ଦେଖନ୍ତୁ Exclusive News- ନବ ଦାସ ହତ୍ୟାର ଖୋଲିଲା ବଡ଼ ଗୁମର ! ଗୋପାଳ ଘରେ ହତ୍ୟାର ମିଳିଲା ପ୍ରମାଣ … ଯାହାକୁ ଦେଖିଲେ ଆପଣଙ୍କ ହୋସ ଉଡିଯିବ …

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ହେଉଛି ନବ ଡ ଦାସ ଙ୍କର ମୃତ୍ୟୁ କୁ ନେଇକି କିଛି ଘଟଣା | ଆଉ ଯେଉଁଠି କୁହାଯାଉଛି କି ନବ ଦାସ ଙ୍କ ଉପରକୁ ଗୁଳି କରିଥିଵା ଗୋପାଳ ଦାସ ଙ୍କ ଉପରେ ତଦନ୍ତ କରିବା ସହିତ ତାଙ୍କର ପରିବାର ଲୋକ ଙ୍କୁ ମଧ୍ୟ ପଚରା ଉଚରା କରିଛନ୍ତି ପୋଲିସ |ଆଉ ଯେଉଁ ଘଟଣା କୁ ନେଇକି ଏକ ତଦନ୍ତ ଜୋର ଧରିଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ତେବେ ମିଳିଥିବା ସୂଚନା ଅନୁସାରେ ଯାହା କୁହାଯାଉଛି କି ନବ ଦାସ ଯିଏ କି ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବରେ କାର୍ଯ୍ୟରତ ଥିଲେ | ଆଉ ଝାଡ଼ସୁଗୁଡା ରେ ଏକ ସରକାରୀ କାର୍ଯ୍ୟାନୁଷ୍ଠାନ ର ଉଦଘାଟନ ପାଇଁ ଯାଇଥିଲେ | ଆଉ ସେଠାରେ ASI ଗୋପାଳ ଦାସ ତାଙ୍କର ଉପରକୁ ଗୁଳି ଚଳାଇଥିଲେ | ତେବେ ସନ୍ଦେହ ର ବିଷୟ ହେଉଛି କି ଯଦି ନବ ଦାସ ଙ୍କ ଉପରକୁ ଗୁଳି କରିଥିଲେ ଗୋପାଳ ତାହେଲେ କେମେରା ରେ କଣ ପାଇଁ ଭିଜୁଆଲ ହେଉନି | ତାହା ସହିତ ନବ ଦାସ ଗୁଳି କରିଛନ୍ତି ବୋଲି କୋଉଠି ପ୍ରମାଣ ମଧ୍ୟ ନାହିଁ ମାତ୍ର ନବ ଦାସ କହୁଛନ୍ତି କି ସେ ଗୁଳି କରିଛନ୍ତି ବୋଲି |

ଏପଟେ କୁହାଯାଉଛି କି ଘଟଣା ପଛରେ ପ୍ରକୃତ ରେ ନବ ଦାସ ଅଛନ୍ତି ନା ଆଉ କିଏ ରହିଛି ଆଉ ନବ ଦାସ ଙ୍କୁ ଇଙ୍ଗିତ କରି ନିଶାଣ ଚଲାଉଛି ବୋଲି ପ୍ରଶ୍ନ ଉଠିଛି | ଆଉ ସେପଟେ ଦେଖିବାକୁ ମିଳିଥିଲା କି ନବ ଦାସ ଙ୍କର ମୃତ୍ୟୁ କୁ ନେଇକି ଗୋପାଳ ଙ୍କର ସ୍ତ୍ରୀ କହିଥିଲେ କି ନବ ଙ୍କ ସହିତ କୌଣସି ଦୁଷ୍ମନି ଵା ସମ୍ପର୍କ ଗୋପାଳ ଙ୍କର ଆଗରୁ ନ ଥିଲା | ତାହା ସହିତ ଗୋପାଳ ଜଣେ ମାନସିକ ରୋଗୀ ଆଉ ଯିଏ କି ଡାକ୍ତର ଙ୍କ ପାଖରେ ଚିକିତ୍ସିତ ହେଉଥିଲେ ଆଉ ଔଷଧ ମଧ୍ୟ ଖାଉଥିଲେ |

ତେବେ ଏହି କଥା କୁ ନେଇ ପ୍ରଶ୍ନ ଉଠିଛି କି ଯଦି ସେ ଜଣେ ମାନସିକ ରୋଗୀ ତାହେଲେ ପୋଲିସ ଅଧିକାରୀ ମାନେ ଜାଣି ନାହାନ୍ତି କାହିଁକି | ତାହା ବ୍ୟତୀତ ମାନସିକ ରୋଗୀ ଙ୍କ ହାତରେ ପୋଲିସ ଅଧିକାରୀ ବନ୍ଧୁକ ଦେଇଥିଲେ କଣ ପାଇଁ | ଆଉ ଏହି ସମସ୍ତ ଘଟଣା ର ତଦନ୍ତ କରିବା ସହିତ ପୋଲିସ ସତ୍ୟ ନାରାୟଣ ଦାସ ଙ୍କୁ ମଧ୍ୟ ଉଠାଇ ନେଇ ପଚରା ଉଚରା କରୁଛି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment