ଜଗତରେ ରେ ଅଭିନୟ କରୁଥିବା କଳାକାରଙ୍କ ଜୀବନ ସମ୍ପୂର୍ଣ୍ଣ ଭାବରେ ଅଲଗା ହୋଇଥାଏ, ଗୋଟିଏ ସାଧାରଣ ମଣିଷ ଠାରୁ କାରଣ ସେଲିବ୍ରେଟିଙ୍କ ପ୍ରତ୍ୟେକ ଦିନର ଜୀବନଶୈଳୀ ଅନ୍ୟ ସାଧାରଣ ଲୋକଙ୍କ ଠାରୁ ଅଲଗା ହୋଇଥାଏ। କଳା ଜଗତରେ ଅନେକ କଳାକାର ଅଭିନୟ କରିଥାନ୍ତି , କିନ୍ତୁ ଯେଉଁ କଳାକାର ନିଜର ଅଭିନୟ ଦର୍ଶକଙ୍କୁ ଭଲ ଲାଗିଲା, ଦର୍ଶକ ମାନେ ସେହି କଳାକାରଙ୍କୁ ଭଲ ପାଇଥାନ୍ତି ଏବଂ ତାଙ୍କର ଫ୍ୟାନ ହୋଇ ଯାଇଥାନ୍ତି। ଦର୍ଶକମାନେ ନିଜ ନିଜର ପସନ୍ଦର ଅଭିନେତା ଅଭିନେତ୍ରିଙ୍କର ଦୈନଦୀନ ଜୀବନ ବିଷୟରେ ଜାଣିବା ଚେଷ୍ଟା କରି ଥାଆନ୍ତି।

ତେବେ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଅଭିନେତା ଏବଂ ଅଭିନେତ୍ରୀ ଙ୍କ ବିବାହ ବିଷୟରେ କହିବୁ ଯାହାଙ୍କ ବିଷୟରେ କିଛି ଦିନ ସାରା ଓଡ଼ିଶାରେ ଚର୍ଚ୍ଚା ଜୋର ଧରିଛି ଏବଂ ସେ ଆପଣ ସମସ୍ତର ଅତି ପ୍ରିୟର ସବ୍ୟସାଚୀ ଏବଂ ଅର୍ଚ୍ଚିତାଙ୍କ ବିବାହ ଠାରୁ ରିସେପସନ ପର୍ଯ୍ୟନ୍ତ ଆମେ ଆପଣଂକୁ ଲଗାତାର ନୂଆ ନୂଆ ଖବର ବିଷୟରେ ଅପଡେଟ ଦେଇ ଆସିଛୁ ଆଉ ଏବେ ତାଙ୍କ ବିବାହ ର ସବୁ କର୍ମ ସରିଲା ପରେ ତାଙ୍କ ଘର ନୂଆ ଅତିଥି ସମ୍ପର୍କରେ ଜାଣିବା।

ବର୍ତମାନ ସମୟରେ ଅତିଥି ଭାବରେ ଜଣେ ବଲିଉଡର ଲୋକପ୍ରିୟ ଅଭିନେତା ଏବଂ ତାଙ୍କ ସ୍ତ୍ରୀ ଆସିଛନ୍ତି। ସେ ହେଉଛନ୍ତି ଅଭିନେତା ଗୋବିନ୍ଦା ଏବଂ ତାଙ୍କ ସ୍ତ୍ରୀ ସୁନିତା । ସେ ବର୍ତ୍ତମାନ ସବ୍ୟସାଚୀ ଏବଂ ଅର୍ଚ୍ଚିତା ଙ୍କ ଘରେ ରହୁଛନ୍ତି। ତାଙ୍କ ପାଇଁ ବହୁତ କିଛି ଆୟୋଜନ କରିଛନ୍ତି ସବ୍ୟ ଏବଂ ଅର୍ଚ୍ଚିତା। ଆଉ ଅର୍ଚ୍ଚତା ନିଜ ହାତ ରେ ସେମାନଙ୍କ ପାଇଁ ରୋଷେଇ କରିଛନ୍ତି।ଓଡିଶା ରେ ଦୁହେଁ ପହଁଚିବା ତାଙ୍କୁ ସ୍ବାଗତ କରିଥିଲେ ସବ୍ୟ ଏବଂ ଅର୍ଚ୍ଚିତା।

ପ୍ରକୃତରେ କହିବାକୁ ଗଲେ ଅଭିନେତା ଗୋବିନ୍ଦ ଏବଂ ସ୍ତ୍ରୀ ସୁନିତା ତରଙ୍ଗ ସିନେ ଉସ୍ତବ ରେ ଅତିଥି ଭାବେ ଆସିଥିଲେ। ତା ପରେ ସେ ଦୁହେଁଙ୍କୁ ସବ୍ୟ ଅର୍ଚ୍ଚିତା ଙ୍କ ଘର କୁ ଯିବା କୁ ପଡିଲା। ସେଠାରେ ଅର୍ଚ୍ଚିତା ନିଜେ ରୋଷେଇ କରି ଖାଇବାକୁ ଦେଇଥିଲେ। ସବ୍ୟ ଓ ଅର୍ଚ୍ଚିତା ଏବଂ ଗୋବିନ୍ଦା ଓ ଧର୍ମ ପତ୍ନୀ ସୁନିତା ମିଶିକି ବହୁତ ମଜା ମସ୍ତି ଏବଂ କମେଡି ମଧ୍ୟ କରିଥିଲେ।

ନବ ବିବାହିତା ସବ୍ୟସାଚୀ ଏବଂ ଅର୍ଚ୍ଚିତା ବିବାହ ପରେ ପ୍ରଥମ ଥର ପାଇଁ ଗୋବିନ୍ଦା ଓ ସୁନିତା ଙ୍କ ପାଇଁ ବହୁତ ଟେସ୍ତି ର ଅର୍ଚ୍ଚିତା ନିଜ ହାତରେ ବନେଇ ଥିଲେ। ସବ୍ୟ ଓ ଅର୍ଚ୍ଚିତା ଙ୍କ ଯୋଡ଼ିଙ୍କୁ ଦୁହେଁ ଆଶୀର୍ବାଦ କରିବା ସହିତ ପସନ୍ଦ କରିଥିଲେ। ପ୍ରଥମ ଥର ପାଇଁ ୪ ଜଣ ଷ୍ଟାର ଏକାଠି ହୋଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment