ଦେଖନ୍ତୁ Shocking ଭିଡ଼ିଓ : ଗୋଟେ ସ୍ତ୍ରୀ ର କରୁଣ କାହାଣୀ ! ସଇତାନ ସ୍ୱାମୀ କରିଛି ଏମିତି ବର୍ବର କାଣ୍ଡ ଯେ ଭାଷାରେ କହି ହେବ ନାହିଁ…ଛିଃ ଛିଃ

0

ବେଦୀ ରେ ହାତ ଧରି ବାହା ହୋଇଥିଲା। ସାତ ଜନ୍ମର ସୁରକ୍ଷା ପାଇଁ ଶପଥ ନେଇଥିଲା। ହେଲେ ଏହି ପାସାଣ୍ଡ ସ୍ବାମୀ ଏମିତି କାମ କରିଛି ଯାହାକୁ ଶୁଣିଲେ ଆପଣଙ୍କୁ ଲାଜ ଲାଗିବ ଏବଂ ମୁଣ୍ଡ ତଳକୁ ନଇଁ ଯିବ। ଯାହା ପାଇଁ ଭାରତ ସମ୍ବିଧାନ ର କୌଣସି ବି ଆଇନ୍ କମ୍ ହେବ। ଆଉ ରାକ୍ଷସ, ପିଶାଚ, ସୈତାନ୍ ଭଳି ଆଖ୍ୟା ବି ତା ଆଗରେ ଫିକା ପଡ଼ି ଯିବ। ବର୍ବରତା ର ସବୁ ସୀମା ଟପିଲା ସ୍ବାମୀ ଯାହା କହିବାକୁ ବି ଲାଜ ଲାଗୁଛି। କାରଣ ଏହି ସୈତାନ୍ ସ୍ବାମୀ ନିଜ ସାଙ୍ଗ ମାନଙ୍କ ସହିତ ମିଶି ନିଜ ସ୍ତ୍ରୀ ର ଇଜ୍ଜତ ଲୁଟିଛି। ଆଉ ଯେଉଁ ଜଘନ୍ୟ କାଣ୍ଡ ସେ କରିଛି ତାହା ଶୁଣିଲେ ଆପଣ ଙ୍କ ଛାତି ଥରି ଉଠିବ ଏବଂ ତାକୁ ସେଇଠି ଠିଆ ଠିଆ ଗୁଳି ମାରି ଦେବାକୁ ଇଚ୍ଛା ହେବ।

ରାଜସ୍ଥାନ ର ଏଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି। ଯାହାକୁ ଶୁଣିଲେ ଇଚ୍ଛା ହେବ ନିଜେ ତାକୁ ଶାସ୍ତି ଦେବାକୁ। ରାଜସ୍ଥାନ ର ଧୋଲପୁର ଜିଲ୍ଲାରେ ଜଣେ ସ୍ବାମୀ ନିଜ ସ୍ତ୍ରୀ ଉପରେ ସାଙ୍ଗ ମାନଙ୍କ ସହ ମିଶି ଏହିଭଳି ଗଣଦୁଷ୍କର୍ମ କରିଥିବା ଖବର ସାମ୍ନାକୁ ଆସିଛି। ଜଣେ ସ୍ବାମୀ କଣ ଏପରି କରିପାରେ। ଏତିକି ରେ ବି ରାକ୍ଷସ ସ୍ବାମୀ ର ମନ ପୂରି ନଥିଲା।ସେ ନୃଶଂସ ଭାବରେ ସ୍ତ୍ରୀ ର ପ୍ରାଇଭେଟ୍ ପାର୍ଟ ରେ ଲଙ୍କା ଗୁଣ୍ଡ ଏବଂ ମୁଣ୍ଡବିନ୍ଧା ବାମ୍ ଲଗାଇ ଦେଇଛି। ବାରମ୍ବାର ଏଭଳି ଅସହ୍ୟ ଯନ୍ତ୍ରଣା ଭୋଗିବା ପରେ ସ୍ତ୍ରୀ ଏ ବିଷୟରେ ତାର ବାପ ଘରକୁ ଏମିତି କରିବା ନେଇ ସମସ୍ତ କଥା ଶୁଣାଇଥିଲେ। ଆଉ ତାପରେ ପୂରା ଘଟଣା ସାମ୍ନାକୁ ଆସିଥିଲା।

ତେବେ ଏହାକୁ ନେଇ ପୀଡ଼ିତା ର ଅଭିଯୋଗ ଥିଲା କିଛି ଏମିତି।ସେ କହିଥିଲେ କି ୨୦୧୪ ମସିହାରେ ତାଙ୍କର ବିବାହ ହୋଇଥିଲା।ଏହାପରେ କିଛି ଦିନ ପରେ ଶଶୁର ଘର ଲୋକଙ୍କ ପାଖରୁ ତାଙ୍କୁ ଅତ୍ୟାଚାର ଦେବା ଆରମ୍ଭ କରି ଦିଆ ଯାଇଥିଲା। କିନ୍ତୁ ଦିନେ ଏହା ସୀମା ଟପିଲା, ଯେବେ ସ୍ବାମୀ ତାଙ୍କର ଅନ୍ୟ ଜଣେ ସାଙ୍ଗକୁ ନେଇ ଘରକୁ ଆସିଲେ ଏବଂ ଦୁହେଁ ମିଶି ତାଙ୍କ ସହିତ ଦୁଷ୍କର୍ମ କରିଥିଲେ।

ଏହାପରେ ଅନ୍ୟ ଏକ ଦିନ ମଧ୍ୟ ଅନ୍ୟ ସାଙ୍ଗ ମାନଙ୍କ ସହ ମିଶି ସ୍ବାମୀ ଘରକୁ ଆସିଲେ ଏବଂ ତାଙ୍କର ହାତ ଗୋଡ଼ ବାନ୍ଧି ଜଣଙ୍କ ପରେ ଜଣେ ତାଙ୍କ ସହିତ ପାଶବିକ ବ୍ୟବହାର ସଦୃଶ ଦୁଷ୍କର୍ମ କରିଥିଲେ। ଆଉ ଶେଷରେ ତାଙ୍କର ଯୌନାଂଗ ରେ ଲଙ୍କା ଗୁଣ୍ଡ ଏବଂ ମୁଣ୍ଡବିନ୍ଧା ବାମ ଲଗାଇ ଦେଇଥିଲେ। ପୀଡ଼ିତା ଅଚେତ୍ ହେବା ପରେ ମଧ୍ୟ ଦୁଇଦିନ ଧରି ସ୍ବାମୀ ଅନ୍ୟ ସାଙ୍ଗ ମାନଙ୍କୁ ଡାକି ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।