ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ ବର୍ତ୍ତମାନ ଯୁଆଡେ ଯିବ ସେହି ନବ ଦାସ ଙ୍କର ମୃତ୍ୟୁ କୁ ନେଇକି ଅନେକ କିଛି କଥା ଶୁଣିବାକୁ ମିଳୁଛି | ଆଉ ଯେଉଁଠି କୁହାଯାଉଛି କି ନବ ଦାସ ଙ୍କର ମୃତ୍ୟୁ ର ତଦନ୍ତ ଚାଲିଥିଲେ ମଧ୍ୟ ଠିକ ଭାବରେ ଇନକୁଆରୀ ହେଉ ନାହିଁ| ତାହା ଛଡା ଘଟଣା କୁ ଛୋପାଇ ଦେବା ସହିତ ଗୋପାଳ ଙ୍କୁ ଜେଲ ଭିତରେ ମାରି ଦିଆଯିନ ବୋଲି ଯୋଜନା କରାଯାଉଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ନବ ଦାସ ଙ୍କୁ ଝାଡ଼ସୁଗୁଡା ର ବ୍ରଜରାଜନଗର ନିକଟରେ ଗାନ୍ଧିଛକ ନାମକ ସ୍ଥାନରେ ହତ୍ୟା କରିଛନ୍ତି ପୋଲିସ ASI ଗୋପାଳ ଦାସ | ଆଉ ନବ ଦାସ ଙ୍କର ମୃତ୍ୟୁ କୁ ନେଇକି ଗୋଟିଏ ପରେ ଗୋଟିଏ ସତ୍ୟ ପ୍ରକାଶ ପାଇବା ବେଳେ ଜୋର ସୋର ରେ କ୍ରାଇମ ବ୍ରାଞ୍ଚ ତରଫରୁ ତଦନ୍ତ ଚାଲିଛି | ତାହା ସହିତ ସୁର ରାଉତରାୟ ଙ୍କର କହିବା କଥା କି ନବ ଦାସ ଙ୍କର ମୃତ୍ୟୁ ଘଟଣା ଟିକୁ ଛପାଇଁ ଦେବାକୁ ଚେଷ୍ଟା କରୁଛନ୍ତି ଶାସକ ଦଳ ମାନେ |
ଆଉ ଘଟଣା ର ତଦନ୍ତ ପାଇଁ ହାଇକୋଟ ରେ କାର୍ଯ୍ୟରତ ମୁଖ୍ୟ ବିଚାର ପତି ଙ୍କୁ ତାହାର ଦାୟିତ୍ୱ ନ ଦେଇ ରିଟାୟାର ଅଫିସର ଙ୍କୁ ଘଟଣା ର ତଦନ୍ତ ପାଇଁକି ଦାୟିତ୍ୱ ଦିଆଯାଉଛି | ଆଉ ଘଟଣା କୁ ନେଇକି ସେମିତି କିଛି ଖୋଲା ତଦନ୍ତ ହେବ ନାହିଁ ବୋଲି ମଧ୍ୟ କୁହାଯାଉଛି | ତାହା ସହିତ ନବ ଦାସ ଙ୍କର ଶନି ଙ୍କୁ ଦାନ କରିଥିଲେ ସୁନା କଳସ ଆଉ ଯାହା ଫଳରେ ଦେବତା ଙ୍କ ଠୁ ବଡ଼ ବୋଲି ଭାବୁଥିଲେ , ଶେଷରେ ଏହି ଭଳି ଦୁର୍ଦଶା ଘଟିଲା ବୋଲି କହିଛନ୍ତି ସୁର ରାଉତରାୟ |
ତାହା ବ୍ୟତୀତ ସୁର ରାଉତରାୟ କହିଛନ୍ତି କି ଏହି ଘଟଣା ର ତଦନ୍ତ ଆଉ ହେବ ନାହିଁ | ତାହା ସହିତASI ଗୋପାଳ ଦାସ ମଧ୍ୟ କହିଛି କି ପୋଲିସ ତାଙ୍କୁ ଜେଲ ଭିତରେ ଗୁଳି କରିଦେବ ବୋଲି | ଆଉ ସେହିଭଳି ହିଁ ହେବ ଘଟଣା ତି ଛପି ଯିବ, ତାହା ସହିତ ନବ ଦାସ ଙ୍କର ପୁଅ ଵା ଝିଅ ସେହି ସ୍ଥାନରେ ନିଯୁକ୍ତି ପାଇବେ ବୋଲି କହିଛନ୍ତି ସୁର ରାଉତରାୟ | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।