Breaking News – ଆସିଲା ବଡ଼ ଖବର ! ଗୋପାଳଙ୍କୁ ପୂର୍ବରୁ ନବ ଦାସ ଟ୍ରାଫିକ ହେଲମେଣ୍ଟ ଚେକିଂ ବେଳେ ଚାପୁଡ଼ା ମାରିଥିଲେ…ଅନେଇ ମଉସା ଜଣକ କଣ , କହୁଛନ୍ତି ଦେଖନ୍ତୁ video

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ସୋସିଆଲ ମିଡ଼ିଆରେ ହୋଇ ଚଇ ସୃଷ୍ଟି କରିଛି ତାହା ହେଉଛି ନବ ଦାସ ଙ୍କ ମୃତ୍ୟୁ କୁ ନେଇକି କିଛି ଘଟଣା | ଆଉ ନବ ଦାସ ଙ୍କର ମୃତ୍ୟୁ ପାଇ ଅଭିଯୁକ୍ତ ASI ଗୋପାଳ ଦାସ ଙ୍କର ସାଙ୍ଗ ମାନେ କହିଛନ୍ତି ଗୋପାଳ ଙ୍କ ବିଷୟରେ ଆଉ ଯେଉଁଠି ଅଭୟ କୁମାର ସାହୁ କହିଛନ୍ତି କି ଟ୍ରାଫିକ ରେ ଥିବା ବେଳେ ନବ ଗୋପାଳ ଙ୍କୁ ଦୁଇ ଚାପୁଡ଼ା ମାରିଥିଲେ ଆଉ ଯେଉଁଥିପାଇଁ ସେ ପ୍ରତିଶୋଧ ନେଇଛନ୍ତି ଆଉ ନବ ଙ୍କୁ ଗୁଳି କରିଛନ୍ତି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ତେବେ ଆପଣ ମାନେ ଜାଣିଥିବେ କି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କୁ ଗୋପାଳ କୃଷ୍ଣ ଦାସ ନାମକ ଜଣେ ପୋଲିସ,ASI ଗୁଳି କରୁ ହତ୍ୟା କରିଛନ୍ତି | ଆଉ ଯେଉଁ ଘଟଣା କୁ ନେଇକି ପୋଲିସ ମଧ୍ୟ ତଦନ୍ତ ଆରମ୍ଭ କରିଛି ଆଉ ତାହା ସହିତ ଗୋପାଳ ଙ୍କର ସହକର୍ମୀ ମାନଙ୍କ ସହିତ ଗୋପାଳ ଙ୍କ ବିଷୟରେ ପଚାରା ଉଚରା କରିଛନ୍ତି | ଆଉ ତାଙ୍କର କଥା ଅନୁସାରି ଯାହା କୁହାଯାଉଛି କୁ ଗୋପାଳ ଙ୍କର ସାଙ୍ଗ ପ୍ରଦୀପ ବେହେରା ବିଶେଷ ଆଇନ ଜୀବି ଓ ଅଭୟ କୁମାର ସାହୁ ଗୋପାଳ ଙ୍କ ବିଷୟରେ କହିବାକୁ ଲାଗିଛନ୍ତି |

ତେବେ ପ୍ରଦୀପ ବେହେରା ହେଉଛନ୍ତି ASI ଗୋପାଳ ଙ୍କର ସାଙ୍ଗ ଆଉ ପିଲା ଦିନରୁ ସେ ତାଙ୍କୁ ଜାଣିଛନ୍ତି ତାଙ୍କର କହିବା ଅନୁସାରେ ଗୋପାଳ ହେଉଛନ୍ତି ବହୁତ ଭଲ ପିଲା |ଆଉ ସେ ତାଙ୍କର ଚାକିରୀ ଜୀବନରେ ଅନେକ କିଛି ପୁରସ୍କାର ପାଇଛନ୍ତି ଆଉ ସ୍ପୋର୍ଟ୍ସ ମେନ ଭାବରେ ନିଯୁକ୍ତ ହେବା ପରେ ସେ ଏହି କନେଷ୍ଟବଳ ର ଚାକିରୀ ପାଇଥିଲେ | ଆଉ ତାହା ପରେ ତାଙ୍କର ପ୍ରମୋସନ ହୋଇଥିଲା ASI ପଦ କୁ | କିନ୍ତୁ ସେ ତାଙ୍କ ସହିତ ମିସିଛନ୍ତି କିନ୍ତୁ ମାନସିକ ରୋଗ ଭଳି କୌଣସି ଲକ୍ଷଣ ସେ ଦେଖି ନାହାନ୍ତି ବୋଲି କହିଛନ୍ତି|

ଆଉ ସେପଟେ ଅଭୟ କୁମାର ସାହୁ ଙ୍କ କହିବା ଅନୁସାରେ ଗୋପାଳ ଦାସ ଭଲ ମିଶନ୍ତି ତାଙ୍କ ସହିତ | ଆଉ ସେ କହିଥିଲେ କି ଟ୍ରାଫିକ ହେଲମେଣ୍ଟ ଚେକିଂ ବେଳେ ନବ ଦାସ ବିଜେଡି ର ଜଣେ କର୍ମୀ ତାଙ୍କ ଉପରକୁ ଚାପୁଡ଼ା ମାରିଥିଲେ ବୋଲି |ଆଉ ସେଥିପାଇଁ ତାହାର ପ୍ରତିଶୋଧ କୁ ନେବା ପାଇ ଗୋପାଳ ନବ ଙ୍କ ଉପରକୁ ଗୁଳି ଚଳାଇଛନ୍ତି ବୋଲି କହିବାକୁ ଲାଗିଛନ୍ତି ଅଭୟ |ଆଉ ତାଙ୍କର କଥା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment