୪୦ ଜଣ ଦୁର୍ବୁତ୍ତ ଫିଲ୍ମ ଷ୍ଟାଇଲରେ ଆସି ଖଣ୍ଡା, ଭୁଜାଲି ରେ ୭ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ….ଦେଖନ୍ତୁ ଭିଡ଼ିଓ

0

ବର୍ତ୍ତମାନ ସମୟରେ ସବୁ ସ୍ଥାନରେ ଅପରାଧର କାୟା ବିସ୍ତାର କରିଚାଲିଛି। କେବଳ ଯେ ଖାଲି ବଡ଼ ସହରରେ ଅପରାଧ ଘଟୁଛି ତାହା ନୁହେଁ, ଗାଁ ଠାରୁ ଆରମ୍ଭ କରି ଛୋଟ ବଡ଼ ସବୁଜାଗାରେ ଅପରାଧ ବଢି ଚାଲିଛି। ଅପରାଧକୁ ରୋକିବା ଏବଂ ଲୋକମାନଙ୍କୁ ସୁରକ୍ଷା ଦେବା ପାଇଁ ସରକାର ପୋଲିସକୁ ନିୟୋଜିତ କରିଛନ୍ତି, କିନ୍ତୁ ବର୍ତ୍ତମାନର ଅପରାଧୀ ମାନେ ପୋଲିସ ଏବଂ ଆଇନ କାନୁନ କୁ ଟିକିଏ ହେଲେ ମଧ୍ୟ ଭୟ କରୁନାହାନ୍ତି ଏବଂ ମନ ମୁତାବକ ସମାଜରେ ଅପରାଧକୁ ବଢ଼େଇ ଚାଲିଛନ୍ତି। ପ୍ରତି ଦିନ କେଉଁଠି ଚୋରି ହେଉଛି ତୋ ଆଉ କେଉଁଠି ମହିଳାଙ୍କୁ ବଳତ୍କାର କରି ମାରି ଦେଉଛନ୍ତି। ଦିନ ଦ୍ୱିପ୍ରହର ମଧ୍ୟ ନିର୍ଭୟରେ ଅସାମାଜିକ କାମ କରି ଚାଲିଛନ୍ତି। ଏମାନଙ୍କର ପୋଲିସଙ୍କୁ ମଧ୍ୟ ଭୟ ନଥାଏ, କିନ୍ତୁ ଆମ ଲୋକ ମାନେ ସବୁ ଜାଣି ଶୁଣିି କେବଳ ଦେଖଣା ହାରି ସାଜିଥାନ୍ତି।

ଯଦି ଆମେ ଆମର ରାଜଧାନୀ ଭୁବନେଶ୍ୱର ବିଷୟରେ କହିବା, ତେବେ ଅପରାଧ ଏତେ ବଢି ଗଲାଣି ଯେ ଲୋକମାନେ ରାତିରେ ଯିବାକୁ ଭୟ କରୁଛନ୍ତି। କାରଣ ପ୍ରତିଦିନ ରାଜଧାନୀରେ କିଛି ନା କିଛି ଅପରାଧ ଘଟୁଛି। ତେବେ ଘଟଣାଟି ହେଉଛି, ସାମାନ୍ୟ କେରାମ ଖେଳକୁ ନେଇ, ଗୋଷ୍ଠୀ ସଂଘର୍ଷରେ ଖଣ୍ଡା, ଭୁଜାଲି ରେ ଅନେକ ଲୋକଙ୍କୁ ହାଣି ଦେଇଛନ୍ତି। ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ପୂରା ଘଟଣା ବିଷୟରେ କହିବା ପାଇଁ ଯାଉଛୁ, ତେବେ ଆସନ୍ତୁ ଜାଣିବା କଣ ରହିଛି ପ୍ରକୃତ ଘଟଣା;

ସୂଚନା ଅନୁସାରେ, ରାଜଧାନୀ ଭୁବନେଶ୍ୱରର ମୁଣ୍ଡା ବସ୍ତିରେ ଏଭଳି ଘଟଣା ଘଟିଛି। ସାଧାରଣ କେରାମ ଖେଳ ପାଇଁ ଏହିପରି କିଛି ଘଟିଛି ଘଟଣା ହେଉଛି। କେରାମ ଖେଳୁଥିଲେ,
ସାଧାରଣ କଥାକୁ ନେଇ ହାତା ହାତି ହୋଇଥିଲେ। ଏହା ପରେ ଯେଉଁ ପିଲା ମାଡ଼ ମାରିଥିଲେ। ତାଙ୍କୁ ଆସି ଖୋଜୁଥିଲେ, ତାଙ୍କ ଭାଇ ସେଠାରେ ଥିଲେ। ଭାଇକୁ ମାରିବା ଦେଖି ତାଙ୍କୁ ସେ ମାଡ଼ ମାରିଥିଲେ। ଏହା ପରେ ସେମାନଙ୍କ ମଧ୍ୟରେ ମିମାଂସା କରିବା ପାଇଁ କୁହାଯାଇଥିଲା, ସେମାନେ ମଧ୍ୟ ରାଜି ହୋଇଥିଲେ।

ତେବେ ଏହା ପରେ ସେମାନଙ୍କ କ୍ରୋଧ ଶାନ୍ତ ହୋଇନଥିଲା। ସେମାନେ 40 ଜଣଙ୍କୁ ବସ୍ତିରେ ପ୍ରବେଶ କରି। ଅଶୀଳ ଭାଷା ପ୍ରୟୋଗ କରିଥିଲେ, ଏବଂ ସେମାନଙ୍କ ହାତରେ ଖଣ୍ଡା, ଭୁଜାଲି, ବନ୍ଧୁକ, ଇତ୍ୟାଦି ଧରି ଆସିଥିଲେ। ତେବେ କ୍ରୁର ଭାବରେ ଆଗରେ ଯିଏ ଯିଏ ଆଗରେ ପଡିଥିଲା, ତାକୁ ହାଣି ଦେଇଥିଲେ। ଏଭଳି ଦଶ ଜଣଙ୍କୁ ହାଣି ଦେଇଥିଲେ, ବର୍ତ୍ତମାନ ସେମାନେ ଗୁରୁତର ଭାବରେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହା ବ୍ୟତୀତ ସେ ଅନେକ ଗାଡି ଭାଙ୍ଗିଥିଲେ, ଅନେକ ଘର ଭାଙ୍ଗିଥିଲେ। ତେବେ ବର୍ତ୍ତମାନ ସୁଦ୍ଧା ପୋଲିସ ଜଣଙ୍କୁ ହିଁ ଗିରଫ କରିଛନ୍ତି। ତେବେ ଅନ୍ୟ ଦୁର୍ଭୁତଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।