New Twist – ଗୋପାଳ ଆ…ପଖାଳ ଖାଇବୁ ଓ ପଖାଳ ଆଣିଛି, ଶୁଖୁଆ ଆଣିଛି, ଆଳୁ ଚକଟା ଆଣିଛି…ଦେଖନ୍ତୁ VIRAL ଭିଡ଼ିଓ ଟିକୁ…

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ଭିଡ଼ିଓ ଭିତରେ ନବଦାସ ଙ୍କର ମୃତ୍ୟୁ କୁ ନେଇକି ଯେଉଁ ଘଟଣା ଟି ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ତାହା ବର୍ତ୍ତମାନ ଚର୍ଚ୍ଚା ର ବିଷୟ ପାଲଟିଛି ବୋଲି ମଧ୍ୟ କୁହାଯାଉଛି | ଆଉ ଯେଉଁଠି ଗୋପାଳ ଦାସ ଯିଏ କି ନବ ଦାସ ଙ୍କର ହତ୍ୟା କରିଥିଲେ ସେ କିଛି ଭୁଲ କରି ନାହାନ୍ତି ବୋଲି କହିଛନ୍ତି ମିନତୀ | ଆଉ ତାହା ସହିତ ଗୋପଳ ଙ୍କ ପାଇଁ ଦହି ପଖାଳ ଖାଇବା ତିଆରି କରିବେ ବୋଲି ମଧ୍ୟ କହିଛନ୍ତି ମିନତୀ ମୌଦାନ | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ସମସ୍ତେ ବେଶ ଭଲ ଭାବରେ ଜାଣିଥିବେ କି ଝାଡ଼ସୁଗୁଡା ର ଗାନ୍ଧିଛକ ନିକଟରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କର ଉପରକୁ ଗୁଳି କରିଥିଲେ ASI ଗୋପାଳ ଦାସ | ଆଉ ଯାହା କୁହାଯାଉଛି କି ଯେଉଁ ଘଟଣା କୁ ନେଇକି ଗୋପାଳ ଦାସ ଙ୍କୁ 4 ଦିନ ରିମାଣ୍ଡ ରେ ନେଇଥିଲା ପୋଲିସ ଆଉ ସମସ୍ତ ଘଟଣା ର ତଦନ୍ତ ମଧ୍ୟ ତଦନ୍ତ କରିଥିଲା କ୍ରାଇମ ବ୍ରାଞ୍ଚ ପୋଲିସ | ଆଉ ସମସ୍ତ ଘଟଣା କୁ ସାମ୍ନା କୁ ଆଣିବାକୁ ଚେଷ୍ଟା କରୁଥିବା ବେଳେ ମିନତୀ ମୌଦାନ କହିଛନ୍ତି କି ଗୋପଳ କିଛି ଭୁଲ କରି ନାହାନ୍ତି ଆଉ ସେଥିପାଇଁ ସେ ଜେଲ ଭିତରେ ହସୁଛନ୍ତି |

ତାହା ସହିତ କୁହାଯାଉଛି କି ଗୋପିଳ ଙ୍କର ଲଭ ବୋଲି କିଛି ନାହିଁ, ଆଉ ଯେଉଁଥିପାଇଁ ପୋଲିସ ଚାକିରୀ କରି ମଧ୍ୟ ତାଙ୍କ ପାଖରେ ବ୍ୟାଙ୍କ ରେ ଟଙ୍କା ଟିଏ ମଧ୍ୟ ନାହିଁ | ଆଉ ଲୋନ କରିକି ତାଙ୍କର ଘର ତିଆରି କରିଛନ୍ତି | ତବ ସହିତ କୁହାଯାଉଛି କି ଗୋପଳ ଦାସ ହେଉଛନ୍ତି ବେଶ ଈଶ୍ୱର ପ୍ରେମୀ ଆଉ ସେ ମଞ୍ଚ ରେ ମଧ୍ୟ ଭଜନ ଗୀତ ଗାଉଥାନ୍ତି ଆଉ ସେଥିପାଇଁ ଜେଲ ଭିତରେ ମଧ୍ୟ ରହିଛି ଜଗନ୍ନାଥ ଙ୍କର ନାମ ଆଉ ଭଜନ ଗାଉଛନ୍ତି | ତାହା ସହିତ ମିନତୀ ଙ୍କର କହିବା କଥା କି ଗୋପାଳ ରକ୍ତ ସୋସୁଥିବା ମଶା କୁ ମାରିଛନ୍ତି ଆଉ ସେଥିପାଇଁ ସେ କିଛି ଭୁଲ କରି ନାହାନ୍ତି |

ଏହା ବ୍ୟତୀତ ଗୋପାଳ ଜେଲ ଭିତରେ ଡିଆ ଯାଉଥିଵା ମାଛ, ମାଂସ ସହିତ ଭଜା କୁ ଖାଇବାକୁ ପସନ୍ଦ କରୁ ନାହାନ୍ତି | ଆଉ ଗୋପଳ ଦହି ପଖାଳ ଖାଇବାକୁ ପସନ୍ଦ କରିଥାନ୍ତି ସେଥିପାଇଁ ମିନତୀ କହିଛନ୍ତି କି ଗୋପାଳ ବାହାରିଵା ଦିନ ସେ ଦେଖା କରିବେ ଗୋପଳ ଙ୍କ ସହିତ ଆଉ ଘର କୁ ଡାକି ତାଙ୍କ ଦହି ପଖାଳ ସହିତ ମାଛ , ଭଜା, ଶୁଖୁଆ, ଆଳୁ ଭର୍ତ୍ତା ଇତ୍ୟାଦି ଖାଇବା କୁ ଦେବେ ନିଜ ହାତରେ ବନେଇକି | ମିନତୀ ଙ୍କର ଏହି କଥା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment