ଗୋଟିଏ ଝିଅ ଗୋଟିଏ ପୁଅର କେଉଁ ଜିନିଷ ଉପରେ ବସେ ? ଯାହାର ଉତ୍ତର 99 ପ୍ରତିଶତ ଲୋକ ଜାଣି ନାହାନ୍ତି , ସାହାସ ଅଛି ତ ଉତ୍ତର ଦିଅ
ଆଜିର ଶିକ୍ଷିତ ଯୁବପିଢୀ ମାନଙ୍କ ପାଇଁ ସାଧାରଣ ଜ୍ଞାନ ସମ୍ୱନ୍ଧରେ ଜାଣିବା ଅତ୍ୟନ୍ତ ଜରୁରୀ କାରଣ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଆଜିର ସମୟରେ ଯେକୌଣସି କମ୍ପିଟେଟିଭ ପରିକ୍ଷାରେ ସାଧାରଣ ଜ୍ଞାନ ଆମକୁ ବହୁତ ସାହାର୍ଯ୍ୟ କରିଥାଏ । ସେଥିପାଇଁ ପ୍ରତ୍ୟେକ ପିଲା ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ସାଧାରଣ ଜ୍ଞାନ ଜାଣିବା ଅତ୍ୟନ୍ତ ଜରୁରୀ ଅଟେ । ତେବେ ଆସନ୍ତୁ ଜାଣିବା ସାଧାରଣ ଜ୍ଞାନ ସମ୍ୱନ୍ଧୀୟ କେତେକ ପ୍ରଶ୍ନ ସହିତ ଉତ୍ତର ସମ୍ପର୍କରେ ।
1 ବିଶ୍ୱରେ ସବୁଠାରୁ ବଡ ପିମ୍ପୁଡି କେଉଁଠାରେ ଦେଖାଯାଆନ୍ତି ?
ଉତ୍ତର – ଆଫ୍ରିକା ରେ ।
2 ବିଶ୍ୱରେ ସବୁଠାରୁ ଛୋଟ ଫୁଲର ନାମ କଣ ?
ଉତ୍ତର – ଓଲିପିଆ ।
3 ଉଡାଜାହାଜ ରେ ବ୍ଲାକ ବକ୍ସ କେବେଠାରୁ ବ୍ୟବହାର କରାଯାଇଛି ?
ଉତ୍ତର – 1960 ମସିହାରୁ ।
4 ଭାରତର କେତୋଟି ଜାଗାରେ କୁମ୍ଭମେଳାର ଆୟୋଜନ ହୋଇଥାଏ ?
ଉତ୍ତର – 4 ଟି ଜାଗା ।
5 କିଏ ସେ କି ମନ୍ତ୍ର କଲା , ଅମୁହାଁ ଦେଉଳେ ନିର ପଶିଲା , ଏହାର ଅର୍ଥ କଣ ?
ଉତ୍ତର – ନଡିଆ ।
6 ବିଶ୍ୱରେ କେତେ ପ୍ରତିଶତ ଲୋକ ସଙ୍ଗୀତକୁ ଘୃଣା କରନ୍ତି ?
ଉତ୍ତର – 5 ପ୍ରତିଶତ ଲୋକ ।
7 କଳାକଳା ତନ୍ତୁ ଗୁଡିଏ , ତା ମୂଳରେ ଜନ୍ତୁ କୋଡିଏ , ଏହାର ଅର୍ଥ କଣ ?
ଉତ୍ତର – ମୁଣ୍ଡର ବାଳ ଆଉ ଉକୁଣୀ ।
8 ରେଡକ୍ରସ ର ମୁଖ୍ୟ କାର୍ଯ୍ୟାଳୟ କେଉଁଠାରେ ଅବସ୍ଥିତ ?
ଉତ୍ତର – ଜେନେଭା ଠାରେ ।
9 ସ୍ୱାମୀର କେଉଁ ଜିନିଷକୁ ସ୍ତ୍ରୀ କେବେ ଧରେ ନାହିଁ ?
ଉତ୍ତର – ନାମ ।
10 ତାହା କେଉଁ ଜିନିଷ ଯାହା ଆପଣଙ୍କ ପାଖରେ ଅଛି କିନ୍ତୁ ଆପଣ ତାକୁ ଦେଖିପାରନ୍ତି ନାହିଁ ?
ଉତ୍ତର – ବାୟୁ ।
11 ଭାରତର ପ୍ରଥମ ସମ୍ୱାଦପତ୍ରର ନାମ କଣ ?
ଉତ୍ତର – ବଙ୍ଗାଳ ଗଜଟ ।
12 ବଙ୍ଗଳାର ଦୁଃଖ କାହାକୁ କୁହାଯାଏ ?
ଉତ୍ତର – ଦାମୋଦର ନଦୀକୁ ।
13 କାଜିରଙ୍ଗା ଜାତୀୟ ଉଦ୍ୟାନ କେଉଁ ରାଜ୍ୟରେ ଅବସ୍ଥିତ ?
ଉତ୍ତର – ଆସାମ ।
14 କାହାର ଘରକୁ ଆସିବା ଅଶୁଭ ବୋଲି ଧରାଯାଏ ?
ଉତ୍ତର – ପେଚା ।
15 ଜନସଂଖ୍ୟା ଦୃଷ୍ଟିରୁ ଭାରତର ସବୁଠାରୁ ବଡ ରାଜ୍ୟର ନାମ କଣ ?
ଉତ୍ତର – ଉତ୍ତରପ୍ରଦେଶ ।
16 କେଉଁ ଦେଶରେ ମଶା ନାହାନ୍ତି ?
ଉତ୍ତର – ଆଇସଲ୍ୟାଣ୍ଡ ।
17 ଏମିତି କେଉଁ ଖାଦ୍ୟ ଯାହାକୁ କୁଆଁରୀ ଝିଅ ଖାଇପାରିବ ନାହିଁ ?
ଉତ୍ତର – ଶାଶୁଘର ଖାଇବା ।
18 କେଉଁ ସାପ ବସା ତିଆରି କରେ ?
ଉତ୍ତର – କିଙ୍ଗ କୋବ୍ରା ।
19 ଗୋଟିଏ ଝିଅ ଗୋଟିଏ ପୁଅର କେଉଁ ଜିନିଷ ଉପରେ ବସେ ?
ଉତ୍ତର – ବାଇକ ପଛରେ
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।