ଛିଃ…ଛିଃ..ପୁଣି ଓଡ଼ିଶାରେ ଲଜ୍ୟା ! ଦେହ ସୁଖ ପାଇଁ ୧ଦିନର ଛୁଆ କୁ ବିଲରେ ଫିଙ୍ଗି ପ୍ରେମିକ ସହିତ ଫେରାର ମା,ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ..ଦେଖନ୍ତୁ video

ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା।ନାଳ ଭିତରେ ପଡ଼ି ରହିଛି ଆଉ ଏକ ନବଜାତ ଶିଶୁ କନ୍ୟା ର ମୃତ ଦେହ। ପଙ୍କରେ ପଡ଼ି ରହିଛି ନବ ଜନ୍ମିତ ଶିଶୁ କନ୍ୟା ର ମୃତ ଦେହ। ଭ୍ରୁଣ ହତ୍ୟା ର ଆଉ ଏକ ବିକଳ ଚିତ୍ର ଯାହା ଆପଣଙ୍କ ଛାତି ଥରାଇ ଦେବ। କାହିଁକି ପଙ୍କ କୁ ଫୋପାଡି ଦେଇ ଚାଲି ଗଲା ଶିଶୁ କନ୍ୟାର ମା। ଶିଶୁ କନ୍ୟା ହୋଇ ଥିବାରୁ ନା ଅବୈଧ କନ୍ୟା ସନ୍ତାନ ହୋଇ ଥିବାରୁ। ଯାହାକୁ ନେଇ ଏବେ ବିଭିନ୍ନ ଚର୍ଚ୍ଚା ଲାଗି ରହିଛି।

ଦିନକୁ ଦିନ ଓଡ଼ିଶା ରେ ଭ୍ରୁଣ ଶିଶୁ କନ୍ୟା ହତ୍ୟା ବଢ଼ି ବାରେ ଲାଗିଛି। ଯେଉଁ ଶିଶୁ ଏ ଦୁନିଆ କଣ ଦେଖିନି ସେ ଜନ୍ମ ହେବା ମାତ୍ରେ ତାକୁ ମାରି ଦିଆ ଯାଇ ରାସ୍ତା କଡ଼ରେ ଫୋପାଡି ଦେଉ ଛନ୍ତି। ତେବେ ବର୍ତ୍ତମାନ ସମୟରେ ସେହିଭଳି ଏକ ଖବର ସାମ୍ନାକୁ ଆସିଛି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଯେଉଁଟି ଦେଖିବା ପାଇଁ ମିଳିଛି ନାଳ ଭିତରେ ନବଜାତ ଶିଶୁ କନ୍ୟାର ମୃତ ଦେହ।ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଚନ୍ଦିଆପଲ୍ଲୀ ରାସ୍ତା ନିକଟରେ ଏକ ପରିତ୍ୟକ୍ତ ନାଳ ନିକଟରେ ଏକ ଅପରିଚିତ ନବଜାତ ଶିଶୁ କନ୍ୟା ର ମୃତଦେହ ପଡ଼ି ରହିଛି। ଯେଉଁ ଘଟଣା ଟି ଏବେ ପୁରା ଅଞ୍ଚଳ ବାସୀ ଙ୍କୁ ସ୍ତବ୍ଧ କରି ଦେଉଛି।ଖବର ପାଇ ସ୍ଥାନୀୟ ଅଞ୍ଚଳରେ ଶିଶୁ କନ୍ୟା କୁ ଦେଖିବା ପାଇଁ ବେଶ୍ ଭିଡ ଲାଗିଛି।

ଶିଶୁଟିକୁ କିଏ ଓ କାହିଁକି ଏଭଳି ଏକ ପରିତ୍ୟକ୍ତ ସ୍ଥାନରେ ଛାଡ଼ି ଚାଲିଗଲା ସେ ନେଇ ଆଲୋଚନା କରୁଛନ୍ତି ଗାଁ ଲୋକ।ଏକ ଜନ୍ମିତ ଶିଶୁ କୁ କିଏ ଏବଂ କାହିଁକି ଫିଙ୍ଗି ଦେବ। ଏକ ନିରୀହ ନିଷ୍ପାପ ଶିଶୁ କୁ କାହିଁକି ଏ ଅବସ୍ଥା ରେ ଫୋପାଡ଼ି ଦେଇ ଚାଲି ଗଲା ମା ସମସ୍ତଂକ ମନରେ ଏବେ ଏହି ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି।

ଏଣୁ ଲୋକଙ୍କ ସନ୍ଦେହ କରିବା କଥା ଝିଅ ଜନ୍ମ ହେବାରୁ କିଏ ଫିଙ୍ଗି ଦେଇଛି ନହେଲେ ଏ ସନ୍ତାନ ହୁଏତ ଅବୈଧ କନ୍ୟା ସନ୍ତାନ ସେଥିପାଇଁ କିଏ ହୁଏତ ଲୋକଲଜ୍ୟା ଭୟରେ ଶିଶୁ କନ୍ୟା ଟିକୁ ଫିଙ୍ଗି ଦେଇଛି। ତେବେ ସତ କଣ ତାହା ତଦନ୍ତ ପରେ ଜଣା ପଡିବ। ତେବେ ଏଭଳି ଏକ ଅଭାବନୀୟ ଘଟଣାକୁ ସ୍ଥାନୀୟ ଲୋକେ ଖୁବ୍ ନିନ୍ଦା କରିଛନ୍ତି।ବାରମ୍ୱାର ଏଭଳି ଅଭାବନୀୟ ଘଟଣା ଘଟୁଥିବା ବେଳେ ଏନେଇ ଅଧିକାଂଶ ସଚେତନ ହେଉନଥିବା ଏହାର ଆଉଏକ ପ୍ରମାଣ। ଯାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ଚର୍ଚ୍ଚା ଲାଗି ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment