ଗୋଟିଏ ରାଶିରେ ବିବାହ ଶୁଭ ନା ଅଶୁଭ – Sadhu Bani

ତେବେ ବନ୍ଧୁଗଣ ଆପଣ ମାନେ ତ ବେଶ ଭଲ ଭାବରେ ଜାଣିଥିବେ କି ବିବାହ ପୂର୍ବରୁ ପୁରୁଷ ଆଉ ମହିଳା ମାନଙ୍କର ରାଶି ଫଳ କୁ ଅର୍ଥାତ ଜାତକକୁ ମିଶା ଯାଇଥାଏ ଓ ଜାତକ ର ଠିକ ଭାବରେ ସଂଯୋଗ ହେବା ପରେ ବିବାହ କୁ ସ୍ଥିର କରା ଯାଇଥାଏ | ଆଉ ସେହି ଅନୁସାରେ ବିବାହ କାର୍ଯ୍ୟ ମଧ୍ୟ ହୋଇଥାଏ | ତେବେ ସେହିଭଳି ରାଶିକୁ ନେଇକି ଏକ ଭିଡ଼ିଓ ଆଜି ମୁଁ ଆପଣ ଙ୍କ ସାମ୍ନାକୁ ନେଇ ଆସିଛି ଯାହାକୁଦେଖିକି ଆପଣ ମାନେ ଜାଣି ପାରିବେ କି ରାଶି ଫଳ ଆଉ ରାଶି ଫଳରେ ଥିବା ସଂଖ୍ୟା କୁ ନେଇକି କିଭଳି ଆମର ଜୀବନରେ ପ୍ରତେକ ଟି କାର୍ଯ୍ୟ ନିର୍ଭର କରିଥାଏ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାତକ ଆଉ ରାଶି ଫଳକୁ ନେଇକି ଜୀବନ ନିର୍ଭର କରୁଥିବା ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ଆମେ ଜାଣିଛି କି ଆମ ଭାରତରେ ପାଶ୍ଚାତ୍ୟ ସଭ୍ୟତା ଉପରେ ନିର୍ଭର କରିଥାଏ |କିନ୍ତୁ ଆମ ଉତ୍କଳ ରେ ମଧ୍ୟ କିଛି ସଭ୍ୟତା ରହିଛି | ଆଉ ଯେଉଁ ସଭ୍ୟତାକୁ ଆଧାର କରିକି ଆମ ବିବାହ ପୂର୍ବରୁ ପୁଅ ଝିଅ ମାନଙ୍କର ରାଶି ଫଳ ଅର୍ଥାତ ଜାତକକୁ ମିଶା ଯାଇଥାଏ ଓ ସେହି ଅନୁସାରେ ବିବାହ ମଧ୍ୟ କରା ଯାଇଥାଏ | ତେବେ ଆମେ ମନେ ରଖିବା ଦରକାର କି ବିବାହ ଓ ଦାମ୍ପତ୍ୟ ଜୀବନ ଆମର ରାଶି ଫଳ, ଆଉ ତାହା ସହିତ ଆମ ରାଶି ଫଳରେ ଥିବା ସଂଖ୍ୟା ଉପରେ ନିର୍ଭର କରିଥାଏ |

ତେବେ ଆମେ ମନେ ରଖିବା ଦରକାର କି ରାଶି ଫଳକୁ ମିଶାଇବା ସମୟରେ ସବୁବେଳେ ରାଶି ଫଳର ସଂଖ୍ୟା ଉପରେ ନିର୍ଭର କରିଥାଏ | ଆଉ ସବୁବେଳେ ମନେ ରଖିବା କଥା କି ପୁଅ ଙ୍କର ରାଶି ସଂଖ୍ୟା ଅର୍ଥାତ ପୁରୁଷ ମାନଙ୍କର ରାଶି ସଂଖ୍ୟା ସ୍ତ୍ରୀ ମାନଙ୍କ ଠାରୁ ଅଧିକ ହେଲେ ଭଲ ହୋଇଥାଏ | ଆଉ ସାଧାରଣତଃ ପୁରୁଷ ମାନଙ୍କର ରାଶି ଯଦି ସିଂହ ହୋଇଥାଏ ତାହେଲେ ତାହେଲେ ସେମାନେ ଅଧିକ ରାଗି ସ୍ଵଭାଵ ର ହୋଇଥାଏ | ଆଉ ଯଦି ମହିଳା ମାନଙ୍କର ରାଶି ସଂଖ୍ୟା ଅଧିକ ଥାଏ ତାହେଲେ ମହିଳା ମାନେ ପୁରୁଷ ଙ୍କୁ ତାଙ୍କର ଅଧୀନରେ ରଖିଥାନ୍ତି |

ତାହେଲେ ମନେ ରଖିବା କଥା କି ମହିଳା ମାନଙ୍କର ସଂଖ୍ୟା ତଳେ ରହିଲେ ତାହା ସବୁ ଆଡକୁ ଭଲ ହୋଇଥାଏ | ଆଉ ଯଦି ଡୁ ଜଣଙ୍କର ସମାନ ରାଶି ହୋଇଥାଏ ତାହେଲେ ଏହା ନିର୍ଭର କରିଥାଏ କି କାହାର ରାଶି ସଂଖ୍ୟା ଅଧିକ ଅଛି ସେହି ଅନୁସାରେ ଆମେ ରାଶିଫଳ କୁ ନିର୍ଧାରଣ କରିଥାଉ | ତାହା ବ୍ୟତୀତ ଯଦି ମହିଳା ମାନଙ୍କ ର ରାଶି ସଂଖ୍ୟା ପୁରୁଷ ମାନଙ୍କ ଠୁ ଅଧିକ ଥାଏ , ତେବେ ସେଭଳି ମହିଳା ମାନେ ଟିକିଏ ଜିଦିଆ ସ୍ଵଭାବର ହୋଇଥାନ୍ତି | ଆଉ ସେମାନେ ସ୍ୱାମୀଙ୍କ ଉପରେ ହୁକୁମ ଚଳେଇ ଥାଆନ୍ତି | ତେବେ ଏହି ଭଳି ଭାବରେ ଆମେ ଆମର ରାଶି ଫଳ ଓ ରାଶି ଫଳରେ ଥିବା ସଂଖ୍ୟା କୁ ଦେଖିକି ଆମର ଭାଗ୍ୟଫଳ କୁ ନିର୍ଧାରଣ କରିବା ସହିତ ଜାତକ ପଟେଇବା କାମ ଓ ବିବାହ ମଧ୍ୟ ହୋଇଥାଏ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment