Exclusive : ଗୋଲାପ ଦେଇ କହିଲେ ବାବୁ ତୁ ତୋ ପରିବାର ସହ ଖୁସିରେ ରହ, ଏମିତି କହିଛନ୍ତି ବାପା ଉତ୍ତମ ମହାନ୍ତି… ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ବାବୁସାନ, ପ୍ରକୃତି ଆଉ ତୃପ୍ତି ଙ୍କୁ ନେଇକି ବେଶ କିଛି ଦିନ ହେଲା ସେସିଆଲ ମିଡ଼ିଆରେ ଘଟଣା ଟି ଭାଇରାଲ ହେବା ପରେ ଏବେ ଟିକିଏ ଘଟଣା ରେ ସୁଧାର ଆସିବାକୁ ଯାଉଛି | ଆଉ ଆଜି ବାବୁସାନ ଙ୍କ ଜନ୍ମଦିନରେ ପୁଅର ସୁଖ କାମନା କରି ପରିବାର ସହିତ ଭଲରେ ରହିବାକୁ ଉତ୍ତମ ମହାନ୍ତି କହିଛନ୍ତି | ଆଉ ପୁଅର ସୁଖର ଜୀବନ କାମନା କୋଟିଛନ୍ତି ବାପା | ତାହାଲେ ଆସନ୍ତୁ ଜାଣିବା ଆଉ କଣ କଣ କହିଛନ୍ତି ଏହି ଜନ୍ମଦିନ ରେ ଉତ୍ତମ ମହାନ୍ତି ତାଙ୍କ ପୁଅ ବାବୁସାନ ଙ୍କୁ |

ତେବେ ଆପଣ ମାନେ ସମସ୍ତେ ତ ଜାଣିଥିବେ କି ବାବୁସାନ ଆଉ ପ୍ରକୃତିଙ୍କ କଥା ଚାରିଆଡେ ଭାଇରାଲ ହେବା ପରେ, ଆଉ ତୃପ୍ତି ଙ୍କର ବିଚ ରାସ୍ତା ଉପରେ ପ୍ରକୃତିଙ୍କ ଉପରକୁ ହାତ ଉଠାଇଲା ପରେ ବାବୁସାନ ଓଡିଶା ଛାଡି ପଳାଇଯାଇଥିଲେ ଚେନାଇ | ଆଉ ପରେ ସେ ଓଡିଶା ମଧ୍ୟ ଫେରିଥିଲେ | ଆଉ ସେଥିପାଇଁ ବାବୁସାନ ଚେନାଇ ରୁ ସିଧା ତାଙ୍କର ବାପା ମା ଙ୍କ ପାଖରେ ପହଞ୍ଚିଥିଲେ | ଆଉ ସେଠାରେ ମା ଅପରାଜିତା ଓ ବାପା ଉତ୍ତମ ମହାନ୍ତି ଙ୍କ ପାଖରେ ବସି ଏହି ସବୁ ଘଟଣା ପାଇଁ କ୍ଷମା ମଧ୍ୟ ମାଗିଥିଲେ |

ଆଉ ଆଜି ଜୁଲାଇ 30 ତାରିଖ, ବାବୁସାନ ଙ୍କର ଜନ୍ମଦିନ, ତେବେ ତାଙ୍କର ଜନ୍ମଦିନ ରେ ଉତ୍ତମ ମହାନ୍ତି ପୁଅ ବାବୁସାନ ଙ୍କ ଗୋଟିଏ ଗୋଲାପ ଫୁଲରେ ତିଆରି ତୋଡ଼ା ସାଇବାବାଙ୍କ ପାଖରୁ ଲଗାଇ ପୁଅକୁ ଦେଇଛନ୍ତି | ଆଉ ସ୍ନେହ ରେ ଆଲିଙ୍ଗନ କରି କହିଛନ୍ତି ବାବୁରେ ତ ଜୀବନ ସୁଖମୟ ହେଉ | ତୋ ପରିବାର ସହିତ ତୁ ସବୁବେଳେ ଖୁସିରେ ରହ | ଗୋଲାପ ପରି ତୋର ଜୀବନ ସୁନ୍ଦର ହୋଇ ଉଠୁ | ଆଉ ଗୋଲାପ ର ପ୍ରତେକ ଟି ପାଖୁଡା ପରି ତୋର ଜୀବନରେ ସଫଳତା ଭରିଯାଉ ବୋଲି ଆଶୀର୍ବାଦ କରିଥିଲେ ଉତ୍ତମ ମହାନ୍ତି |

ଆଉ ବାବୁସାନ ସକାଳୁ ଉଠି ଗାଧେଇ ଠାକୁରଙ୍କର ଦର୍ଶନ କରିଥିଲେ, ଆଉ ବାପା ମା ଙ୍କୁ ମୁଣ୍ଡିଆ ମାରି ନୂଆ ଜୀବନ ର ଆରମ୍ଭ ମଧ୍ୟ କରିଥିଲେ | ଆଉ କହିଥିଲେ କି ବାପା ମୋର ଆଉ ଏମିତି କ ଭୁଲ କେବେ ହେବନି | ଆଉ ମୋ ପାଇଁ କେବେ ବି ତୁମର ମୁଣ୍ଡ ତଳକୁ ହେବନି ବୋଲି କହିଥିଲେ | ଆଉ କହିଛନ୍ତି କି ମା ମୋତେ ଏହି ଥର ପାଇଁ କ୍ଷମା କରିଦିଅ | ବାବୁସାନ ଏଥର ତାଙ୍କର ସ୍ତ୍ରୀ ଓ ପୁଅ ଙ୍କ ସହିତ ମିଶିକି କେକ କାଟିବେ ବୋଲି କହିଛନ୍ତି | ଆଉ ଯଦି ସେମାନେ ଘରକୁ ନ ଆସିଲେ ତାହେଲେ ବାବୁସାନ ନିଜେ ତୃପ୍ତି ଙ୍କ ଘରକୁ ଯିବ କଥା ମଧ୍ୟ ଉଠିଛି | ଯାହା ଏବେ ସେସିଆଲ ମିଡ଼ିଆରେ ଖୁବ ଭାଇରାଲ ମଧ୍ୟ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment