ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେଉଥିଲେ ମଧ୍ୟ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗୁଛି ତାହା ହେଉଛି ନବ ଦାସ ଙ୍କର ମୃତ୍ୟୁ କୁ ନେଇକି ଘଟିଥିବା ଘଟଣା |ଆଉ ଯେଉଁଠି କୁହାଯାଉଛି କି ଗୋପଳ ଦାସ ଙ୍କର ସମସ୍ତ ପ୍ରକାରର ଟେଷ୍ଟ ସରିଛି, ଆଉ ତାଙ୍କୁ ପୁଣି ଥରେ ଝାଡ଼ସୁଗୁଡା ଜେଲ ରେ ରଖା ଯାଇଛି | ଆଉ ଯେଉଁ ଘଟଣା କୁ ନେଇକି ଗୋପାଳ ଦାସ ଙ୍କର ସ୍ତ୍ରୀ କହିଛନ୍ତି କି ତାଙ୍କର ସ୍ୱାମୀ ଙ୍କର ଜୀବନ ପ୍ରତି ବିପଦ ରହିଛି ସେଠାରେ | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଝାଡ଼ସୁଗୁଡା ନିକଟରେ ଥିବା ଗାନ୍ଧିନଗର ନାମକ ସ୍ଥାନରେ ASI ଗୋପଳ ଦାସ ନବ ଦାସ ଙ୍କ ଉପରକୁ ଗୁଳି କରିଥିଲେ | ଆଉ ତାହା ସହିତ ଗୋପାଳ ଦାସ ଗୁଳି କରିବା ପରେ ଗୋପାଳ ଙ୍କୁ ନେଇକି ତଦନ୍ତ ଜୋର ଧରିଥିଲା | ଆଉ ଗୋପଳ ଦାସ ଙ୍କୁ ରିମାଣ୍ଡ ରେ ମଧ୍ୟ ନିଆଯାଇଥିଲା |ତେବେ ଗୋପାଳ ଦାସ କେବଳ ନବ ଦାସ ଙ୍କ ଉପରକୁ ଗୁଳି କରିଥିଲେ ବୋଲି ମାନିଥିବା ବେଳେ କଣ ପାଇଁ ଗୁଳି କରିଥିଲେ ସେ ବିଷୟରେ କିଛି କହି ନ ଥିଲେ |
ଆଉ ଯେଉଁଥିପାଇଁ ଗୋପାଳ ଦାସ ଙ୍କୁ ଗୁଜୁରାଟ କୁ ନିଆଯାଇଥିଲା ତାଙ୍କର ନାର୍କ ଟେଷ୍ଟ କରିବା ସହିତ ପୋଲିଗ୍ରାଫ ଟେଷ୍ଟ କରିବା ପାଇଁ | ଆଉ ସେଠାରେ ଗୋପଳ ଙ୍କ ର ବୟାନ ମଧ୍ୟ ନିଆଯାଇଥିଲା ଆଉ ସମସ୍ତ ଘଟଣା ର ସତ୍ୟ ସାମ୍ନା କୁ ଆସିଥିଲା | ଆଉ ସେଠି ଜଣା ପଡିଥିଲା କି ବ୍ୟକ୍ତିଗତ ହିଂସା କୁ ନେଇକି ଆଉ ଶତ୍ରୁତା କୁ ନେଇକି ଗୋପାଳ ଦାସ ନବ ଦାସ ଙ୍କ ଉପରକୁ ଗୁଳି କରିଥିଲେ ବୋଲି | ଆଉ ଘଟଣା ର ସତ୍ୟ ଜଣା ପଡିବ ପରେ ତାଙ୍କୁ JMFC କୋଟ କୁ ନିଆଯାଇଥିଲା |
ଆଉ ସେଠାରୁ ତାଙ୍କୁ ଝାଡ଼ସୁଗୁଡା ଜେଲ ରେ ରଖାଯାଇଥିବା ବେଳେ ଗୋପାଳ ଙ୍କର ସ୍ତ୍ରୀ କହିଛନ୍ତି କି ତାଙ୍କ ସ୍ୱାମୀ ଙ୍କ ର ଜୀବନ ପ୍ରତି ସେହି ଜେଲ ଭିତରେ ମୃତ୍ୟୁ ର ଭୟ ରହିଛି |ମାନୁଛନ୍ତି କି ତାଙ୍କର ସ୍ୱାମୀ ଅପରାଧ କରିଛନ୍ତି କିନ୍ତୁ ତାଙ୍କର ସ୍ୱାମୀ ଙ୍କର ଜୀବନ ପ୍ରତି ବିପଦ ଥିବାରୁ ଅନ୍ୟ ଜେଲ କୁ ନେବା ପାଇଁ କହିଛନ୍ତି ଗୋପାଳ ଙ୍କର ସ୍ତ୍ରୀ | ଆଉ ଏହି ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।