viral ଭିଡ଼ିଓ – ଜେଲରେ ଗୋପାଳ ଗାଉଛି କାଳିଆ ଭଜନ। ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ! ଦେଖନ୍ତୁ VIRAL ଭିଡ଼ିଓ ଟିକୁ…

ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ଭିଡ଼ିଓ ଭିତରୁ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ଓ ଚର୍ଚ୍ଚା ର ବିଷୟ ପାଲଟିଛି ତାହା ହେଉଛି ASI ଗୋପାଳ ଦାସ ଙ୍କ ବିଷୟରେ | ଆଉ ଯେଉଁଠି ଗୋପାଳ ଦାସ ଙ୍କ ବିଷୟରେ କିଛି କଥା ବେଶ ଚର୍ଚ୍ଚା ହେବା ସହିତ ଭାଇରାଲ ହେବାରେ ଲାଗିଛି ଯେଉଁଠି କୁହାଯାଉଛି କି ଗୋପଳ କୁଆଡ଼େ ଜେଲ ଭିତରେ ଗାଇବାକୁ ଲାଗିଛନ୍ତି ଜଗନ୍ନାଥ ଙ୍କ ର ମନୋଛୁଆଁ ଭଜନ ଗୀତ | ଆଉ ଜଗନ୍ନାଥ ଙ୍କ ସେହି ମନୋଛୁଆଁ ଭଜନ କୁ ଗାଇବା ପରେ ସମସ୍ତେ କୁଆଡ଼େ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |.

ଆପଣ ମାନେ ଜାଣିଥିବେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ଉପରକୁ ଗୁଳି କରିବ ପରେ ପୋଲିସ ତରଫରୁ ASI ଗୋପାଳ ଦାସ ଙ୍କୁ ବନ୍ଦୀ କରିଥିଲେ ଥାନା ପୋଲିସ | ଆଉ ତାହା ସହିତ କୁହାଯାଉଛି କି ଗୋପଳ ଦାସ ଙ୍କୁ କ୍ରାଇମ ବ୍ରାଞ୍ଚ ତରଫରୁ ରିମାଣ୍ଡ ରେ ନିଆ ଯାଇଛି ଆଉ ତାହା ବ୍ୟତୀତ ନବ ଦାସ ଙ୍କର ମୃତ୍ୟୁ ପଛରେ ଥିବା କାରଣ କୁ ଜାଣିବା ପାଇଁ ଗୋପାଳ ଙ୍କୁ ଜେରା କରୁଛି ପୋଲିସ | ତାହା ସହିତ ବିଭିନ୍ନ ପ୍ରକାରର ଟେଷ୍ଟ ମଧ୍ୟ ଚଳାଇଛି କ୍ରାଇମବ୍ରାଞ୍ଚ ତରଫରୁ ନବ ଦାସ ଙ୍କ ଉପରେ |

ଆଉ ଯେଉଁଠି କୁହାଯାଉଛି କି ଗୋପଳ ଦାସ ଙ୍କୁ ପ୍ରଥମେ ଝାଡ଼ସୁଗୁଡା ଜେଲ ଓ ପରେ ଗଢିଛକ ନିକଟରେ ଥିବା ଜେଲ ରେ ରଖା ଯାଇଥିଲା ଆଉ ଏବେ ତାଙ୍କର ଚୌଦ୍ୱାର କାରାଗାର ଭିତରେ ରଖା ଯାଇଛି | ଆଉ ଜେଲ ଭିତରେ ଥିବା ସମୟରେ ଗୋପଳ ଙ୍କର କିଛି କାର୍ଯ୍ୟକଳାପ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେଇ ଦେଇଛି ବୋଲି କୁହାଯାଉଛି | ଆଉ ଯେଉଁଠି ଦେଖିବାକୁ ମିଳିଥିଲା କି ଜେଲ ଭିତରେ ଗୋପଳଗାଇବାକୁ ଲାଗିଛନ୍ତି ଜଗନ୍ନାଥ ଙ୍କର ମନ ଛୁଆଁ ଭଜନ “ଏ ଜୀବନ ଯୌବନ ସବୁ ପରା ତୁମ ଦାନ ” ଗୀତ ଟିକୁ |ଆଉ ତାହା ପରେ ” ଆହେ ନୀଳ ଶୌଳ ” ଗୀତ ଟି ମଧ୍ୟ ଗାଇଛନ୍ତି |

ଆଉ ସେହି ଭଳି ଭଜନ ଗୀତ କୁ ଗାଇକି କେତେବେଳେ ଖୁସି ହେଉଥିବା ବେଳେ କେତେବେଳେ ଦୁଃଖ ହୋଇ ଯାଇଛନ୍ତି ସେ | ତେବେ ଯାହା କୁହାଯାଉଛି କି ଗୋପଳ ଜଣେ ଜଗନ୍ନାଥ ପ୍ରେମୀ ଲୋକ ଆଉ ସେ ପ୍ରତେକ ଦିନ ମନ୍ଦିରକୁ ଯାଉଥିଲେ ଦର୍ଶକ ପାଇଁ ବୋଲି ଆଗରୁ କୁହାଯାଇଛି | ତେବେ ଜେଲ ଭିତରେ ଗୋପଳ ଙ୍କର ଏହି ଭଳି ଭାବ ଆଉ ଭକ୍ତି କୁ ଦେଖିକି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment