ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖବାକୁ ପାଉଥିବେ | ତେବେ ବର୍ତ୍ତମାନ ଯେଉଁ ଭିଡିଓ ଟି ଭାଇରାଲ ହେବାରେ ଲାଗିଛି ତାହା ହେଊଛି କମେଡି କୁଇନ ଭାରତୀ ସିଂ ଙ୍କର | ଆଉ ବଲିଉଡ ଇଣ୍ଡୋଷ୍ଟ୍ରି ର ବେଶ ଜଣା ଶୁଣା ହସ୍ୟ ଅଭିନେତ୍ରୀ ଭାବରେ ଭାରତୀ ସିଂ ଙ୍କୁ ସମସ୍ତେ ଜାଣିଛନ୍ତି | ଆଉ ତାଙ୍କର କମେଡିରେ ରବିଥାଏ ଏକ ନିଆରା ଅନ୍ଦାଜ ଆଉ ଯାହା ଦର୍ଶକ ମାନଙ୍କର ମନକୁ ମଧ୍ୟ କିଣି ନେଉଥିବାର ଦେଖି ବାକୁ ମିଳିଥାଏ | ତେବେ ବର୍ତ୍ତମାନ ଭାରତୀ ଙ୍କୁ ଏୟାରପୋର୍ଟ ରେ ଦେଖୁବାକୁ ମିଳିଛି ଆଉ ସେଠାରେ ମଧ୍ୟ ସେ ଲୋକଙ୍କ ସହିତ କମେଡି କରୁଥିବାର ନଜର ଆସିଛନ୍ତି |ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡିଓ ଉପରେ ନଜର ପକାଇବା |
ତେବେ କୁହାଯାଏ ହସ ହେଉଛି ଗୋଟିଏ ଏମିତି ଜିନିଷ ଯାହା ଆପଣଙ୍କ ମନରେ ଥିବା ସମସ୍ତ ଦୁଃଖ ଥୋକା କୁ ଦୂର କରିବାରେ ସାହାଯ୍ୟ କରିଥାଏ | ତେବେ ସେହି ଭଳି କମେଡିଆନ ମାନଙ୍କର ପାଖରେ ମଧ୍ୟ କିଛି ଏମିତି କଳା ଦେଖିବାକୁ ମିଳିଥାଏ ଯେଉଁମାନେ ନିଜ କଥା ନ ଦେଖି ଅନ୍ୟ ମାନଙ୍କୁ ହସାଇବାରେ ଲାଗି ଥାଆନ୍ତି | ଆଉ ସେହି ଭଳି ଜଣେ କମେଡିଆନ ହେଉଛନ୍ତି ଭାରତୀ | ଆଉ ତାଙ୍କର କମେଡିରେ କିଛି ଏଭଳି ଯାଦୁ ରହିଛି କି ଯାହା ସମସ୍ତଙ୍କୁ ତାଙ୍କ ଆଡକୁ ଆକୃଷ୍ଟ କୋରେଇଥିବାର ଦେଖିବାକୁ ମିଳିଥାଏ |
ଆଉ ଯାହା କୁହାଯାଉଛି କି ଭାରତୀ ଅନେକ ପ୍ରକାରର ଶୋ ରେ ଅଭିନୟ କରି ତାଙ୍କର କମେଡି ରେ ସମସ୍ତଙ୍କୁ ମୋତୁଆଲା କରେଇଛନ୍ତି ସେ | ଆଉ ସେ କମେଡି ଉଇଥ କପିଲ ହେଉ ବା ଅନ୍ୟ କେଉଁ ଶୋ ସବୁଥିରେ ନିଜର ଦମଦାର ପ୍ରଦର୍ଶନ ଦେଖାଇ କମେଡି ର ଅନ୍ଦାଜ ଚୋଖେଇଛନ୍ତି ଭାରତୀ ସିଂ | ଆଉ ଯାହା ଦେଖିବାକୁ ମିଳିଛି କି ଭାରତୀ ତାଙ୍କର ପରିବାର ସହିତ ଅମୃତସର ରୁ ମୁମ୍ବାଇ ଯାଉଥିବାର ନଜର ଆସିଥିଲେ | ଆଉ ଯାହା କୁହାଯାଉଛି କି ତାଙ୍କ ସହିତ ତାଙ୍କର ପରିବାର ର ମଧ୍ୟ ସମସ୍ତେ ମଧ୍ୟ ରହିଥିଲେ ବୋଲି କୁହାଯାଉଛି | ଆଉ ଯାହା ଦେଖିବାକୁ ମିଳିଛି ପୁଅ ଲକ୍ସ କୁ ଧରି ସେ ଏୟାରପୋର୍ଟ ରେ ଛିଡା ହୋଇଥିଲେ |
ଆଉ ଏୟାରପୋର୍ଟ ରେ ଯିବା ସମୟରେ ମଧ୍ୟ ସେ କମେଡି କରିବାକୁ ଲାଗିଛନ୍ତି | ଆଉ ପାପ ରାଜ ଙ୍କ ସହିତ କମେଡି କରୁଛନ୍ତି ଭାରତୀ | ଆଉ ସେ କଣ ଖୁଆଇବେ ବୋଲି ମଧ୍ୟ ପଚାରୁଛନ୍ତି ତାଙ୍କୁ | ଆଉ ଭାରତୀ ଆଉ ହର୍ସ ଙ୍କ ଯୋଡ଼ି କୁ ସମସ୍ତେ ପସନ୍ଦ କରିବା ସହିତ ତାଙ୍କର କମେଡି କୁ ମଧ୍ୟ ଦର୍ଶକ ମାନେ ବହୁତ ଭଲ ପାଇବା ଦେଉଥିବାର ଦେଖିବାକୁ ମିଳିଛି |ଆଉ ଭାରତୀ ଙ୍କ ପୁଅ ଗୋଲା ର କିଉଟନେଶ ସମସ୍ତଙ୍କୁ ବେଶ ପସନ୍ଦ ଆସିଛି |ଆଉ ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।